3 ଦିନ ପ୍ରବଳ ବର୍ଷା ହେବ । ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟକୁ ପୁଣି ମାଡିଆସୁଛି ଆଉ ଏକ ଲଘୁଚାପ ଏହି ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷ ରୁ ଟୁଇଟ କରି ସୂଚନା ପ୍ରଦାନ ହୋଇଛି । ତେବେ 4 ରୁ 5 ଦିନ ରେ ବର୍ଷା ସମ୍ଭାବନା ପଡିବ ପ୍ରବଳ ଶୀତ । ଶୀତ ଦିନରେ ଲଘୁଚାପ ବର୍ଷା ଥଣ୍ଡା ଏବଂ ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଉଛି । ଚାଷୀ ଙ୍କର ବର୍ଷର ଅମଳ ଉଜୁଡି ଜାଉଛି ଏହା ସହିତ ଆଗକୁ ପୁଣି ବର୍ଷା ହେବାର ଆକଳନ ହୋଇଛି ।

Heavy rain

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା ତେବେ ବର୍ଷା ପରେ ପ୍ରବଳ ଥଣ୍ଡା ମଧ୍ୟ ପଡିବ । ବୋଲି ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗ ଦେଇଥିବା ଚେତାବନି ଅନୁଯାଇ ଆଗାମୀ 4 ରୁ 5 ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କିଛି ଅଞ୍ଚଳ ରେ ଘନକୁହୁଡୀ ମଧ୍ୟ ଦେଖା ଦେବ । ତେବେ ପାହାଡିଆ ଅଞ୍ଚଳ ରେ ବରଫ ପାତର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ IMD ଅନୁସାରେ ୱେଷ୍ଟର୍ଣ୍ଣ ଡିଷ୍ଟଭାନ୍ସ ଯୋଗୁଁ ବର୍ଷା ହେବ ତେବେ ଏହି ୱେଷ୍ଟର୍ଣ୍ଣ ଡିଷ୍ଟଭାନ୍ସ ର ପ୍ରଭାବ 13 ଡିସେମ୍ବର ରେ ପଶ୍ଚିମ ହିମାଳୟ ଅଞ୍ଚଳ ରେ ନଜର ଆସିବ । ଏହା କାରଣ ରୁ ବର୍ଷା ଏବଂ ବରଫ ପାତ ହୋଇପାରେ । ତେବେ ଜାମ୍ମୁ କାଶ୍ମୀର ଲଦାଖ , ଗୁଲଗିଡ୍ , ୱାଲ୍ଡିଷ୍ଟାନ , ମୁଷ୍ଟରୀବାଦ ଓ ହିମାଞ୍ଚଳ ପ୍ରଦେଶ ଏବଂ ଓଡିଶା ରେ ୱେଷ୍ଟର୍ଣ୍ଣ ଡିଷ୍ଟଭାନ୍ସ ପ୍ରଭାବ ରେ 13 ରୁ 15 ଡିସେମ୍ବର ମଧ୍ୟରେ ଦେଖିବାକୁ ମିଳିବ ।

cold

ଏହା ସହିତ ରାଜ୍ୟରେ ଆସନ୍ତା 14 ତାରିଖ ରୁ ଶୀତ ବଢିବ । ରାଜ୍ୟର ଅଧିକାଶଂ ସ୍ଥାନରେ ପାରଦ 3 ରୁ 4 ଡୀଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ଏହି ଭଳି ଆକଳନ ହୋଇଛି ତେବେ ଶନିବାର ଦିନ ଦାରିଙ୍ଗବାଡି ର ତାପମାତ୍ରା 15 ଡୀଗ୍ରି ତଳକୁ ଖସିଜାଇଥିଲା । ଏବେ ଏଠାରେ ପାରଦ 5.13 ଡୀଗ୍ରୀ ପାରଦ ରେକର୍ଡ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *