ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଏଠାରେ ଜାଣିବା କିଛି ବିଶେଷ ତଥ୍ୟ ବିଷୟ ରେ । ତେବେ ବର୍ତମାନ ସମୟ ରେ ପୋଷ୍ଟାଲ ନିଯୁକ୍ତି ପାଇଁ ଏକ ନୂଆ ରପୋର୍ଟ ଆସିଛି । ଯାହାକୁ ଓଡିଶାର ଉଭୟ ପୁରୁଷ ଏବଂ ମହିଳା ଅପ୍ଲାଇ କରିପାରିବେ। ଜାହାକୁ କେବଳ ଖେଳାଳି ମାନଙ୍କ ପାଇଁ ରହିଛି । ଜାହାର ସର୍ବନିମ୍ନ ଯୋଗ୍ୟତା ଦଶମ ପାସ୍ ରହିଛ । ତେବେ ଆସନ୍ତୁ ଜାଣିନେବା ଏହାକୁ ଆପଣ ମାନେ କେମିତି ଆପ୍ଲାୟ କରିବେ । ଏହାର ଯୋଗ୍ୟତା ଏବଂ ବୟସ ସୀମା କଣ ରହିଛି ସେହିପରି ଏହାର ଅଲଗା ତଥ୍ୟ ମଧ୍ୟ ଜାଣିବା ।
ଏହା ଭାରତ ସରକାରଙ୍କ ତରଫରୁ ଆସିଥିବା ନିଯୁକ୍ତି ଅଟେ । ଏହା ସମଗ୍ର ଭାରତ ରେ ଜନସାଧାରଣ ଙ୍କ ଦ୍ୱାରା ଆପ୍ଲାୟ କରାଜାଇ ପାରିବ । କହିବାକୁ ଗଲେ ଏହାକୁ ସମସ୍ତ ଓଡିଶା ବାସୀ ପାର୍ଥି ମାନେ ଆପ୍ଲାୟ କରି ପାରିବେ । ଏହାକୁ ଉଭୟ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ । ଏହିଥିରେ ପୋଷ୍ଟାଲ ଆସିଷ୍ଟେଣ୍ଟ ପାଇଁ ନିଯୁକ୍ତି ରହିଛି । ଏବଂ ପୋଷ୍ଟମ୍ୟନ ଏମ ଟି ଏସ ପାଇଁ ମଧ୍ୟ ନିଯୁକ୍ତି ରହିଛି ।
ଏହି ନିଯୁକ୍ତି ଭାରତ ସରକାର ଙ୍କ ପକ୍ଷ ରୁ ଆସିଥିବା ନିଯୁକ୍ତି ଅଟେ । ଏହାର ଆରମ୍ଭ ଦିନ 1 ଅକ୍ଟୋବର 2021 ରୁ ଆରମ୍ଭ ହୋଇସାରିଛି । ଏହାକୁ ଆପ୍ଲାୟ କରିବାର ଶେଷ ତାରିଖ 12 ଡିସେମ୍ବର ଯାଏ ରହିଛି । ଏହି ନିଯୁକ୍ତି ସ୍ଥାନ ରହୁଛି ଦିଲ୍ଲୀରେ ଏହାର ଦରମା ରହିବ 18 ହାଜରରୁ 25 ହାଜର ପାଞ୍ଚ ଶହ। ଏଥିପାଇଁ ପାର୍ଥିର ସର୍ବନିମ୍ନ ବୟସ 18 ବର୍ଷ ହୋଇଥିବା ଆବଶ୍ୟକ ।
ସେହିଭଳି ସର୍ବାଧିକ ବୟସ ସୀମା ହେଉଛି 25 ରୁ 27 ବର୍ଷ । ତେବେ ଯେଉଁ ପାର୍ଥି 18 ରୁ 25 ବର୍ଷ ମଧ୍ୟରେ ରହୁଛନ୍ତି ଏହାକୁ ଅପ୍ଲାଇ କରିପାରିବେ। ଏଥିପାଇଁ ପାର୍ଥିକୁ ଦଶମ ଏବଂ ଦ୍ଵାଦଶ ପାସ ହୋଇଥିବା ଦରକାର। ଏମ ଟି ଏସ ପାଇଁ ଦଶମ ପାସ ଏବଂ ପୋଷ୍ଟମ୍ୟାନ ପାଇଁ ଦ୍ଵାଦଶ ପାସ କରିଥିବା ଦରକାର। ଏହା ସହିତ ଆପଣ ଏକ ସ୍ପୋର୍ଟସ ପରସନ ହୋଇଥିବେ।
ଏହାର ଆପ୍ଲିକେସନ ଫି 100 ଟଙ୍କା ରହୁଛି । ଯଦି ଆପଣ ଏହି ନିଯୁକ୍ତି ପ୍ରତି ଇଛୁକ ଅଟନ୍ତି ତେବେ ଆପଣଙ୍କୁ 12 ଡିସେମ୍ବର ମଧ୍ୟରେ ଏହାର ଫର୍ମଟି ଅନଲାଇନ ମାଧ୍ୟମରେ ଭରିବାକୁ ପଡିବ। ଏହାକୁ ଓଡିଶାର ପାର୍ଥି ମଧ୍ୟ ଆବେଦନ କରିପାରିବେ କିନ୍ତୁ ଏହି ନିଯୁକ୍ତିର ସ୍ଥାନ ଦିଲ୍ଲୀରେ ହିଁ ରହିବ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।