ହେ ଭଗବାନ – ମିହିର ଦାସଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଏକ ବଡ ଖବର ଓଡିଆ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା ମୀହିର ଦାସ ଏବେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଗୁରୁତ୍ୱର ଅବସ୍ଥା ରେ ଆଡମିଶନ ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିବା ପାଇଁ ଚାହୁଁ ଥିବେ କି ହଠାତ୍ କଣ ପାଇଁ ଏହି ଅଭିନେତା ମୀହିର ଦାସ ହସ୍ପିଟାଲ ରେ ଆଡମିଶନ ହୋଇଛନ୍ତି ।

ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା ହେଉଛନ୍ତି ମୀହିର ଦାସ । ସେ ପାଖା ପାଖି 30 ବର୍ଷ ଧରି ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିଛନ୍ତି । ମୀହିର ଦାସ ପ୍ରାୟ 400 ରୁ ଅଧିକ ଫିଲ୍ମ ରେ ଅଭିନୟ କରି ଆସିଛନ୍ତି ।

Mihir

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ କି ଗତ 7 ତାରିଖ ଦିନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଟ ଅଭିନେତା ମୀହିର ଦାସ ଗୁରୁତ୍ୱର ଅବସ୍ଥା ରେ କଟକ ଅସ୍ୱନୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଜାହା ସୂଚନା ମିଳିଛି ମୀହିର ଦାସ ଙ୍କ ଦୁଇଟି ଜାପ କିଡ୍ନୀ ନଷ୍ଟ ହୋଇଜାଇଛି । ଜାହାଫଳ ରେ ତାଙ୍କୁ ଗତ 7 ତାରିଖ ଦିନ ଭୁବନେଶ୍ୱର ଅସ୍ୱନୀ ହସ୍ପିଟାଲ ରେ ବର୍ତ୍ତି କରାଜାଇଛି। ସେଠାରେ ତାଙ୍କର ଏବେ ଚିକିତ୍ସା କରାଜାଉଛି ।

ଡାକ୍ତର କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି । କିନ୍ତୁ ସେ ଏବେ ICU ରେ ରହିଛନ୍ତି । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା ମୀହିର ଦାସ ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *