ଏହି ରାଶିରେ ପଡ଼ିଲା ଶନି ମହାଦଶା , ଟିକିଏ ଜଗି ଛକି ରହିବେ …।

shani dev

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆମେ ମାନେ ଦେଖିଛେ କି ଗ୍ରହ ମାନଙ୍କ ଚଳନ କାରଣ ରୁ ହିଁ ଆମେ ମାନେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ଅଦଳ ବଦଳ ଦେଖିବା ପାଇଁ ମିଳି ଥାଏ । କେବଳ ଏହି କାରଣ ରୁ ହିଁ ଆମ ମାନଙ୍କ ଜିବନ ରେ ଦୁଖଃ ଏବଂ ସୁଖ ର ଆଗମନ ହୋଇ ଥାଏ । ସେହି ପରି ବେଳେ ଶନିଙ୍କୁ ସବୁ ବେଳେ ନ୍ୟାୟ ଧୀସ ଉପାଧୀ ଦିଆ ଜାଇଛି । ଯିଏ କି ଅନୁଚିତ କାର୍ଯ୍ୟ କରୁ ଥିବା ଲୋକ ମାନଙ୍କୁ ଦଣ୍ଡ ଦେବା ସହିତ ସେମାନଙ୍କୁ ଫଳ ପ୍ରଦାନ କରନ୍ତି ।

ସେମିତି ରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା କି ଏହି ଦିନରେ ଶନି ଦେବ ନିଜର ରାଶି ପରିବର୍ତନ କରିବା ପାଇଁ ଯାଉଛନ୍ତି । ସେମିତି କ୍ଷେତ୍ରରେ ଜାହାର ପ୍ରଭାବ କେବଳ ଗୋଟିଏ ରାଶି ଉପରେ ରହିବା ପାଇଁ ଯାଉଛି । ହିନ୍ଧୁ ଧର୍ମ ଅନୁସାରେ ଆମ ଜିବନରେ ଯେଉଁ ସବୁ ଖରାପ ଏବଂ ଭଲ ଫଳ ରହିଥାଏ ।

ତେବେ ତାହା ସବୁ ଶନି ଦେବଙ୍କ ଦଶା କାରଣ ରୁ ହିଁ ହୋଇ ଥାଏ । ସେମିତି ରେ କହିବା ପାଇଁ ଚାହିଁବୁ କି ଏହି ମାସରେ ଶିନି ଦେବ ଧନୁ ରାଶି କୁ ଛାଡି ମକର ରାଶି ରେ ଜାଇ ବସିଛନ୍ତି । ତେବେ ଏହି ପରି କ୍ଷେତ୍ର ରେ କିଛି ରାଶି ମାନଙ୍କ ଉପରୁ ଶନି ଦଶା ଉଠି ଜାଉ ଥିବା ବେଳେ କିଛି ରାଶି ର ଉପରେ ଏହି ଦଶା ର ଆରମ୍ଭ ହେବ ।

shani

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ରାଶି ବିଷୟ ରେ କହୁଛୁ ସେହି ରାଶି ଟି ହେଲା ମକର ରାଶି ଏହି ଦିନ ରେ ଏହି ରାଶି ଉପରେ ମହା ବିପତି ପଡି ପାରେ । ତେବେ ସେହି ପରି ବେଳେ ଏହି ଦିନ ରେ ଶନି ଙ୍କ ଦୃଷ୍ଟି ସବୁ ବେଳେ ଏହି ରାଶି ର ଉପରେ ହିଁ ରହିବା ପାଇଁ ଯାଉ ଥିବା ବେଳେ । ଏମାନଙ୍କ ସବୁ କ୍ଷେତ୍ର ରେ ସାବଧାନ ରହିବା ପାଇଁ ପଡ଼ିବ । ଏବଂ ଏମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢିବା ସହିତ ଏମାନଙ୍କୁ କେହି ଜଣେ ବହୁତ ହଇରାଣ କରିବେ ।

ଏହି ସମୟ ରେ ଚାକିରୀ କ୍ଷେତ୍ର ରେ ସମସ୍ୟା ଗୁଡିକ ର ସାମ୍ନା କରିବା ପାଇଁ ପଡ଼ିବ । ଏହି ସମୟ ରେ ଆପଣ ମାନଙ୍କ ଉପରେ ଶନି ମହାଦଶା ର ବିପରିତ ପ୍ରଭାବ ପଡ଼ିବା ପାଇଁ ଯାଉଛି । ଏହି ଦିନ ରେ ଆପଣ ମାନେ ନିଶ୍ଚିତ ଭାବେ ସଚେତନ ହେଲେ ଆପଣ ମାନେ ଏହି ମହା ବିପତି ରୁ ଦୂରେଇ ପାରିବେ । ତେବେ ଆପଣ ମାନେ ଶନିଦେବ ଙ୍କ ତେଲ ର ଦାନ କରନ୍ତୁ ଭଲ ହେବ । ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।

Leave a Reply

Your email address will not be published. Required fields are marked *