ନିଜର ଜନ୍ମ ତାରିଖରୁ ଜାଣନ୍ତୁ Love marriage ହବେ ନା Arrange Marriage |

Love marriage

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଗ୍ରହ ଏବଂ ଅଙ୍କ କୁ ନେଇ କହିବୁ କି ଆପଣଙ୍କ ବିବାହ କେମିତି ହେବ । ବିନା ଜ୍ୟୋତିଷ ସାହାଯ୍ୟ ରେ ଆପଣ ଏହା ଜାଣି ପାରିବେ କି ଆପଣଙ୍କର ମ୍ୟରେଜ୍ ଲଭ୍ ହେବ ନା ଆରେଞ୍ କିନ୍ତୁ ଆପଣଙ୍କୁ ପ୍ରଥମେ ମୂଲ୍ୟାଅଙ୍କ ବିଷୟରେ ଜାଣିବାକୁ ପଡିବ ମୂଲ୍ୟାଅଙ୍କ ଅର୍ଥ ହୋଇଥାଏ ଆପଣଙ୍କର ଜନ୍ମ ତାରିଖର କୂଳ ଅଙ୍କ ଆପଣ ନିଜର ଜନ୍ମ ତାରିଖର ପ୍ରତେକ ଅଙ୍କ କୁ ଯୋଡି ନିଜର ମୂଲ୍ୟାଅଙ୍କ ବାହାର କରି ପାରିବେ ଧ୍ୟାନ ରଖିବେ ମୂଲ୍ୟାଅଙ୍କ 1 ରୁ 9 ପର୍ଯ୍ୟନ୍ତ ଥାଏ ।

ପ୍ରଥମେ ଆପଣ ନିଜର ଜନ୍ମ ତାରିଖ ର ପ୍ରତ୍ୟେକ ଅଙ୍କ କୁ ଯୋଡି ମୂଲ୍ୟାଅଙ୍କ ବାହାର କରି ପାରିବେ । ଉଦାହରଣ ହେଲା ଯଦି ଆପଣ ମାନଙ୍କ ଜନ୍ମ 25 ତାରିଖ ରେ ହୋଇଛି ତେବେ ଏହା ଦୁଇଟି ସଂଖ୍ୟା କୁ ଯୋଗ କରନ୍ତୁ ମାନେ 2+5 = 7 ହେଲା ଆପଣଙ୍କ ମୂଲ୍ୟାଅଙ୍କ । ତେବେ ଏହି ଭିତ୍ତି ରେ ଜାଣିବା ଆପଣ ଙ୍କ ବାହାର ଘର ଲଭ ହେବ ନା ଆରେଞ୍ ।

married

ମୂଲ୍ୟାଅଙ୍କ 1 ହେଲା ସୂର୍ଯ୍ୟ ଦେବ ଙ୍କ ର ହିଁ ପ୍ରତିକ । ଏମାନେ ଲାଜୁଆ ସ୍ୱଭାବ ର ହୋଇ ଥିବାରୁ ଏମାନଙ୍କ ଲଭ ମ୍ୟରେଞ ହେବା କଷ୍ଟ କର ହୋଇ ଥାଏ । 2 ମୂଲ୍ୟାଅଙ୍କ ଥିଲେ ଚନ୍ଦ୍ର ଙ୍କର ପ୍ରତିକ ହୋଇ ଥାଏ । ଏମାନେ ବହୁତ ବୁଝି କରି ହିଁ ଲଭ ଉପରେ ବିଶ୍ୱାସ କରନ୍ତି । ଏମାନେ ଜାହାକୁ ଭଲ ପାଆନ୍ତୁ ସେମାନଙ୍କୁ ବାହା ହେବାକୁ ସବୁ ପ୍ରୟାସ କରନ୍ତି ।

ମୂଲ୍ୟାଅଙ୍କ 3 ବାଲା ଲୋକ ମାନେ ସବୁ ବେଳେ ଲଭ୍ ମ୍ୟରେଞ କରି ଥାନ୍ତି । ସେହି ମୂଲ୍ୟାଙ୍କ 4 ର ଲୋକ ମାନେ ବି ସବୁ ବେଳେ ପ୍ରେମ ସମନ୍ଧ ବନେଇ ଥାନ୍ତି । ଏହା ପରେ ରହିଛି ମୂଲ୍ୟାଅଙ୍କ 5 ଏହା ବୁଦ୍ଧ ଙ୍କ ପ୍ରତିକ ଅଟେ । ଏମାନେ ସବୁ ବେଳେ ପାରମ୍ପରୀକ ବିବାହ କରି ଥାନ୍ତି । 6 ନମ୍ବର ମୂଲ୍ୟାଅଙ୍କ ର ଲୋକ ମାନଙ୍କ ମାନେ ସବୁ ବେଳେ ଲଭ ମ୍ୟରେଞ ଉପରେ ବିଶ୍ୱାସ, ରଖନ୍ତି ହେଲେ କିଛି କ୍ଷେତ୍ର ରେ ଆରେଞ୍ ହୋଇ ଥାଏ ।

marrid

7 ନମ୍ବର ର ମୂଲ୍ୟାଅଙ୍କ ରହି ଥିବା ଲୋକ ମାନେ ଏହି ଲୋକ ମାନେ ଅଧିକ ସଂଙ୍କୋଚିତ ସ୍ୱଭାବ ର ହୋଇ ଥାନ୍ତି ସେହିଥି ପାଇଁ ଲଭ ମ୍ୟରେଞ ରେ ମନ ଥିଲେ ବି ଏମାନେ ଆରେଞ୍ କରି ଥାନ୍ତି । 8 ନମ୍ବର ମୂଲ୍ୟାଅଙ୍କ ଏମାନେ କମ୍ ବୟସ ରୁ ହିଁ ପ୍ରେମ ରେ ପଡି ଥାନ୍ତି ହେଲେ ଏମାନେ ଚେଷ୍ଟା କରିଲେ ହିଁ ଲଭ ସକସ୍ସେସ୍ ହୋଇ ଥାଏ । 9 ନମ୍ବର ମୂଲ୍ୟାଅଙ୍କ ର ଲୋକ ମାନେ ସବୁ ବେଳେ ଲଭ ମ୍ୟରେଞ କରିବା ପାଇଁ ଡରି ଥାନ୍ତି ଏମାନେ ଆରେଞ ହିଁ କରି ଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *