ପୁଣି ନୂଆ ଲଘୁଚାପ ୮ ଜିଲ୍ଲାକୁ ଆଲର୍ଟ । ଏହି ଜିଲ୍ଲାକୁ ସବୁଠୁ ବଡ ବିପଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମାଡି ଆସୁଛି ଆଉ ଏକ ଲଘୁଚାପ ଆଉ ଏହାର ପ୍ରଭାବରେ ଆସନ୍ତା 11 ତାରିଖ ରୁ ପ୍ରବଳ ଶୀତ ପଡିବ । ଏହା ସହିତ ପାଣିପାଗ ବିଶେଷଜ୍ଞ୍ୟ ଏହାବି ସୂଚନା ଦେଉଛନ୍ତି । ଏହି ଦୁଇ ଦିନ ମଧ୍ୟରେ ପୁଣି ହେବ ବର୍ଷା । ତେବେ କଣ ରହିଛି ଖବର ଏବଂ କେଉଁ ଜିଲ୍ଲା ମାନଙ୍କୁ ରହିବ ଏହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ଜାଣିନେବା । ରାଜ୍ୟ ର ଉପକୂଳ ଦେଇ ବାତ୍ୟା ଜୱାଦ ଗତି କରିସାରିଛି । ହେଲେ ବାୟୁମଣ୍ଡଳ ରେ ଲମ୍ବିଥିବା ନିମ୍ନ ଚାପ ରେଖା ପାଇଁ ଉତ୍ତର ଉପକୂଳ ଅଞ୍ଚଳ ରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ଜରି ରହିଛି ।

rain

ଗତ 24 ଘଣ୍ଟା କେ କୋରାପୁଟ , ମାଲକାନାଗିରି , ରାୟଗଡା ଭଳି ଜିଲ୍ଲା ରେ ହାଲ୍କା ବର୍ଷା ହୋଇଥିବା ବେଳେ ଆଜି ପାଇଁ ବି 10 ଜିଲ୍ଲା କୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ଗତ 24 ଘଣ୍ଟାରେ ରାଜ୍ୟ ର ଏକାଧିକ ଜଲ୍ଲା ରେ ପାରଦ 1 ରୁ 2 ଡୀଗ୍ରି ଖସିଛି ହେଲେ ଆସନ୍ତା 10 ତାରିଖ ପର ଠାରୁ ରାତି ପାରଦ 5 ରୁ 10 ଡୀଗ୍ରି ପର୍ଯ୍ୟନ୍ତ ଖସିବା ନେଇ ଆକଳନ କରାଜାଉଥିବା ପାଣିପାଗ ବିଭାଗ କହିଛି ।

ଶ୍ରୀ ବିଶ୍ୱାସ କହିଛନ୍ତିକି ଆଜି ପାଇଁ ବି ଦକ୍ଷିଣ ଓଡିଶା ରେ ଆଜି ପାଇଁ ବି କୋରାପୁଟ , ମାଲକାନାଗିରି , ରାୟଗଡା ଭଳି ଜିଲ୍ଲା ରେ ହାଲ୍କା ବର୍ଷା ହୋଇଥିବା ବେଳେ ରାୟଗଡା , ଗଞାମ୍ , ଗଜପତି , ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ରେ ବିଜ୍ଞ୍ୟପ୍ତ ବର୍ଷା ଆଶଂକା ରହିଛି । ଏହା ସହିତ କେନ୍ଦ୍ରାପଡା , ଜଗତସିହଂପୁର ପୁରୀ କୁ । ହାଲ୍କା ବର୍ଷା ନେଇ ପୂର୍ବାନୁମାନ କରାଜାଇଛି ।

Heavy rain

ତେବେ ରାଜ୍ୟ ରେ ଏବେ ଅଧିକାଶଂ ଜିଲ୍ଲା ରେ ଏବେ ରାତି ପାରଦ ସ୍ୱଭାବିକ ରହିଥିବା ବେଳେ ଏହା ସହିତ ବିଶେଷଜ୍ଞ୍ୟ ମାନେ ଏହା ବି କହିଛନ୍ତି କି । ଏବେ ରାଜ୍ୟ କୁ ପୁଣଇ ଫେରିବ ଶୀତ ଏବଂ ବାତ୍ୟା ଜୱାଦ ପ୍ରଭାବ ରେ ମେଘୁଆ ପାଗ ଏବଂ ବର୍ଷା ଯୋଗୁଁ ରାଜ୍ୟ ରେ ଶୀତ ର ପ୍ରୋକପ ହ୍ରାସ ପାଇଥିଲା ତେବେ ରାତ୍ରୀ ର ତାପମାତ୍ରା ସ୍ୱଭାବିକ ଠାରୁ 3 ରୁ 4 ଡୀଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଥିଲା । ମାତ୍ରା ଏହା ଧିରେ ଧିରେ ଖସିବା ଆରମ୍ଭ କରିବ । ଆସନ୍ତା 3 ରୁ 4 ଦିନ ମଧ୍ୟ ରେ ପୁଣି ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *