IAS Question ; ଏମିତି କେଉଁ କାମ ଯାହାକୁ ସଭିଏଁ ଅନ୍ଧାର ରେ କରନ୍ତି? ୯୯% ପରୀକ୍ଷାର୍ଥୀ ଫେଲ ହୋଇଗଲେ

ନମସ୍କାର,ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି।କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।

ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ।ଏହାର ଫଳପ୍ରଦ ନିଶ୍ଚୟ ଆପଣ ଙ୍କୁ ମିଳିବ।ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ଏହା ତା ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ।ଏହି କଥା ମଧ୍ୟ ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରି ଆସିଛୁ।ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ ।

question

ତେବେ ଚାଲନ୍ତୁ ଦେଖିବା ପ୍ରଥମ ପ୍ରଶ୍ନ

(୧)ଏମିତି କେଉଁ ଜିନିଷ ଅଛି ଯାହାକୁ ସମସ୍ତେ ଅନ୍ଧାରେ ହିଁ କରିଥାନ୍ତି। ?
ଏହାର ଉତ୍ତରହେଉଛି : ଆଲୋକ ଜଳେଇବା (ଏହାଦ୍ଵାରା ଆମେ ଅନ୍ଧାର କୁ ଦୂର କରିପରିଥାଉ )

ଏବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ ।
(୨)ଭାରତରେ ପ୍ରଥମେ କେବେ I A S ପରୀକ୍ଷା ହୋଇଥିଲା ?
ଏହାର ଉତ୍ତର ହେଉଛି: 1950 ମସିହାରେ

ଏବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ ।
(୩) କେଉଁ ଜିନିଷ କୁ ପିଇଲେ ସକାଳୁ ସକାଳୁ ସତେଜ ଲାଗେ ?
ଏହାର ଉତ୍ତର ହେଉଛି: ଚା ‘ ଓ କଫି ପିଏଥିଲେ ଆମ କୁ ସତେଜ ଲାଗିଥାଏ ।

question

ଏବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ ।
(୪) ସବୁଠୁ ଅଧିକ ଦୟାଳୁ କେଉଁ ପଶୁ ଅଟେ ?
ଏହାର ଉତ୍ତର ହେଉଛି: ହାତୀ

ଏବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ
(୫)ମନୁଷ୍ୟ ମସ୍ତିକର ଓଜନ କେତେ ଅଟେ ?
ଏହାର ଉତ୍ତର ହେଉଛି: 1350 ଗ୍ରାମ

ଏହି ତ ଥିଲା ୫ ଟି ପ୍ରଶ୍ନ ଓ ତାର ଉତ୍ତର।ଆଶା କରୁଛୁ ଆପଣମାନଙ୍କ ପାଇଁ ପାଇଁ ଏହା ବହୁତ ଲାଭ ଦାୟକ ହେବ ଓ ଭବିଷ୍ୟତରେ ନିଶ୍ଚୟ ଏହା ଆପଣଙ୍କୁ ସାହାଯ୍ୟ କରିବ।କିଛିଟା ଜ୍ଞାନର ସୀମା ଆପଣଙ୍କର ବଢିଲା ଏହା ମାଧ୍ୟମରେ।ଏବେ ଆପଣମାନଙ୍କ ପାଇଁ ଏକ ପ୍ରଶ୍ନ- )ଜଣେ ପିଲା 2020 ରେ ଜନ୍ମ ହେଲା ମାତ୍ର 2018 ରେ ମରିଗଲା ।ଏହା କିପରି ସମ୍ଭବ ହେଲା ?

ଏହାର ଉତ୍ତର ଆପଣମାନେ ନିଜେ ଖୋଜିବାକୁ ଚେଷ୍ଟା କରନ୍ତୁ ଓ ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ।ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *