କେବଳ ୩ ଦିନ, ଯାଦୁ,କାଛୁ,କୁଣ୍ଡିଆ ମୂଳରୁ ଶେଷ ହୋଇଯିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାଦୁ,କାଛୁ,କୁଣ୍ଡିଆ ଭଳି ସମସ୍ୟ ଆଜି କାଲି ଅନେକ ମଧ୍ୟରେ ଦେଖିବାକୁ ମିଳୁଛି । କୁଣ୍ଡିଆଣ ଭଳି ସମସ୍ୟ ଯଦି ଆମକୁ ହୋଇଯାଏ ତେବେ ଆମକୁ ବହୁତ କଷ୍ଟ ଅନୁଭବ ହୋଇଥାଏ । ଆମକୁ ସର୍ବଦା କୁଣ୍ଡେଇ ହେବାକଗୁ ଲାଗିଥାଏ ଏବଂ ଆମେ ଅଧିକା ଅଂସ ସମୟରେ ଲୋକ ମାନଙ୍କ ଆଗରେ ମଧ୍ୟ କୁଣ୍ଡେଇ ହେବାକୁ ଲାଗିଥାଉ । ଯାହା ଦ୍ୱାରା ଆମ ସ୍ନମାନରେ ହାନି ପହଞ୍ଚି ଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରଇ ଉପଚାର ବିସୟରେ କହିବୁ ଯାହାର ପ୍ରୟଗ ଦ୍ୱାରା ଯାଦୁ କାଛୁ କୁଣ୍ଡିଆଣକୁ ସବୁଦୀନ ପାଇଁ ଦୁର କରିପାରିବେ ।

Kundia

ବନ୍ଧୁଗଣ ଏହିଁ ଉପଚାରକୁ ବନିବା ପାଇଁ ପ୍ରଥମ ସାମଗ୍ରୀ ଆପଣଙ୍କୁ ଆବସ୍ୟକ ନଡିଆ ତେଲ । ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଚାମୁଚ୍ ନଡିଆ ତେଲ ନିଅନ୍ତୁ । ନଡିଆ ତେଲରେ ଏମିତି ପସକ ତଥ୍ୟ ଥାଏ ଯାହା ଆପମଙ୍କ କୁଣ୍ଡିଆମ ଭଳି ସମସ୍ୟାକୁ ଦୁର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଏଥିପାଇଁ ଆମକୁ ଦିତୀୟ ସାମଗ୍ରୀ ହେଉଛି ଗିଲସରିନି । ଗିଲସରିନି ଆପମଙ୍କୁ କୋଣସି ମେଡିସିନ୍ ଷ୍ଟ୍ରରୁ ଅତି ସହଜରେ ମିଳିଯିବ । ଗିଲସରିନିର ପ୍ରୟଗ ଆପଣ ଏହିଁ ଉପଚାରକୁ ବନିବା ପାଇଁ ନିହାତି କରନ୍ତୁ । ଆପଣ ଏଥିରେ ଏକ ଚାମଚୁ ଗିଲସରିନି ବ୍ୟବହାର କରନ୍ତୁ । ଗିଲସରିନି ଆପଣଙ୍କ ଯାଦୁ,କାଛୁ,କୁଣ୍ଡିଆଣ ଭଳି ସମସ୍ୟାକୁ ଦୁର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଏବଂ ଏହା ଆପଣଙ୍କ ଶ୍କ୍ରିନ୍ କୁ ମୁଲିଆନ କରିଥାଏ ।

ଏବେ ଆପଣ ତେଲ ଓ ଗିଲସରିନିକୁ ଭଲ ଭାବରେ ମିସାଇ ଦିଅ । ଏଥି ପାଇଁ ଆପଣଙ୍କୁ ତୃତୀୟ ଏବଂ ଶେଷ ସାମଗ୍ରୀ ଆବସ୍ୟକ କୋପୁର । କୋପୁର ଆପମଙ୍କ ଠାକୁର ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଠାକୁର ଘରେ ବ୍ୟବହାର କରା ଯାଉଥିବା କୋପୁର ପ୍ରୟଗ ଆପଣ କରି ପାରିବେ । ଏଥି ପାଇଁ ଆପଣ ଏମିତି ଦୁଇଟି ଛଟ ଦାନ କୋପୁରର ପ୍ରୟଗ କରନ୍ତୁ ।

ପ୍ରଥମେ ଆପଣ ଏହାକୁ ଭଲସେ ଗୁଣ୍ଡ କରି ଦିଅନ୍ତୁ ଏବଂ କୋପୁରକୁ ଭଲଭାବରେ ଏଥିରେ ମିସାଇ ଦିଅନ୍ତୁ । ଏହିଁ ସମସ୍ତ ସାମଗ୍ରୀ ଯାହା ଆପଣ ଏହିଁ ଉପଚାରକୁ ବନେଇବା ପାଇଁ ପ୍ରୟଗ କରିଲେ ସେଥିରେ ଆଣ୍ଟି ବ୍ୟକେଟେରିଆ ଆଣ୍ଟି ଫଙ୍ଗାଲ ଏବଂ ଆଣ୍ଟି ମାଇକର ବେଲ ମିଳିଥାଏ ଯାହା ଆପଣଙ୍କର ଯାଦୁ କାଛୁ କୁଣ୍ଡିଆ ପାଇଁ ସମସ୍ୟକୁ ଦୁର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ।

Coconut oil and Kapur

ଏବେ ଜାଣିବା ଆପଣ ଏହାର ପ୍ରୟଗ କେମିତି କିବେ । ବନ୍ଧୁଗଣ ଯେଉଁ ଜାଗାରେ ଯାଦୁ କାଛୁ କୁଣ୍ଡିଆ ଭଳି ସମସ୍ୟା ହୋଇଅଛି ସେହି ଜାଗାକୁ ଆପଣ ପ୍ରଥମେ ଡେଟଲ ଦ୍ୱାରା ଭଲ ଭାବରେ ଧଇଦିଅନ୍ତୁ ଧଇସାରିଲା ପରେ ଆପଣ ଏହି ମିଶ୍ରଣକୁ ନେଇ ସେହି ଜାଗାରେ ଲଗାନ୍ତୁ । ଏହାକୁ ଲଗାଇବା ଦ୍ୱାରା ଆପଣଙ୍କୁ ବହୁତ ଅଧିକ ଆରାମ ମିଳିବ ସାଙ୍ଗେ ସାଙ୍ଗ ଆପଣଙ୍କୁ ଥଣ୍ଡା ଅନୁଭବ ମିଳିବ । ଏବଂ ଏହାର ପ୍ରୟଗ ଆପଣ ଏହାକୁ କିଛି ଦିନ କରିବା ପରେ ଆପଣଙ୍କର ଯାଦୁ କାଛୁ କୁଣ୍ଡିଆଣ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *