ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଓଡିଆ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିଆ ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ ଏହି କଳାକାର ମାନେ ନିଜର ପର୍ସିନାଲ ଲାଇଫ ଏବଂ ନିଜର ଦକ୍ଷତା ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । ଏହା ସହିତ ଅଭିନେତ୍ରୀ ମାନେ ନିଜର ପର୍ସିନାଲ ଲାଇଫ ଏବଂ ଲଭ ଆଫାୟାର ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବନ୍ଧୁଗଣ ଆମେ ଏଠାରେ ସେମିତି ଲଭ ଆଫାୟାର ସହିତ 2021 ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କିଛି କଳାକାର ମାନଙ୍କ ବିଷୟ ରେ ସୂଚନା ଦେବୁ ।
ତେବେ ପ୍ରଥମେ ରହିଛନ୍ତି । ଜାଙ୍କଲିନ ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ନମ୍ବରରେ ଅଛନ୍ତି ଜାଙ୍କଲିନ । ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଜାଙ୍କଲିନ ନିଜ ପ୍ରେମୀ ଅରବିନ୍ଦଙ୍କ ସହ ବିବାହ କରିଥିଲେ ।
ସେହି ପରି ଦୁଇ ରେ ଆସୁଛନ୍ତି ଗୁଡୁ ବନ୍ଧୁଗଣ ଆମ ଲିଷ୍ଟର ଦୁଇ ସ୍ଥାନରେ ଅଛନ୍ତି ଗୁଡୁ । ଆପଣ ମାନେ ସମସ୍ତେ ଗୁଡୁଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ସୋସିଆଲ ମିଡିଆ ଜରିଆରେ ପ୍ରେମ କରି ବିବାହ କରିଥିଲେ ।
ସେହି ପରି ବେଳେ ତିନି ନମ୍ବର ରେ ଆସୁଛନ୍ତି । ସୋମାଲିନ ଓଡିଆ ଅଭିନେତ୍ରୀ ସୋମାଲିନ୍ । ଆପଣ ମାନେ ସମସ୍ତେ ସୋମାଲିନ୍ ଙ୍କୁ ଓଡିଆ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ଦିନ ତଳେ ସୋମାଲିନ୍ ନିଜ ପୁରୁଷ ବନ୍ଧୁ ନିଶୀଥଙ୍କ ସହ ବିବାହ କରିଛନ୍ତି ।
ଚାରି ନମ୍ବର ରେ ରହିଛନ୍ତି ଗୁନଗୁନ ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଗୁନଗୁନ । ଆପଣ ମାନେ ସମସ୍ତେ ଗୁନଗୁନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଗୁନଗୁନ ଆଜି ନିଜ ପୁରୁଷ ବନ୍ଧୁଙ୍କ ସହ ବିବାହ ସାରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।