ବିଜୁ ସ୍ୱାସ୍ତ୍ୟ କାର୍ଡ ନୁଆ ଲିଷ୍ଟ – ଏମିତି ପାଇ ପାରିବେ 7 ଲକ୍ଷର ସୁବିଧା ।

helth card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଯୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟ ରେ ନିହାତି ଭାବେ ଜାଣିଥିବେ । ଏମିତି କି ଏହି ଯୋଜନା ରେ ଆମ ଓଡିଶାରେ ବହୁତ ସାରା ଜିଲ୍ଲାରେ କାର୍ଡ ବି ବଣ୍ଟନ ସରିଛି । ଜାହା ପରେ ଆପଣ ମାନଙ୍କ ପାଖରେ କାର୍ଡଟେ ନିହାତି ଥିବ । ହେଲେ ଆପଣ ମାନେ ଜାଣିଥିବେ ସାଧାରଣତଃ ଆମେ ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଚିକିତ୍ସା ତ ଏବେ ପାଇ ପାରୁଛି ।

ହେଲେ ଏହି ଯେଉଁ କାର୍ଡ ଟି କଣ ପାଇଁ ଜାହା ଆପଣ ମାନେ ଏହି କାର୍ଡ ମାଧ୍ୟମରେ ପ୍ରାଇଭେଟ ହସ୍ପିଟାଲ ରେ ମଧ୍ୟ ଏହି ସୁବିଧା ପାଇ ପାରିବେ । ତେବେ ଏହା ପାଇଁ ଓଡିଶାରେ ଯେଉଁ ସବୁ ହସ୍ପିଟାଲ ମାନ ଇଜିବୁଲ ରହିଛି ତାହାର କିଛି ଲିଷ୍ଟ ରହିଛି । ଆପଣ ମାନେ କେମିତି ନିଜର ମୋବାଇଲ ମାଧ୍ୟମରେ ଜାଣିପାରିବେ ସେହି ବିଷୟ ରେ ଆଲୋଚନା କରିବା ।

Smart card

ତେବେ ଆପଣ ମାନେ ଏହା ପାଇଁ ନିଜର ମୋବାଇଲ ର କୈଁଣସି ବ୍ଲାଉଜର ମାଧ୍ୟମରେ http://www.bsky.odisha.gov.in/citizen_information/hospital-empaneled-under-bsky/ ରେ ଜାଇ ପାରିବେ ନଚେତ୍ ଆପଣ ମାନେ ଗୁଗୁଲରେ ଜାଇ bsky card କି ସର୍ଚ୍ଚ କି ପାରିବେ ।

ଏବଂ ପରେ ଆପଣ ମାନେ http://www.bsky.odisha.gov.in ରେ ପହଁଚିବେ ଏବଂ ପରେ ତିନି ବିକଲ୍ପ ଉପରେ କ୍ଲିକ୍ କରିବେ ସେଠାରେ Empanelled Hospital ଲେଖା ଥିବ । ସେହିଠାରେ ଆପଣ ମାନେ କ୍ଲିକ୍ କରି ନିଶ୍ଚିତ ଭାବେ ଏହି ସବୁ ହସ୍ପିଟାଲ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ପାଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *