ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କାଲି ଅନେକ ଲୋକ ମଦର ସେବନ କରୁଛନ୍ତି ଅନେକ ଲୋକ ଖୁସିରେ ପିଇ ଥାନ୍ତି ଏବଂ କେତେ ଲୋକ ପ୍ରତିଦିନ ପିଇ ପିଇ ଅଭ୍ୟାସରେ ପଡି ଗଲେଣି । ଯଦି ଆପଣ ମଦ ଛାଡିବା ପାଇଁ ଚାହୁଛନ୍ତି ତେବେ ଆଜିର ଏହି ହୁମ୍ ରମିଡି ଆପଣଙ୍କୁ ବହୁତ ସାହାଯ୍ୟ କରିବ ଆଜି ମୁଁ ଆପଣଙ୍କ ପାଇଁ ଏମିତି ଏକ ଚମତ୍କାରୀ ଘୋରଇ ଉପଚାର ନେଇ ଆସିଛି ଯାହାର ସେବନ କରି ଆପଣ ମଦ ପିଇବା ଅବ୍ୟାସ କୁ ଦୂର କରି ପାରିବେ ।
କେବେବି ଆପଣ ମଦର ସେବନ କରିବା କଥା ନୁହେଁ କାରଣ ଥରେ ଯଦି ଆପଣ ସେହି ଅଭ୍ୟାସରେ ପଡିଗଲେ ତେବେ ମୃତ୍ୟୁ ସୁନିଶ୍ଚିତ ଅଟେ ତେବେ ଆସନ୍ତୁ ଜାଣିବା ମଦ ଛାଡିବା ପାଇଁ ଆଜିର ଏହି ହୁମ୍ ରମିଡି କୁ କେମିତି ବନାଇବା ଏବଂ ଏହାର ସେବନ କେମିତି କରିବା ଆସନ୍ତୁ ଜାଣିବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ବନ୍ଦୁଗଣ ସେଥିପାଇଁ ଆପଣ ମାନଙ୍କୁ ଜାହା ପ୍ରଥମେ ଜରୁରୀ ତାହା ହେଲା ସୁଣ୍ଠୀ ପାୱଡର । ମଦର ଅଧିକ ସେବନ କରିଲେ ଶରୀର ରେ ସଲଫର ର ମାତ୍ରା କମ୍ ହୋଇଯାଏ ଜାହାକୁ ସୁଣ୍ଠୀ ପାୱଡର ପୂରଣ କରିବା ପାଇଁ ବହୁତ ଅଧିକ ସାହାଯ୍ୟ କରେ । ଦ୍ୱତୀୟ ରେ ଆପଣ ମାନଙ୍କୁ ଜୁଆଣୀ ର ଆବଶ୍ୟକତା ପଡିବ । ବନ୍ଧୁଗଣ ମଦ ଛାଡିବା ଦ୍ୱାରା ପେଟରେ ଗଣ୍ଠୀ ବାନ୍ଧି ହୋଇଯାଏ ବା ଆପଣ ମାନଙ୍କ ପେଟରେ ବହୁତ ଅଧିକ କଷ୍ଟ ହୋଇଥାଏ ।
ଏହିଥି ପାଇଁ ପ୍ରଥମେ ଏକ ପ୍ୟାନ ଗ୍ୟାସ ରେ ବସାନ୍ତୁ ଏବଂ ଏହିଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ଏହା ସେହିଥିରେ ଏକ ଚାମଚ ସୁଣ୍ଠୀ ପାୱଡର ମିଶାନ୍ତୁ ପରେ ଏଥିରେ ଏକ ଚାମଚ ଜୁଆଣି ପକାନ୍ତୁ । ଏବେ ସେହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯତେବେଳ ଯାଏ ଏହା ଫୁଟି ଅଧା ଗ୍ଲାସ ହୋଇନାହିଁ । ଏବେ ପାଣି କୁ ଥଣ୍ଡା ହେବା ପାଇଁ ଛାଡନ୍ତୁ, ଏବେ ଆମର ରମେଡି ପ୍ରସ୍ତୁତ ମଦ ଛାଡିବା ପାଇଁ ।
ଆପଣ ମାନେ ଏହକୁ ସକାଳୁ ଥରେ ବନାନ୍ତୁ ଏବଂ ଏହାକୁ ଥଣ୍ଡା କରି ସଂନ୍ଧ୍ୟାରେ ସେବନ କରନ୍ତୁ ସଂନ୍ଧ୍ୟା ରେ ପ୍ରସ୍ତୁତ କରିଥିବା ରମେଡି ର ସେବନ ସକାଳେ କରନ୍ତୁ । ଏହିପରି କିଛି ଦିନ ଏହାର ସେବନ କରନ୍ତୁ ଦେଖିବେ ଆପଣ ମଦ ଛାଡିଦେବେ ଏବଂ ମଦ ପିଇବା ଭଳି ଅବ୍ୟାସ ଆପଣଙ୍କର ଦୂର ହୋଇଯିବ ଏବଂ ଆପଣ ଏକ ସୁସ୍ଥ ଜୀବନ ଶୈଳୀ ମେଣ୍ଟେନ୍ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।