ଏବେ ପୁଣି ଥରେ ପେଟ୍ରୋଲ-ଡିଜେଲ ଶସ୍ତା ହେବ ଆଗକୁ ସ୍ୱେରେଜ ପାଣିରେ ଚାଲିବ କାର । ନୀତିନ ଗଡକରୀ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ 100 ଟଙ୍କାରେ 100 କିଲୋମିଟର ଯିବାକୁ କୁହାଯାଏ । ଆପଣ ଭାବିବେ ନିହାତି ଏହା ପାଗଳାମୀ । ପେଟ୍ରୋଲ-ଡିଜେଲ ଏବେ ଆକାଶ ଛୁଆଁ ଦର ମଧ୍ୟରେ ଏହା ଏକ କାଳ୍ପନିକ କଥା ବୋଲି ଲାଗିବ । ହେଲେ ବନ୍ଧୁଗଣ ସେହି ଦିନ ପୁଣି ଥରେ ପାଖେଇ ଆସୁଛି ଯେଉଁ ଦିନ ଏହି କଥା ସତ ଭାବେ ପ୍ରମାଣିତ ହେବ । ଏହି ଦାବୀ ନିଜେ କରିଛନ୍ତି ସଡକ ପରିବହନ ମନ୍ତ୍ରୀ ।

ହେଲେ ଏହା କେମିତି ସମ୍ଭବ ଅଟେ ଆସନ୍ତୁ ଜାଣିନେବା । ସୂଚନା ମୁତାବକ ଏବେ ପେଟ୍ରୋଲ ଡିଜେଲ ରୁ ମିଳିବ ମୁକ୍ତି ଏବଂ ଏବେ ପାଣିରେ ଚାଲିବ ଗାଡି । କାରଣ ବହୁତ ଜଲ୍ଦି ଏକ ହାଡ୍ରୋଜେନ ଚଳିତ କାର ଆଣଇବେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଦେଶରେ ବହୁତ ଜଲ୍ଦି ବଜାର କୁ ଆସିବ ହ୍ରାଇଡ୍ରୋଜେନରେ ଚାଲୁଥିବା କାର । ଏହାକୁ ନେଇ ନିଜେ ଖୁଲାସା କରିଛନ୍ତି ନିଜେ ଗଡକରୀ ।

Nitin Gadkari

ସେହି କହିଛନ୍ତି ପ୍ରଶଂସା କରିବାକୁ ଜାଇ ଗଡକରୀ ବର୍ତମାନ ଗ୍ରୀନ ହାଇଡ୍ରୋଜେନର ର ସମୟ ଅଟେ । ବହୁତ ଜଲ୍ଦି ଏମିତି ସମୟ ଆସିବ ଯେଉଁ ସମୟ ରେ ତାଙ୍କ ପାଖରେ ଏକ ସ୍ୱତନ୍ତ୍ର କାର ରହିଥିବ । ଏହି କଥା କୁ ଲୋକ ମାନେ ବିଶ୍ୱାସ ନକଲେ ବି ଏହା ସତ ରେ ପରିଣତ ହେବାକୁ ଯାଉଛି । ତେବେ ଯେବେ ସେ ଏହି କାର କୁ ନେଇ ଦିଲ୍ଲୀ ରାସ୍ତା ରେ ବୁଲିବେ ସେତେବେଳେ ଲୋକ ମାନଙ୍କୁ ବିଶ୍ୱାସ ହୋଇଯିବ । ଯେ ସତରେ ପାଣିରେ ଚାଲି ପାରିବ କାର ।

ଏହି କାର ସଂମ୍ପର୍ଣ୍ଣ ପ୍ରଦ୍ୟୁଷଣ ମୁକ୍ତ ଅଟେ । ଗଡକରୀଙ୍କ କହିବା ମୁତାବକ, ଭାରତରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର କରିବାକୁ ପାଇଲଟ୍ ପ୍ରୋଜେକ୍ଟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ରିପୋର୍ଟ ମୁତାବକ ଗଡକରୀ କହିଛନ୍ତି କି ମହାନଗରୀ ରୁ ବାହାରୁଛି ଦୈନିକ ସ୍ୱେଜେର ପାଣି । ହେଲେ ଏବେ ଏହି ସ୍ୱେରେଜ ପାଣିରେ ରାସ୍ତା ରେ ଗାଡି ଚାଲିବ । ଏହା ପକ୍ରିୟା କରଣ କରାଜାଇ ହାଡ୍ରୋଜେନ କୁ ଅଲଗା କରାଯିବ । ଏହା ହାଇଡ୍ରୋଜେନ କୁ ଗାଡିର ଇନ୍ଧନ ଭାବେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *