ଶସ୍ତା ହେଲା ପେଟ୍ରୋଲ । ଲିଟର ପ୍ରତି 8 ଟଙ୍କା ଭ୍ୟାଟ କମାଇଲେ ସରକାର

Petrol

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ଯୋଗୁଁ ବହୁତ ଲୋକ ମାନେ କ୍ଷେୟକ୍ଷେତି ର ସାମ୍ନା କରୁଛନ୍ତି । କୋରନା ମହାମାରୀ ସମୟ ରେ ଦରଦାମ ବୃଦ୍ଧି କୁ ନେଇ ଖାଉଟି ମାନେ ବହୁତ ହନ୍ତସନ୍ତ ହେଉଛନ୍ତି । ହେଲେ ଏବେ ଖାଉଟି ମାନେ ସାମାନ୍ୟ ଆସ୍ୱସ୍ଥି ଲାଭ କରିଛନ୍ତି । ପେଟ୍ରୋଲ, ଡିଜେଲ, ଏବଂ ଖାଇବା ତେଲ ଦର ନିକଟରେ କମିଥିଲା । ଏହି ଦରକୁ ନେଇ ଦିଲ୍ଲାରେ ଆସ୍ୱସ୍ତି ଦେଇଛନ୍ତି କେଜ୍ରିୱାଲ ସରକାର ।

କେନ୍ଦ୍ରସରକାର ଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଭ୍ୟାଟ ହ୍ରାସ ହେବା ପରେ । ଏବେ ବିଭିନ୍ନ ଦେଶରେ ଭ୍ୟାଟ ହ୍ରାସ ପକ୍ରିଆ ଆରମ୍ଭ ହୋଇଛି । ଆଜି ହୋଇଥିବା କେବିନେଟ ବୈଠକ ରେ ପେଟ୍ରୋଲ ଏବଂ ଡିଜେଲ ଦର କମ୍ କରିବାର ନିସ୍ପତି ନିଆଜାଇଛି । ଜାହା ପରେ ପେଟ୍ରୋଲ ଦର ଲିଟର ପିଛା 8 ଟଙ୍କା ହ୍ରାସ ପାଇଛି ।

Petrol

ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ଲାଗୁ କରିଥିବା ଭ୍ୟାଟ କୁ 30 ପ୍ରତିଶତ କୁ କମ୍ କରି 19.40 ପ୍ରତିଶତ କରିଦେଇଛନ୍ତି । ଏହା ପରେ ଆଜି ମଧ୍ୟ ରାତିରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଶସ୍ତା ହୋଇଯିବ । ବର୍ତମାନ ଦିଲ୍ଲୀରେ ପେଟ୍ରୋଲ 103 ଟଙ୍କା ପ୍ରତି ଲିଟର ବୀକ୍ରି ହେଉଛି ।

ଚଳିତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ଦର ସାରା ଦେଶରେ ଚିନ୍ତା ର କାରଣ ପାଲଟିିଥିଲା । ଦିପାବଳୀରେ କେନ୍ଦ୍ର ସରକାର ଜନତାଙ୍କୁ ଗିଫ୍ଟ ଦେଇଥିଲେ ଆଉ ଏକ୍ସସାଇଜ ଡ୍ୟୁଟି ୫ ଓ ୧୦ ଟଙ୍କା କମ କରିଥିଲେ । ଏହା ପରେ ପରେ ରାଜ୍ୟ ସରକାର ପେଟ୍ରୋଲ ଉପରୁ ଭ୍ୟାଟ ହ୍ରାସ କରିଥିଲେ । ଜାହା ପାଇଁ ଲୋକ ମାନେ ଏବେ ଆଶ୍ୱସ୍ତି ଲାଭ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *