ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଆଉ ଥରେ ହେବ ଲକଡାଉନ , ତେବେ ଆପଣ ମାନେ ଭାବୁଥିବେ ସରକାର ଆଉ ଥରେ ଘୋଷଣା କଲେ କି ହେଲେ ସେମିତି କିଛି ଘୋଷଣା ହୋଇନାହିଁ ହେଲେ ଏହି ଖବର ସୁଣିବା ପରେ ଆପଣ ମାନେ ବି କହିବେ ବୋଧେ ଆଉ ଥରେ ଲକଡାଉନ ହୋଇପାରେ । କାହିଁକି ନା ଆପଣ ମାନେ ବି ଜାଣିଛନ୍ତି କି ଯେତେ ବେଳେ ପ୍ରଥମେ ଲକଡାଉନ ଆରମ୍ଭ ହେଲା । ତେବେ କେଉଁ ଅବସ୍ଥାରେ ଥିଲା ଏବଂ କେଉଁ କେଉଁ ସିଚ୍ୟୁଏସନ ରେ ସେମାନେ ଆସିଛନ୍ତି ଘରକୁ ବା ଓଡିଶା ଆସିଛନ୍ତି । ସେମାନେ ହଁ ମଧ୍ୟ ଜାଣିଛନ୍ତି ।
କିନ୍ତୁ ଜାହାବି କୋରନା ଚାଲିଥିଲୀ କୋରନା ର ଅଲଗା ଏକ ଭେରିଆଣ୍ଟ ଥିଲୀ ଡେଲ୍ଟା । ତାହାର ମଧ୍ୟ କୋରନା ଆଉ ଏକ ଭେରିଆଣ୍ଟ ଆସିସାରିଛି । ଓମିକ୍ରନ ଜାହା ଆପଣ ମାନେ ବୋଧେ ନ୍ୟୁଜ ସୁଣିସାରିଥିବେ । ତେବେ ଏହି ଓମିକ୍ରନ ର ଆପଡେଟ କଣ ରହିଛି ତାହା ଆମେ ଆପଣ ମାନଙ୍କୁ ଜଣେଇବୁ । ଯେଉଁଥି ପାଇଁ ଆଉ ଥରେ ଲକଡାଉନ ହୋଇପାରେ ।
ହେଲେ କୈଣସି କୋନଫର୍ମ ନୁହେଁ । ତେବେ ଦ୍ୱୀୟ ଲହର ଡେଲ୍ଟା ପରେ ପରେ ଏବେ ପୁଣି ତୃତୀୟ ଲହରୀ ରେ ଓମିକ୍ରନ ଆସିଛି । ଜାହା ବର୍ତମାନ ସମୟ ରେ ଭାରତ ବ୍ୟତିତ ଅନ୍ୟ ଦେଶ ମାନଙ୍କରେ ପ୍ରବଳ ମାତ୍ରା ରେ ବ୍ୟାପି ସାରିଛି । ଏହି ଓମିକ୍ରନ ଓଡିଶା ରେ ନଥିଲେ ବି ଭାରତ ରେ 33 ଜଣ ଙ୍କୁ ବ୍ୟାପିଛି । ଏହା ସହିତ ଏହି ଓମିକ୍ରନ କୁ ନେଇ ମୁମ୍ବାଇ ରେ 144 ଧାରା ଜାରି ହୋଇଛି ।
ତେବେ ବର୍ତମାନ ଆମେ କହି ପାରିବା କି ଏହା ଯଦିବଢେ ବା ଓମିକ୍ରନ ର ସଂଖ୍ୟା ବୃଦ୍ଧି ପାଇଲେ ପୁଣି ଥରେ ଲକଡାଉନ ସର୍ଟଡାଉନ ହୋଇଯିବ । ସେହିଥି ପାଇଁ ଆପଣ ମାନେ ବି ଯଦି ଭେକ୍ସିନ ନେଇ ନାହାଁନ୍ତି ତେବେ ନିଶ୍ଚିତ ନିଅନ୍ତୁ । ଏବଂ ସୁରକ୍ଷିତ ରୁହନ୍ତୁ । ଏବଂ ନିଶ୍ଚିତ ଭାବେ କୋରନା ର ଗାଇଡ ଲାଇନ କୁ ମାନି ଚଳନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।