ଖସିବ ପାରଦ ବଢିବ ଶୀତ । ପୁଣି ଆସୁଛି ବାତ୍ୟା

Winter

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଉପକୂଳ ଏବଂ ଦକ୍ଷିଣ ଓଡିଶା ର କେତେକ ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଦରଣ ର ବର୍ଷା ହେବ । ଏହି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ବଙ୍ଗୋପସାଗର ରେ ଏକ ଗୁରୁଚାପ ରହିଛି ତାର ପ୍ରଭାବ ରେ ସ୍ଥଳ ଭାଗ କୁ ଜଳିୟ ବାସ୍ପ ଆସୁଛି । ସେହି ପରି ବାୟୁ ମଣ୍ଡଳ ର ଉପରୀ ଭାଗ ରେ ଯେଉଁ ଟ୍ରଫ ଲାଇନ ଭାରତ ଆଡକୁ ଆସିଛି । ତାହାର ପ୍ରଭାବ ରେ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେଉଛି ।

ଦୁଇ ଦିନ ମିଶ୍ରଣ ରେ ଓଡିଶା ରେ ମେଘୁଆ ପାଗ ରହୁଛି ବୋଲି ପାଣିପାଗ ବିଦ୍ ଆକଳନ କରୁଛନ୍ତି । ତେବେ ରବିବାର ଠାରୁ ରାଜ୍ୟ ର ପାଗ ବଦଳିବ ଆକାଶ ସୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହି ପରି ସୁଆଦ ଜଳବାୟୁ ପାଣିପାଗ କେନ୍ଦ୍ର ନିର୍ଦ୍ଧେଶକ ଡା: ସରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ଶୁକ୍ରବାର ଟ୍ରଫଲାଇ ଓଡିଶା ଆଡକୁ ଆସିଛି ।

ତେବେ ଗୁରୁଚାପ ବଳୟ ହେବ । ତେବେ ରବିବାର ଠାରୁ ପାଗ ସୁଧୁରି ହେଲେ 8 ରୁ 10 ଦିନ ଯାଏ ପାଗ ଏମିତି କୋହଲିଆ ରହିବ । ଏହା ସହିତ ରାଜ୍ୟ ରେ କୋହଲା ପାଗ ପରେ ପରେ ପୁଣି ବଢିବ ଶୀତ । ଆସନ୍ତା 48 ଘଣ୍ଟା ରେ ଆହୁରୀ ଶୀତ ବଢିପାରେ । ତେବେ 48 ଘଣ୍ଟା ରେ 3 ରୁ 4 ଡୀଗ୍ରି ପର୍ଯ୍ୟନ୍ତ କମିପାରିବ ପାରଦ । ଏହି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷ୍ୟ ରୁ ସୂଚନା ଦିଆଜାଇଛି । ତେବେ ରାଜଧାନୀ ଭୁବନେଶ୍ୱର ରେ ଆଜି ସର୍ବନିମ୍ନ ତାପମାତ୍ରା 20 ଡୀଗ୍ରି ରହିବା ସମ୍ଭାବନା ରହିଛି ।

Winter in indian

ତିନି ରୁ ଚାରି ଦିନ ପରେ ପାଗ ସ୍ୱଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ର ସୂଚନା ଦେଇଛି । ସେହି ପରି ଆଜି ଦକ୍ଷିଣ ଓଡିଶା ର କିଛି ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହୋଇପାରେ । ତେବେ ସେହି ଜିଲ୍ଲା ହେଲା ଗଜପତି, ଗଞାମ୍ ଜିଲ୍ଲା ରେ ବର୍ଷା ହୋଇପାରେ । ତେବେ ଉପକୂଳ ବର୍ତ୍ତି ପୁରୀ ଜିଲ୍ଲା ଜାହାକି ପୁରୀ, ଖୋର୍ଦ୍ଧା , କଟକ , ଜଗତସିହଂପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର , ଜାଜପୁର , ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ରହିଛି । ସମୁଦ୍ର ପତନ ରୁ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବ ରେ ରବିବାର ଯାଏ ଏମିତି ପାଗ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *