ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସକାଳୁ ଉଠିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ତିନୋଟି କାମ ଏବଂ ଭୁଲ ରେ ବି ଦେଖନ୍ତୁ ନାହିଁ ଏହି ଜିନିଷ ନହେଲେ ସାରା ଦିନ ଆପଣ ମାନଙ୍କର ଅମଙ୍ଗଳ ରେ କଟି ଯିବ ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କଣ ସେହି ଜିନିଷ ଗୁଡିକ ତେବେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।
ଆପଣ ମାନେ ଜାଣି ଥିବେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ସହିତ ଏକ ନୂଆ ଦିନ ର ଆରମ୍ଭ ହୋଇ ଥାଏ ପ୍ରତ୍ୟେକ ଦିନ ଟି ଭଲ ରେ କଟୁ ସେହିଥି ପାଇଁ ଲୋକ ମାନେ ସବୁ ବେଳେ ଶୁଭ ବିଚାର ଆଣିବା ପାଇଁ ଚେଷ୍ଟା କରନ୍ତି , ଯଦି ସକାଳୁ କୈଣସି ଖରାପ କାମ କରା ଯାଏ ତେବେ ଏହାର ନାକାରାତ୍ମକ ପ୍ରଭାବ ସାରା ଦିନ ରହି ଥାଏ । ସେହି ବ୍ୟକ୍ତି ର ମନ ଏବଂ ମତିସ୍କ ଖରାପ ବିଚାର ରୁ ବାହାରି ପାରେ ନାହିଁ । ସେହିଥି ପାଇଁ ଦିନ ର ପ୍ରାରମ୍ଭ ରୁ ହିଁ ଅଶୁଭ ବସ୍ତୁ କୁ ଦେଖିବା ପାଇଁ ମନା କରା ଜାଇ ଥାଏ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବୁ କି କଣ ଦେଖିବା ଅନୁଚୀତ ହୋଇ ଥାଏ ।
ତେବେ ବନ୍ଧୁଗଣ ସକାଳୁ ଉଠି ଦର୍ପଣ ଦେଖିବା ଅନୁଚୀତ ହୋଇ ଥାଏ ଏବଂ କେବେ ବି ବେଡରୁମ୍ ରେ ଦର୍ପଣ ରଖିଛନ୍ତି ତେବେ ବାହାର କରି ଦିଅନ୍ତୁ କାରଣ ଏହା ଦେଖିବା ଅଶୁଭ ଅଟେ ।
ସେହି ପରି ବନ୍ଧୁଗଣ ଆପଣ ମାନେ ସକାଳୁ ଉଠି ଆପଣ ମାନେ କେବେ ବି କୈଣସି ବି ଜଙ୍ଗଲୀ ପଶୁ ମାନଙ୍କୁ ସକାଳୁ ଉଠି ଦେଖିିବା ତଥା ଆପଣ ମାନଙ୍କ ରୁମ୍ ରେ ବି ସେହି ପରି ପଶୁ ଯେଉଁ ମାନେ ବହୁତ ଖୁଉଁ ଖାର୍ ହୋଇ ଥାନ୍ତି ସେମାନଙ୍କ ଫୋଟ ବି ଦେଖିବେ ତ ଆପଣ ମାନଙଅକ ଦିନ କେବେ ବି ଭଲ ରେ ବିତେ ନାହିଁ ।
ସେହି ପରି ବେଳେ ଆପଣ ମାନେ କେବେ ବି ସକାଳୁ ଉଠି ଉଠି ଥିବା ବେଡ଼ ର ଛାଇ କୁ ଦେଖନ୍ତୁ ନାହିଁ । ଏବଂ ଆପଣ ମାନ ଅନ୍ୟ ବ୍ୟକ୍ତି ର ଛାଇ କୁ ବି କେବେ ଦେଖନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇ ଥାଏ ।
ସେହି ପରି ବେଳେ ଆପଣ ମାନେ କେବେ ବି କୈଣସି ବି ଜଙ୍ଗଲୀ ପଶୁ ମାନଙ୍କୁ ସକାଳୁ ଉଠି ଦେଖିିବା ତଥା ଆପଣ ମାନଙ୍କ ରୁମ୍ ରେ ବି ସେହି ପରି ପଶୁ ଯେଉଁ ମାନେ ବହୁତ ଖୁଉଁ ଖାର୍ ହୋଇ ଥାନ୍ତି ସେମାନଙ୍କ ଫୋଟ ବି ଦେଖିବେ ତ ଆପଣ ମାନଙଅକ ଦିନ କେବେ ବି ଭଲ ରେ ବିତେ ନାହିଁ ସେମିତି ରେ ଆପଣ ମାନଙ୍କୁ ପୋଷ୍ଟ ଟି କେମିତି ଲାଗିଲା କମେଣ୍ଚ କରି ଜଣେଇବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।