ମାଁ କାଳୀଙ୍କ ଦର୍ଶନ ସମୟରେ ମହିଳା ଜଣଙ୍କ ଉପରକୁ ଆସିଲେ ଦେବୀ-ଜାଣି ରଖନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ତେବେ ଏହି ଘଟଣାଟି ଘଟିଛି କାଳି ପୂଜା ସମୟରେ ଯାହା ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ଆସିନଥିଲା କିନ୍ତୁ ବର୍ତ୍ତମାନ ତାହା ଏକ ସିସିଟିଭି ଜରିଆରେ ସାମ୍ନାକୁ ଆସିଛି , ତେବେ ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ଗାଁ ଗାଉଳିମାନଙ୍କରେ ଦେଖିଥିବେ ଯେ ପୂଜା ସମୟରେ କେତେକ ମହିଳାଙ୍କ ମଧ୍ୟକୁ ଦେବୀ ଆସିଥାନ୍ତି , ଓ ସେ ଵିଭିନ୍ନ ପ୍ରକାରର କଥା ମଧ୍ୟ କହିଥାନ୍ତି ଓ ତାଙ୍କର ସ୍ଵଭାବ ମଧ୍ୟ ଅଲଗା ହୋଇଯାଇଥାଏ

kali

ତେବେ ଏହିପରି ଏକ ଘଟଣା ଘଟିଛି ଯେଉଁଠି ଗୋଟିଏ ମହିଳା ଯିଏକି ମାଁ କାଳୀଙ୍କ ରୂପ ଧରି ନେଇଛି , ତେବେ ଆସନ୍ତୁ ଜାଣିନେଵା ଯେ ସେ ମହିଳା ଏପରି ରୂପ କାହିଁକି ଧରିଥିଲେ , ତେବେ ଯେତେବେଳେ ମହିଳା ଜଣଙ୍କ କାଳୀ ମାଁ ଙ୍କ ମୂର୍ତ୍ତିମା ଦେଖିବାକୁ ଯାଇଥିଲେ ସେତେବେଳେ ତାଙ୍କ ମଧ୍ୟକୁ ମାଁ କାଳୀ ପ୍ରବେଶ କରିଥିଲେ ଯାହା ଫଳରେ ମାଁ କାଳୀଙ୍କ ରୂପ ପରି ସେ ମଧ୍ୟ ତାଣ୍ଡବ ଓ ଚିତ୍କାର କରି ସେ ପୁରା ମହଲାକୁ ଡରାଇ କରି ରଖିଦେଇଥିଲେ ,

ମାଁ କାଳୀଙ୍କ ପରି ସେ ହେଉଥିଲେ , ଏହା ଦେଖି ସେଠାରେ ପୂଜାରୀ ଶାନ୍ତ କରିବା ପାଇଁ ସିନ୍ଦୂର ଚନ୍ଦନ ଦେଇ ଶାନ୍ତ କରାଇଥିଲେ ତେବେ ଏହା ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଥିଲା ଯେ କିପରି ମହିଳା ମାଁ କାଳୀଙ୍କ ରୂପ ନେଇଥିଲେ ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *