ଝିଅମାନେ କେତେ ସମୟ ( ଶାରୀରିକ ସମ୍ବନ୍ଧ ) – ରଖିବାକୁ ଇଚ୍ଛା କରନ୍ତି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ କହିବୁ କି ଝିଅମାନେ କେତେ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରିଥାନ୍ତି । ସାଧାରଣ ମହିଳା ମାନେ ଏହି କଥା କୁ ନେଇ ସବୁବେଳେ ଦୁଖୀଃ ହୋଇଯାନ୍ତି ଯେହେତୁ ତାଙ୍କ ପୁରୁଷ ସାଥି ତାଙ୍କ ସହିତ ଅଧିକ ସମୟ ଯାଏ ସମନ୍ଧ ବନେଇ ପାରନ୍ତି ନାହିଁ ।

ପୁରୁଷ ମାନେ ବି ଏହି ବିଷୟ ରେ ସବୁ ବେଳେ ଭାବନ୍ତି କି ସେମାନେ କଣ ପାଇଁ ତାଙ୍କ ମହିଳା ସାଥି ଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ରେ ସେମାନେ କଣ ପାଇଁ ଅଧିକ ସମୟ ଦେଇ ପାରନ୍ତି ନାହିଁ । ଏହିଥି ପାଇଁ ସେମାନେ ଅନୁତାପ ବି ପରେ କରିଥାନ୍ତି । ତେବେ ଆସନ୍ତୁ ଜାଣିନେବା କେତେ ସମୟ ଯାଏ ଶାରୀରିକ ସଂମ୍ପର୍କ ନିଜର ପାର୍ଟନର ଙ୍କ ସହିତ ଚାଲୁ ରଖିବା ଦରକାର ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

love

ତେବେ ବନ୍ଧୁଗଣ ଏହି ସମୟ ସୀମା କୁ ଜାଣିବା ପାଇଁ ଗୋଟିଏ ସର୍ଭେ ହୋଇ ଥିଲା ଏହି ସମୟ ରେ ଆମେରିକା , ରିଷିଆ ଏବଂ us ର 4 ହଜାର ମହିଳା ଏବଂ ପୁରୁଷ ମାନଙ୍କୁ ନେଇ ଏହି ସର୍ଭେ କରାଯାଇ ଥିଲା । ଏଠାରେ 18 ରୁ 35 ବର୍ଷ ବୟଷ ର ଲୋକ ମାନଙ୍କୁ ନେଇ ହୋଇ ଥିଲା ଏବଂ ଏଠାରେ ସଂମ୍ପର୍ଣ୍ଣ 4 ହଜାର ଲୋକ ମାନଙ୍କୁ ନେଇ ହୋଇ ଥିବା ଶର୍ଭେ ରେ ଦୁଇଟି ପ୍ରଶ୍ନ ପଚାରା ଯାଉ ଥିଲା ପ୍ରଥମ ହେଲା କେତେ ସମୟ ଯାଏ ସେମାନେ ଶାରୀରିକ ସଂମ୍ପର୍କ ବନେଇ ପାରିବେ >

ଏବଂ ଦ୍ୱତୀୟ ପ୍ରଶ୍ନ ଟି ରହି ଥିଲା କି ସେମାନେ ଏହି କାମ ରେ ସୁଖ ପାଇବା ପାଇଁ କେତେ ସମୟ ଦରକାର । ତେବେ ସର୍ଭେ ରେ ସାମିଲ ହୋଇ ଥିବା ମହିଳା ମାନଙ୍କ କହିବା କଥା କି ସେମାନଙ୍କୁ ପାଖା ପାଖି ଏହି ସମୟ 24 ରୁ 25 ମିନିଟ ଯାଏ ଚାଲିବା ଦରକାର, ଏତିକି ସମୟ ଯାଏ ପୁରୁଷ ମାନେ ସେହି କାମ କଲେ ସେମାନେ ଚରମ ତୃପ୍ତି ରେ ପହଁଚି ପାରିବେ ।

love

ସେହି ପରି ବେଳେ ଏହି ସର୍ଭେ ରେ ଏହି କଥା ବି ସାମ୍ନା କୁ ଆସିଛି କି ବୟସ ଏବଂ ଅଭିଜ୍ଞ୍ୟତା ମଧ୍ୟ ଶାରୀରିକ ସଂମ୍ପର୍କ ବଢେଇବାରେ ସାହାଯ୍ୟ କରି ଥାଏ । ସେହି ପରି ଭାବେ ଯଦି ଆମେ ଭାରତ ର କଥା କହିବା ତେବେ ଏଠାରେ ବିବାହିତ ମହିଳା ମାନଙ୍କୁ ଚରମ ତୃପ୍ତି ରେ ପହଁଚଚିବା ପାଇଁ 15 ରୁ 20 ମିନିଟ ଲାଗୁ ଥିବା ବେଳେ ଅନ୍ନଭିଙ୍ଗ୍ୟ ମହିଳା ମାନଙ୍କୁ କେବଳ 5 ରୁ 7 ମିନିଟ ହିଁ ଲାଗି ଥାଏ ବୋଲି ସର୍ଭେ ରୁ ଜଣା ପଡ଼ିଛି ।

ହେଲେ ଏହି ସମୟ ଯାଏ ଭାରତୀୟ ପୁରୁଷ ମାନେ ଯିବା ପାଇଁ ସକ୍ଷମ୍ୟ ହୋଇ ପାରନ୍ତି, ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କେତେ ସମୟ ଯାଏ ଶାରୀରିକ ସଂମ୍ପର୍କ ରଖିବା ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *