ବାତ୍ୟା ଟଳିଲା ହେଲେ ପ୍ରବଳ ବର୍ଷା ଜାରି ରହିବ । ଏହି ଜିଲ୍ଲାକୁ ଏବେବି ରହିଛି ବିପଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ ଏବେ ବାତ୍ୟା ର ବିପଦ ଟଳିଲା ହେଲେ ପ୍ରବଳ ବର୍ଷା ଜାରି ରହିବ ଓଡିଶାରେ ତେବେ ବଙ୍ଗୋପସାଗର ରେ ଆସିଥିବା ବାତ୍ୟା ଜୱାଦ ଦୂର୍ବଳ ହୋଇଛି । ଏହା ଗଭୀର ଅବପାତ ରେ ପରିଣତ ହୋଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କ୍ଷେତ୍ର ଏହି ନେଇ ଟୁଇଟ ଯୋଗେ ସୂଚନା ଦେଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ଆଜି ମଧ୍ୟାନ ସୁଧା ପୁରୀ ନିକଟ ବର୍ତ୍ତି ହେବ କିନ୍ତୁ ଏହା ଲେଣ୍ଡଫଲ ନକରିବାର ଯଥେଷ୍ଟ ସମ୍ଭାବନା ରହିଛି ବାତ୍ୟା ଜାୱଦ ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏହି ନେଇ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଓଡିଶାରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ । ଏହା ସହିତ ଘୋରଇ ପାଣିପାଗ ସଂସ୍ଥା ସ୍କାଇମେଣ୍ଟ ବି ପୂର୍ବାନୁମାନ କରିଛି । ଯେ ବାତ୍ୟା ଓଡିଶା ରେ ଲେଣ୍ଡଫଲ ହୋଇନପାରେ । ଏକ ଡିଫ ଡିଫରେସନ ଭାବେ ଏହା ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବଂ ଧିରେ ଧିରେ ଦୂର୍ବଳ ମଧ୍ୟ ହୋଇଯିବ ।

Heavy rain

ତେବେ ବାତ୍ୟା ଦୂର୍ବଳ ହୋଇଗଲେ ବି ଏହାର ପ୍ରଭାବ ଉପକୂଳ ଓଡିଶାରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ବି ରହିଛି । ତେବେ ବାତ୍ୟା ଜୱାଦ ପ୍ରୋକପ ରେ ଅତି ପ୍ରବଳ ବର୍ଷା ପାଇଁ 2 ଜିଲ୍ଲା କୁ ରେଡ ଆଲର୍ଟ ଏବଂ ଆଠ ଜିଲ୍ଲା କୁ ୟୋଲ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ତେବେ ଦୁଇ ଜିଲ୍ଲା ପୁରୀ ଏବଂ ଗଜତସିହଂପୁର ହୋଇଥିବା ବେଳେ ଆଠ ଜିଲ୍ଲା ମଧ୍ୟରେ ବାଲେଶ୍ୱର , ଭଦ୍ରକ, ଗଞାମ୍, ଜାଜପୁର , କଟକ, ଖୋର୍ଦ୍ଧା , ଜଗପତି , ଏହି ଜିଲ୍ଲା ମାନଙ୍କୁ ଅରେଞ ୱାର୍ଣ୍ଣିଂ ଏମିତି କି କନ୍ଧମାଳ , ଏବଂ ମୟୁରଭଞୀ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହିତ ବାତ୍ୟା ଯିବାର ସାତ ଦିନ ମଧ୍ୟରେ ଫସଲ କ୍ଷେୟ କ୍ଷେତି ଆକଳନ ହେବା ସହିତ ସେମାନଙ୍କୁ ସାହାଯ୍ୟ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *