ବାତ୍ୟା ପରେ ପୁଣି ଓଡିଶାକୁ ବଡ ବିପଦ । ଭୀଷଣ ବର୍ଷା ହେବ ୬ ଜିଲ୍ଲାକୁ ଆଲର୍ଟ

new batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ରାଜ୍ୟ ରେ ଭିଷଣ ବର୍ଷା ନେଇ 6ଟି ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ ଏନେଇ ଏବେ ଏବେ କିଛି ନୂଆ ରିପଟ ଜାରି କରିଛି । ଏହା ଛଡା ଆସିଥିବା ବାତ୍ୟ ଜୱାଦ ପ୍ରଭାବରେ ଚାଷୀ ମାନଙ୍କୁ ଯେଉଁ ସବୁ କ୍ଷତି ଘଟିଛି ତାହାର ସହାୟତା ବହୁତ ଜଲ୍ଦି ମିଳିବାକୁ ଯାଉଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ନଜର ପକାଇବା କଣ ରହିଛି 6ଟି ଜିଲ୍ଲା ଯାହା ଆପଣ ମାନଙ୍କୁ ସତର୍କ ହେବାକୁ ପଡିବ ତେବେ ଆସନ୍ତୁ ଜାଣିନେ ସମ୍ପୂର୍ଣ୍ଣ ଅପଡେଟ୍ ବଷୟରେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ଦକ୍ଷୀଣ ପଶ୍ଚିମ ବଙ୍ଗପ ସାଗର ଏବଂ ଉତ୍ତର ଶ୍ରୀଲଙ୍କା ଉପକୂଳ ମଧ୍ୟ ଦେଇ ଉତ୍ତର ବଙ୍ଗପ ସାଗର ପର୍ଯ୍ୟନ୍ତ ଏକ ନିମ୍ନ ଚାପ ରେଖା ଲମ୍ବିଛି ଏହାର ପ୍ରଭାବରେ ଆସନ୍ତା 24 ଘମ୍ଟା ମଧ୍ୟରେ କୋରାପୁଟ, ମାଲକାନା ଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗ ପୁର ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡ ଘଡି ସହ ହାଲକା ରୁ ମଧ୍ୟମ ଧରଣ ର ବର୍ଷା ହୋଇପାରେ ।

rain

ତେବେ ଆଜି ବିଭିନ୍ୟା ଜିଲ୍ଲାର ରାତି ତାପମାତ୍ର ହ୍ରାସ ପାଇଛି ଦାରିଂବାଡି ରେ ସର୍ବନିମ୍ନ ତାପମାତ୍ର 11.5 ଡିଗ୍ରୀ ଥିବା ବେଳେ ତିତିଲାଗଡ଼ ରେ 14.8 ଡିଗ୍ରୀ ପୁଲବାଣୀ ରେ 15 ଡିଗ୍ରୀ ଏବଂ ବଲାଙ୍ଗୀରି ରେ 14.2 ଡିଗ୍ରୀ ରହିଛି । ତେବେ ଭୁବେଲଶ୍ୱର ପାଣିପାଗ କେନ୍ଦ୍ର ପୂର୍ବା ଅନୁମାନ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ୟ ସ୍ଥାନରେ ରାତି ତାପମାତ୍ରା 3 ରୁ 4 ଡିଗ୍ରୀ ତଳକୁ ଖସିବ ।

ଏହା ଛଡା ବିଶେଷଜ୍ଞ୍ୟ ଙ୍କର ନୂଆ ସୂଚନା ମୁତାବକ ରାଜ୍ୟକୁ ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେଇ ପାରେ । ତେବେ ଏ ନେଇ ଅଦିକ ସୂଚନା ଆସନ୍ତା ସପ୍ତାହରେ ମିଳିବ ବୋଲି ସୂଚନା ରହିଛି ତେବେ ବାତ୍ୟା ଯେତେ ନିକଟତର ହୋଇଛି ତେବେ ଚିତ୍ର ସ୍ପଷ୍ଟ ହେବ ସେତେ ଅପଡେଟ୍ ଆପଣ ମାନେ ଅଧିକ ପାଇ ପାରିବେ ।

cold

ଏହା ଛଡା ବିଶେଷଜ୍ଞ୍ୟ ମାନେ ଏହାବି ଜଣାଇଛନ୍ତି ଦିର୍ଘ ଚାରି ଦିନ ପରେ ରାଜ୍ୟକୁ ପୁଣି ଫେରିବ ଶୀତ ତେବେ ରାତିର ତାପମାତ୍ରା 3 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ଅଦିକ ରହୁଥିଲା ମାତ୍ର ଏହା ଧିରେ ଧିରେ ଖସିବା ଆରମ୍ଭ କରିବ ଆସନ୍ତା 3 ରୁ 4 ଦିନ ମଧ୍ୟରେ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *