ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଆଜିଠାରୁ ବଦଳିବ ପାଗ ଉତ୍ତର ଉପକୂଳ ଓଡିଶା ର କିଛି ସ୍ଥାନ ରେ ବର୍ଷା ସମ୍ଭାବନା ସମୁଦ୍ର ମଧ୍ୟରେ ଦୂର୍ବଳ ହୋଇ ଉପକୂଳ ଓଡିଶା ରେ ବର୍ଷା କରି ଶେଷ ରେ ପଶ୍ଚମବଙ୍ଗ ଆଡକୁ ଚାଲିଜାଇଛି ବାତ୍ୟା ଜୱାଦ ଏହାର ପ୍ରଭାବ ରେ ଉପକୂଳ ଓଡିଶା ରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତ୍ତର ଏବଂ ଉପକୂଳ ଓଡିଶା ର କେତେକ ସ୍ଥାନରେ ହାଲ୍କା ବର୍ଷା ହେବାର ପୂର୍ବାନୁମାନ ହୋଇଛି ।
ଏହା ସହିତ ଆଜି ଠାରୁପାଗ ବଦଳିଯିବ । ବାତ୍ୟା ଟଳିଜାଇଥିଲେ ମଧ୍ୟ ଅଳ୍ପ ବର୍ଷା ଏବଂ ପବନ ଯୋଗୁଁ ସାରା ରାଜ୍ୟରେ ଧାନ ସମେତ ପରିବା ଫସଲ ଉଜୁଡି ଜାଇଛି । ବାତ୍ୟା ସମୁଦ୍ର ମଧ୍ୟରେ ଯେତେ ଦୂର୍ବଳ ହେଉଥିଲା ରାଜ୍ୟ ରେ ବର୍ଷା ସେତେ ବଢି ଚାଲିଥିଲା । ଧାନ ପାଚିବା ସମୟ ରେ ବର୍ଷା ଏବଂ ପବନ ହେବାରୁ ଧାନ ଗଛ ଗୁଡିକ ବିଲରେ ଶୋଇ ପଡିଛନ୍ତି । ବିଲରେ ଯେତେ ପାଣି ଜମିଛି ସପ୍ତାହ ମଧ୍ୟରେ ସୁଖିବା ସ୍ଥିତି ନାହିଁ । ଫଳରେ ବିଲରେ ଏହି ଧାନ ଗଜା ହେବ ତାହାତ ଜଳଜଳ ଦୁଶୁଛି ।
ତେବେ ଚଳିତ ମାସ ତୃତୀୟ ସପ୍ତାହ ରେ ଦକ୍ଷିଣ ବଙ୍ଗୋପସାଗର ରେ ଆଉ ଦକ୍ଷିଣ ଉପକୂଳ ରେ ପହଁଚିବା ପୂର୍ବରୁ ଦୂର୍ବଳ ହେବାର ସମ୍ଭାବନା ରହିଛି । ଏହିଥି ପାଇଁ ଆସନ୍ତା 8 ତାରିଖ ରେ ଆଲର୍ଟ ଜାରି ହୋଇପାରେ । ତେବେ ବର୍ତମାନ ସମୟ ରେ ଯେତିକି ସଂଙ୍କେତ ମିଳିଛି ସେହିଥିରେ ଓଡିଶା ପ୍ରଭାବିତ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।
ସମୁଦ୍ର ମଧ୍ୟରେ ଜୱାଦ ଦୂର୍ବଳ ହୋଇ ଉପକୂଳ ଜିଲ୍ଲା ରେ ବର୍ଷା କରି ଶେଷ ରେ ପଶ୍ଚିମବଙ୍ଗ ଆଡକୁ ଚାଲିଗଲା ଏହା ସମୁଦ୍ର ମଧ୍ୟରେ ବାତ୍ୟା ର ରୂପ ନେବା ପରେ ସମୁଦ୍ର ମଧ୍ୟରେ ହିଁ ତୀବ୍ର ଅବପାତ ରେ ପରିଣତ ହୋଇଥିଲା । ଏହା ପରେ ଧିରେ ଧିରେ ଏହା ଆହୁରୁ ଧୀମା ହୋଇ ଲଘୁଚାପ ରେ ପରିଣତ ହୋଇଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।