ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଓଲିଉଡର ସୁପର ଷ୍ଟାର ମାନଙ୍କୁ ବଡ ପରଦା ରେ ଦେଖି ଥିବେ । ହେଲେ ସେମାନଙ୍କ ସ୍ତ୍ରୀ ମାନେ କଣ କାମ କରନ୍ତି ଆପଣ ମାନେ ସେହି ବିଷୟ ରେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଆମେ ଆପଣ ମାନଙ୍କୁ ସେହି ମାନେ କଣ କଣ କାମ କରନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ ଆଜଜି ସଂମ୍ପର୍ଣ୍ଣ ଭାବେ କହିବୁ ।
ପ୍ରଥମ ନମ୍ବର ରେ ଆସୁଛନ୍ତି ଦିପକ୍ । ଆପଣ ମାନେ ତାଙ୍କୁ ବହୁତ ସାରା ଫିଲ୍ମ ରେ ଦେଖି ଥିବେ ହେଲେ ତାଙ୍କ ସ୍ତ୍ରୀ କୁ କେବେ ବି ନୁହେଁଁ । ଆପଣ ମାନଙ୍କୁ ସୂଚନା ଦେବୁ କି । ଦିପକ୍ ଙ୍କ ସ୍ତ୍ରୀ ହେଲେ ଜଣେ ଫେସନ ଡିଜାଇନର ଏବଂ ସେ ଏବେ ସେହି ଥିରେ ହିଁ ଚାକିରୀ କରିଛନ୍ତି ।
ସେହି ପରି ଭାବେ ଆମେ ଯଦି ଦୁଇ ରେ କହିବା ସମ୍ବୀତ୍ । ତାଙ୍କର ପତ୍ନୀ ଙ୍କ ନାମ ହେଲା ଶୈଳନା ଗତ ଦିନ ରେ ସେ ବିବାହ କରି ଥିବା ବେଳେ ତାଙ୍କ ସ୍ତ୍ରୀ ହେଲେ ଜଣେ ହାଉସୱାଇଫ୍ ।
ଏବଂ ଓଲିଉଡ ର ସୁପର ଷ୍ଟାର ବାବୁସାନ ଙ୍କୁ ଜାଣି ଥିବେ ତାଙ୍କର ସ୍ତ୍ରୀ ହେଲେ ବି ଜଣେ ହାଉସୱାଇଫ୍ । ଏହା ପରେ ରହିଛନ୍ତି । ଅମ୍ଲାନ୍ । ତେବେ ବନ୍ଧୁଗଣ ଅମ୍ଲାନ୍ ବି ଏହି ଦିନ ରେ ବିବାହ କରି ଥିବା ବେଳେ ତାଙ୍କ ପତ୍ନୀ ଏବଂ ସେ ହେଲେ ଜଣେ ହାଉସୱାଇଫ୍ ।
ଏବଂ ଏହା ପରେ ରହିଛନ୍ତି ଅନୁଭବ ମହାନ୍ତି ଆପଣ ମାନେ ଏହି ଅଭିନେତା ଙ୍କୁ ଜାଣି ଥିବେ ତାଙ୍କର ପତ୍ନୀ ବର୍ଷା ପ୍ରିୟ ଦର୍ଶନୀ ଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ସେ ହେଲେ ଜଣେ ଅଭିନେତ୍ରୀ । ଏହା ପରେ ରହିଛନ୍ତି ଆକାଶ ଦାସ୍ । ତାଙ୍କର ସ୍ତ୍ରୀ ହେଲେ ଜଣେ ସୋସିଆଲ ୱାର୍କର । ସେ ବହୁତ ଅର୍ଗାନାଇଜେସନ୍ ଚଲାନ୍ତି । ଜାହାକି ଲୋକ ମାନଙ୍କୁ ସହାୟତା କରନ୍ତି ।
ଏବଂ ଏହା ପରେ ସିଦ୍ଧାନ୍ତ ମହାପାତ୍ର ରହିଛନ୍ତି ତାଙ୍କ ର ପତ୍ନୀ ହେଲେ ମାମା ମିଶ୍ର ସେ ଦିନେ ଅଭିନେତ୍ରରୀ ଥିବା ବେଳେ ଏବେ ସେ ଜଣେ ହାଉସୱାଇଫ୍ । ଏବଂ ସେଷ ରେ ରହିଛନ୍ତି ଅରବିନ୍ଦମ୍ ଗତ ଦିନ ମାନଙ୍କ ରେ ଅରବିନ୍ଦମ୍ ଗୋଟିଏ ରାଜନେତା ଙ୍କ ଝିଅ ଙ୍କୁ ବିବାହ କରିଛନ୍ତି । ଏବଂ ତାଙ୍କର ସ୍ତ୍ରୀ ମଧ୍ୟ ହେଲେ ଜଣେ ହାଉସୱାଇପ୍ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।