ହସ୍ପିଟାଲରୁ ମିହିରଙ୍କ ବିଷୟରେ ଆସିଲା ବଡ ଖବର – ଏବେ ଏମିତି ଅଛନ୍ତି

Mihir

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଏକ ବଡ ଖବର ଓଡିଆ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା ମୀହିର ଦାସ ଏବେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଗୁରୁତ୍ୱର ଅବସ୍ଥା ରେ ଆଡମିଶନ ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିବା ପାଇଁ ଚାହୁଁ ଥିବେ କି ହଠାତ୍ କଣ ପାଇଁ ଏହି ଅଭିନେତା ମୀହିର ଦାସ ହସ୍ପିଟାଲ ରେ ଆଡମିଶନ ହୋଇଛନ୍ତି । ଏବେ ତାଙ୍କର ସ୍ୱାସ୍ତ୍ୟ ବସ୍ତା କେମିତି ଅଛି ବୋଲି ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ କି ଗତ 7 ତାରିଖ ଦିନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଟ ଅଭିନେତା ମୀହିର ଦାସ ଗୁରୁତ୍ୱର ଅବସ୍ଥା ରେ କଟକ ଅସ୍ୱନୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଜାହା ସୂଚନା ମିଳିଛି ମୀହିର ଦାସ ଙ୍କ ଦୁଇଟି ଜାପ କିଡ୍ନୀ ନଷ୍ଟ ହୋଇଜାଇଛି । ଜାହାଫଳ ରେ ତାଙ୍କୁ ଗତ 7 ତାରିଖ ଦିନ ଭୁବନେଶ୍ୱର ଅସ୍ୱନୀ ହସ୍ପିଟାଲ ରେ ବର୍ତ୍ତି କରାଜାଇଛି। ସେଠାରେ ତାଙ୍କର ଏବେ ଚିକିତ୍ସା କରାଜାଉଛି ।

Mihir Das

ଡାକ୍ତର କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି । କିନ୍ତୁ ସେ ଏବେ ICU ରେ ରହିଛନ୍ତି । ତେବେ ଏବେ ତାଙ୍କ ସ୍ୱାସ୍ତ୍ୟ ଅବସ୍ତାରେ ସୁଧାର ଆଣିବା ପାଇଁ ବଡ ବଡ ଡାକ୍ତର ବହୁତ ପରିଶ୍ରମ କରିବାରେ ଲାଗିଛନ୍ତି  । ଏବେ ପୁରା ଓଲିଉଡ ଜଗତ ତାଙ୍କର ଆରୋଗ୍ୟ କାମନା କରୁଅଛନ୍ତି ।

ସେ କେବଳ ଜଣେ ଭଲ ଅଭିନେତା ନଥିଲେ ଜଣେ ଭଲ ବ୍ୟକ୍ତି ମଧ୍ୟ ଥିଲେ । ଓ ଟିଭି ରେ ପ୍ରସାରିତ ଆଶାର ଆଲୋକ ମାଧ୍ୟମରେ ସେ ଅନେକ ଦମ୍ଫତ୍ତିଙ୍କୁ ମିଶେଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି ।

ତେବେ ତାଙ୍କର ଆରୋଗ୍ୟ କାମନା କରି , ଗୋଟିଏ ଲାଇକ କରିବା ସହ ଉପରେ ଫଲୋ କରି ଦିଅନ୍ତୁ । ଆରୋଗ୍ୟ କାମନା କରି ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *