ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ସ୍କୁଲରେ ପାଠପଢ଼ା ଆଶଙ୍କା ଦେଖା ଦେଇଛି । ସ୍କୁଲ ବନ୍ଧ ହୋଇପାରେ ବୋଲି ଏବେ ଚାରିଆଡେ ପ୍ରଚାର ହେଉଛି । ଏହି ଗୁଜବ ଗୁଡିକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମିର ରଂଞନ ଦାସ । ସେ କହିଛନ୍ତି କି ବର୍ତମାନ ସ୍କୁଲ ବନ୍ଧ ହେବ ନାହିଁ । ଷଷ୍ଟ ରୁ ଦ୍ୱାଦଶ ଶ୍ରେଣୀ ଯାଏ ଶିକ୍ଷା ଦାନ ଚାଲିବ । କିନ୍ତୁ କୋରନା କଟକଣା କୁ ଆହୁରୀ କଡାକଡି କରାଯିବ ।
ବର୍ତମାନ ସମୟ ରେ ଓମିକ୍ରନ 20 ର ଅଧିକ ଦେଶ ରେ ବ୍ୟାପି ଗଲାଣୀ । ଭାରତ ରେ ମଧ୍ୟ କଟକଣା କୁ କଡା କଡି କରାଜାଇଛି । ଏହି ଭ୍ୟାରିଆଣ୍ଟ ଦ୍ୱାରା ସ୍କୁଲ ଶିକ୍ଷା ପ୍ରଭାବିତ ହେବ ବୋଲି ଅନୁମାନ ହୋଇଛି । ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେଉଁ ସବୁ କ୍ଲାସ ଖୋଲିଛି ସେ ସବୁ ପାଠପଢ଼ା ଜାରି ରହିବ । ପ୍ରାଥମିକ ଏବଂ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏଣିକି କରୋନା କଟକଣାକୁ ଆହୁରି କଡାକଡ଼ି କରାଯିବ ।
ତେବେ ପ୍ରଥମ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଏଯାଏ କୈଣସି ନିସ୍ପତି ହୋଇନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମିର ରଂଞନ ଦାସ କହିଛନ୍ତି । 2020 ମସିହା ରୁ ବିଶ୍ୱରେ ଆତଙ୍କ ଖେଳିଥିବା କୋରନା ସଂଙ୍କ୍ରମଣ ବଢିବା ସହିତ ନୂଆ ନୂଆ ଭେରିଆଣ୍ଟ ପାଇଁ ଲୋକ ମାନଙ୍କ ଜିବନ ଶୈଳି ସଂମ୍ପର୍ଣ୍ଣ ରୂପେ ବଦଳି ଜାଇଛି । କୋରନା ର ଦ୍ୱିତୀୟ ଲହରୀ ରେ ଅନେକ ଲୋକ ମାନେ ନିଜର ପ୍ରିୟଜନ ଙ୍କୁ ହରେଇଛନ୍ତି । ଏବଂ ଏବେ ପୁଣି ଥରେ ଓମିକ୍ରନ ମନରେ ଆତଙ୍କ ସୃଷ୍ଟି କରିଛି ।
ଏହି ଭେରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକା ରେ ଚିହ୍ନଟ ହୋଇଥିବା ବେଳେ ଧିରେ ଧିରେ ଏହା 30 ଟି ଦେଶକୁ ବ୍ୟାପିବାରେ ଲାଗିଛି । କିଛି ବିଶେଷଜ୍ଞ୍ୟ ମାନେ ଭେରିଆଣ୍ଟ ଡେଲ୍ଟା ମାରାତ୍ମକ କହିସାରିଥିବା ବେଳେ ଏହା ଉପରେ କୈଣସି ଟୀକା ର ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।
ଏହ ଭଳି ପରିସ୍ଥିତି ରେ ଆପଣ ମାନେ ଟୀକା ର ପ୍ରୋୟଗ କରନ୍ତୁ । ଡାକ୍ତର ଙ୍କର ଅନୁଯାୟୀ ଘରୁ ବାହାରକୁ ଯିବାବେଳେ ମାସ୍କ ନିଶ୍ଚିତ ବ୍ୟବହାର କରନ୍ତୁ । ଓମିକ୍ରନ ଭେରିଆଣ୍ଟ କୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ବନେଇ ରଖନ୍ତୁ । ଏହା ପାଇଁ ଆପଣ ହ୍ୟାଣ୍ଡ ସାନିଟାଇଜର କିମ୍ବା ସାବୁନ ବ୍ୟବହାର କରିପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।