ପତଳାରୁ ମୋଟା କିପରି ହେବେ । ସହଜ ଉପାୟ

Thin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା କମ ଦିନରେ ଓଜନ ବଢାଇବାର ସହଜ ଏବଂ ଘୋରଇ ଉପାୟ ବିଷୟରେ । ଯେମିତି ଓଜନ କମେଇବା କଷ୍ଟ ହୋଇଥାଏ ଠିକ୍ ସେମିତି ଓଜନ ବଢାଇବା ମଧ୍ୟ କଷ୍ଟସାଧ୍ୟ ହୋଇଥାଏ କିନ୍ତୁ ବ୍ୟକ୍ତିଙ୍କ ଦୈନଦିନ ଜୀବନ ପ୍ରଣାଳି ଏବଂ ଖାଦ୍ୟ ପିୟର ପରିବର୍ତନ ହିଁ ଶିଘ୍ର ଓଜନ ବଢାଇବାରେ ସହାୟକ ହୋଇଥାଏ ।

ବେଳେ ବେଳେ ଓଜନ ବଢାଇବା ପାଇଁ ଲୋକମାନେ ଅଧିକ ଖାଦ୍ୟ ଖାଇବା ଆରମ୍ଭ କରିଥାନ୍ତି କିନ୍ତୁ ଓଜନ ବଢି ନଥାଏ । ଅଦିକାଶଂ ସମୟରେ ଏହା ଦେଖା ଯାଉଛି ଯେ ଲୋକମାନେ ଓଜନ ବଢାଇବା ପାଇଁ ଜଙ୍ଗ ଫୁଡ୍ ଖାଇବା ଆରମ୍ଭ କରି ଦିଅନ୍ତି ଯାହା ଶରୀର ରେ କେବଳ ଚର୍ବି ପ୍ରସ୍ତୁତ କରିଥାଏ ଏବଂ ଜଙ୍ଗ ଫୁଡ୍ ଖାଇବା ଯୋଗୁ ବିଭିନ୍ୟ ପ୍ରକାର ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ ।

ତେଣୁ ଓଜନ ବଢାଇବା ପାଇଁ ସବୁବେଳେ ସ୍ୱାସ୍ଥ କର ଭୋଜନ କରିବା ଦରକାର ହୋଇଥାଏ ଏମିତି କଲେ ଆମ ଶରୀରର ମାଶଂପେଶୀ ଭଲ ଭାବେ ବିକଶିତ ହୋଇଥାଏ । ତେବେ ଆଜି ମୁଁ ଆପଣଙ୍କୁ ଏମିତି କିଛି ଘୋରଇ ଉପାୟ ବତେଇବି ଯାହା ଦ୍ୱାରା ଆପଣ କମ ଦିନରେ ନିଜର ଓଜନ ବଢାଇ ପାରିବେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

milk and banana

ପ୍ରଥମେ ହେଉଛି କଦଳୀ ଓଜନ ବଢାଇବା ପାଇଁ ପ୍ରତିଦିନ ଦୁଇ ଗ୍ଲାସ କ୍ଷୀର ପିଇବା ଜରୁରି ହୋଇଥାଏ ଏହା ସହିତ ପ୍ରତିଦିନ ଦୁଇଟା କଦଳୀ ଖାଇବା ଦରକାର ହୋଇଥାଏ ଏହି କ୍ଷୀର ଆଉ କଦଳୀ ଅଲଗା ଅଲଗା ଖାଇଲେ ଏହା ସେତେଟା ପ୍ରଭାବ ଦେଖାଇ ନଥାଏ ତେଣୁ ଏହାର ଗୋଟିଏ ମିଶ୍ରଣ ପ୍ରସ୍ତୁତ କରିବା ଦରକାର ।

ଏହି ମସ୍ରଣ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ କ୍ଷୀର ନେଇ ସେଥିରେ ଦୁଇଟା କଦଳୀ ଅଧା ଚାମୁଚ ଗୁଜୁରାତି ପାଉଡର ଏବଂ ଏକ ଚାମୁଚ ଦେଶି ଘୀଅ ମିସାନ୍ତୁ ଏହାକୁ ଗ୍ରାଇଣ୍ଡିଂ କରି ଏକ ସେକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ସେକ୍ କୁ ବ୍ରେକଫାଷ୍ଟ ପୂର୍ବ ରୁ ସେବନ କରନ୍ତୁ । ଏହି ଡ୍ରିଙ୍ଗସ୍ ରୁ ଆମ ଶରୀର କୁ 450 ରୁ 500 କେଲେରି ଶକ୍ତି ମିଳିଥାଏ ଏବଂ ଏଥିରେ ଗୁଆଁ ଘୀଅ ପକାଇଲେ ଏହା ଅଧିକ ଲାଭ ଦେଇଥାଏ କାରଣ ଏହା ଓଜନ ବଢାଇବା ସହିତ ଶରୀର କୁ ଶକ୍ତି ପ୍ରଦାନ କରିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *