ମରିଗଲେବି ଗାଇକୁ ଏହି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ ନହେଲେ ଅକାଳ ମୃତ୍ୟୁ ହୋଇଥାଏ |

anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଭୁଲ ରେ ବି ଗୋମାତା ଙ୍କୁ ଏହି ଜିନିଷ ଖୁଆନ୍ତୁ ନାହିଁ ନେହଲେ ଆପଣ ମାନଙ୍କୁ ନର୍କ ଭୋଗ କରିବା ପାଇଁ ପଡିବ । ସେମିତି ରେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ହିନ୍ଧୁ ଧର୍ମ ରେ ଗାଈ କୁ ପୂଜନିୟ ଏବଂ ଗୋମାତା ଭାବେ ମନାଯାଏ । ସେମିତି ରେ ଗାଈ ମଧ୍ୟ ରେ 33 କୋଟି ଦେବୀ ଦେବତା ବାସ କରନ୍ତି ଗାଈ ଦର୍ଶନ କରିବା ଦେବି ଦେବତା ଙ୍କ ଦର୍ଶନ କରିବା ସହିତ ସମାନ ଅଟେ ।

ହିନ୍ଧୁ ଧର୍ମ ଅନୁସାରେ ଗାଈ ର ସେବା କରିବା ସବୁଠୁ ବଡ ଧର୍ମ ହୋଇଥାଏ । ହେଲେ କଣ ଆପଣ ମାନେ ଏହି କଥା ଜାଣନ୍ତି କି ଗାଈ କୁ ଭୁଲ ରେ ବି ଏହି ଜିନିଷ ଖୁଆଇବା ଉଚିତ୍ ନୁହେଁ । ଏହି ପାପ ପର ଜନ୍ମ ଯାଏ ପିଛା ଛାଡେ ନାହିଁ ।

cow .

ବନ୍ଧୁଗଣ ଗୋମାତା ଙ୍କୁ ଭୁଲ ରେ ବି ବାସି ରୁଟି କେବେ ବି ଖୁଆଇବେ ନାହିଁ ଅଧିକାଶଂ ସମୟ ର ରାତି ରେ ରଖିଥିବା ରୋଟି ସକାଳକୁ ଖରାପ ହୋଇଥାଏ ଜାହାକୁ ଆମେ ନଖାଇ ଗାଈ କୁ ଖାଇବା ପାଇଁ ଦିଅନ୍ତି ।

ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ କହିବୁ କି ଗାଈ କୁ ବାଟି ରୁଟି ଖୁଆଇ ହେବ ହେଲେ ଯଦି ସେହି ରୁଟି ଖରାପ ହୋଇ ଜାଇଛି ତେବେ ତାହାକୁ କେବେ ବି ଖୁଆନ୍ତୁ ନାହିଁ । ଏମିତି କରିଲେ ପାପ ଲାଗେ ଏବଂ ମାତା ଅର୍ଣ୍ଣ ପୂର୍ଣ୍ଣା ଙ୍କର ଅପମାନ ବୋଲି କୁହାଯାଏ । ଏବଂ ଏହି ପାପ କୁ ପୂରା ପରିବାର ଲୋକ ମାନେ ଭୋଗ କରିବା ପାଇଁ ପଡେ । ସେହି ପରି ଗୋ ମାତା ଙ୍କୁ ଫଳ ଏବଂ ସବୁଜ ପନିପରିବା ବି ଆପଣ ମାନେ ଖୁଆଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *