ଆସିବ କି ତୃତୀୟ ଲହର! ପୁଣି ହେବ କି ଲକ୍ଡାଉନ୍?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା କାଳରେ ଯେତିକି ସାରା ଦେଶରୁ କୋରନା ସଂଙ୍କ୍ରମଣ ଚିହ୍ନଟ ହେଉଥିଲେ । ଏହାର 50 ପ୍ରତିଶତ କେବଳ ମହାରାଷ୍ଟ୍ର ରୁ ଚିହ୍ନଟ ହେଉଥିଲେ । ଏହା ସହିତ କୋରନା ସଂଙ୍କ୍ରମଣ ରେ ମୃତ୍ୟୁ ହାର ସାରା ଦେଶ ତୁଳନା ରେ ବି ମହାରାଷ୍ଟ୍ର ରେ ସର୍ବାଧିକ ରହୁଥିଲା । ଏବେ ସାଧାରଣ ଭାବେ କୋରନା ସଂଙ୍କ୍ରମଣ କମିଥିବା ବେଳେ କୋରନା ର ନୂଆ ଭେରିଆଣ୍ଟ ଓମିକ୍ରନ ପୁଣି ଚିନ୍ତା ବଢେଇ ଦେଇଛି ।

ଏହାରି ମଧ୍ୟରେ ମହାରାଷ୍ଟ୍ର ରୁ ଆସିଛି ଚକିତ କରିଦେବା ଭଳି ଖବର । ମହାରାଷ୍ଟ୍ର ର ପିମ୍ଫରୀ ଚିଞ୍ଚୁଆଡ ରେ ସୋମବାର ଦିନ ଏକାଥରକେ 6 ଜଣ ଲୋକ କୋରନା ଓମିକ୍ରନ ଭେରିଆଣ୍ଟ ଦ୍ୱାରା ସଂଙ୍କ୍ରମିତ ହୋଇଥିଲେ । ଏହା ସହିତ 10 ଜଣ ଲୋକ ମାନଙ୍କ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଜାଇଥିବା କୁହାଜାଇଛି । ଏହାକୁ ମିଶେଇ ମୋଟ 14 ଜଣ ଲୋକଙ୍କ ଠାରେ ଏହି ଓମିକ୍ରନ ଭେରିଆଣ୍ଟ ଦେଖିବା ପାଇଁ ମିଳିଛି ।

Omicron

ମହାରାଷ୍ଟ୍ର ର ପିମ୍ଫରୀ ଚିଞ୍ଚୁଆଡ ର ମହାନଗର ର ପାଳିକା ର ରାଜେଶ ପଟ୍ଟନାୟକ କିଛନ୍ତି କି । ସୋମବାର ଦିନ ସହର ରେ 6 ଜଣଙ୍କ ଠାରେ ଓମିକ୍ରନ ଭ୍ୟାରେଆଣ୍ଟ ଚିହ୍ନଟ ହୋଇଛି । ଏମିତି ରେ ସହର ରେ ମୋଟ 16 ଜଣ ଲୋକ କୋରନା ସଂଙ୍କ୍ରମଣ ହୋଇଥିବା ଚିହ୍ନଟ ହୋଇଥିଲେ । ସେମାନଙ୍କ ନମୁନା ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଜାଇଥିବା ବେଳେ ଏହା ମଧ୍ୟରୁ 6 ଜଣଙ୍କ ମଧ୍ୟରେ ଓମିକ୍ରନ ଭେରିଆଣ୍ଟ ଚିହ୍ନଟ ହୋଇଛି ।

ଏହାକୁ ନେଇ ପ୍ରଶାସନ ସଂମ୍ପର୍ଣ୍ଣ ସଜାଗ ରହିଥିବାର କୁହାଜାଇଛି । ଅନ୍ୟ ପକ୍ଷରେ ରାଜେଶ ପଟ୍ଟନାୟକ କହିଛନ୍ତି କି ଖୁବ ଶୀଘ୍ର ସହର ରେ ନୂଆ ଗାଇଡ ଲାଇନ ଜାରି ହେବ ଏବଂ ସେଚେତନ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *