କୁମ୍ଭ ରାଶି ପାଇଁ ୭ ଟି ମହା ଉପାୟ ନବବର୍ଷ ୨୦୨୨ ଜୀବନ ବଦଳିଯିବ |

kumbha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । କୁମ୍ଭ ରାଶି ବ୍ୟକ୍ତି ଜିବନ ରେ ଯଦି ସଫଳ ହେବା ପାଇଁ ଚାହାଁନ୍ତି ତେବେ କରନ୍ତୁ ଏହି ସବୁ କାମ ନିଶ୍ଚିତ ଧନ ବୃଦ୍ଧି ସହିତ ସଫଳତା ହାସଲ କରିବେ । ଆମେ ଆଜି ଆପଣ ମାନଙ୍କୁ କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ଆପଣ ମାନଙ୍କ ଘରେ ରହି ଥିବା କୈଣସି ଦୋଷ କୁ ହଟେଇବା ପାଇଁ କରି ପାରିବେ । ତେବେ ଆସନ୍ତୁ ଜାଣିବା ।

ପ୍ରଥମେ ଆପଣ ମାନଙ୍କ ଘରେ ଯଦି କୈଣସି ବାସ୍ତୁ ଦୋଷ ରହିଛି । ତେବେ ଆପଣ ମାନେ ଧାନ, ଗହମ, ମାଣ୍ଡିଆ, ମୁଗ, ଷୋରିଷ ଏବଂ କଳା ରାଶି କୁ ଏକାଠି ଏକ କପଡା ରେ ବାନ୍ଧି କରି । ଆପଣ ମାନଙ୍କ ଗୃହ ରେ ରହି ଥିବା ପ୍ରତେକ ଘରେ ରଖି ଦିଅନ୍ତୁ । ଦେଖିବେ ଆପଣ ମାନଙ୍କୁ ଏହି ସବୁ ଦୋଷ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କ ଘର ଉପରୁ ଉଠି ଯିବ ।

kumbha

ହଁ କେବେ ଯଦି ଆପଣ ମାନେ ଘର କୁ ଝାଡୁ ଆଣୁଛନ୍ତି ତେବେ କେବେ ବି ତାହାକୁ ଶନିବାର ଦିନ ଘରକୁ ଆଣନ୍ତୁ ନାହିଁ । ଏବଂ ଘରେ ଥିବା ଝାଡୁ ରେ ଭୁଲ ରେ ବି ଗୋଡ ମାରନ୍ତୁ ନାହିଁ । ବହୁତ ସମୟ ରେ ଆପଣ ମାନେ ସୁନା କୁ ଭୁଷଣ ରୂପେ ବ୍ୟବହାର କରି ଥାନ୍ତି । ହେଲେ ଧ୍ୟାନ ରଖନ୍ତୁ ଆପଣ ମାନେ କେବେ ବି ସୁନା କୁ ବାମ ହାତ ରେ ପିନ୍ଧନ୍ତୁ ନାହିଁ । ହଁ ସୁନା ର ବ୍ୟବହାର ସରିବା ପରେ ଆପଣ ମାନେ ସୁନା କୁ ଲାଲ୍ ବା ହଳଦିଆ କପଡା ରେ ହିଁ ବାନ୍ଧି କରି ରଖନ୍ତୁ ।

କିଛି ଲୋକ ମାନଙ୍କ ଏହି ଅଭ୍ୟାସ ଥାଏ କି ସେମାନେ ହାତ କୁ ଚାଟି କରି ଖାଇ ଥାନ୍ତି । ତେବେ ସେମିତି ହେଲେ ଆପଣ ମାନଙ୍କ ଘର ର ଧନ ହାନୀ ହୋଇ ଥାଏ । ଆପଣ ମାନେ ଏହାକୁ ତୁରନ୍ତୁ ଛାଡନ୍ତୁ । ଯେତେ ବେଳେ ବି ଆପଣ ମାନେ ନଖ କାଟନ୍ତି ତେବେ କେବେ ବି ଘର ର ମଧ୍ୟ ରେ ନଖ କାଟନ୍ତୁ ନାହିଁ ।

ହଁ ଯଦି ଆପଣ ମାନଙ୍କ ଘରେ ଟଙ୍କା ଅଣ୍ଟନାହିଁ ବା ଆପଣ ମାନଙ୍କ ପାଖରେ କେବେ ବି ଟଙ୍କା ରହୁ ନାହିଁ । ତେବେ ଆପଣ ମାନେ ଏହା ପାଇଁ ଗୋଟିଏ ଅଶ୍ୱସ୍ତ ପତ୍ର କୁ ଆଣନ୍ତୁ ଏବଂ ତାହାକୁ ଗଙ୍ଗା ଜଳ ରେ ଧୋଇ କେଶର ରେ ସେଥିରେ ଶ୍ରୀ ଲେଖନ୍ତୁ । ଏବଂ ସେହି ପତ୍ର କୁ ଆପଣ ମନୀ ପର୍ସ ରେ ରଖନ୍ତୁ ତେବେ ଦେଖିବେ କେବେ ହେଲେ ବି ଆପଣ ମାନଙ୍କ ପର୍ସ ରୁ ଟଙ୍କା ସରିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *