ଧଳା ବାଳକୁ କଳା କରିବା ପାଇଁ ଆପଣାନ୍ତୁ ଏହି ଚତ୍ମକାରୀ ଘରୋଇ ଉପାୟ

Bhursunga leaves

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଧଳା କେଶକୁ ସବୁଦିନ ପାଇଁ କଳା କରିବାର ଏକ ଚମତ୍କାର ଘରୋଇ ଉପଚାର ଆପଣଙ୍କ ପାଇଁ ଆସିଛି , କିପରି ଭାବରେ ଏହାକୁ ଲଗାଇବେ ବା ବ୍ୟବହାର କରିବେ ତାହା ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରିଵୁ , ପ୍ରଥମେ ଆମେ ଯେଉଁ ଉପଚାର ନେବା ସେ ହେଉଛି ଭୂଶୁଙ୍ଗା ପତ୍ର , ଖାଇଲାବେଳେ ଆମେ ଭୂଶୁଙ୍ଗା ପତ୍ରକୁ ଭଲଭାବରେ ବ୍ୟବହାର କରାଯାଏ ବୋଲି ଆପଣମାନେ ଜାଣିଛନ୍ତି , ଏହା ଆମ ଶରୀରର ସ୍ୱାସ୍ଥ୍ୟ ପାଇଁ ଯେତେ ଉପଚାରି ଅଟେ ସେତେ ଆମ ସୈାନ୍ଦର୍ଯ୍ୟ ପାଇଁ ମଧ୍ୟ ଉପଚାରି ଅଟେ ।

leaves

ଏହା ଆମ କେଶ , ତ୍ୱଚା , ଚର୍ମ ରୋଗ ପାଇଁ ମଧ୍ୟ ଉପକାରୀ ଅଟେ , ତେଣୁ ଆପଣମାନଙ୍କୁ ଏହାର ଭରପୁର ବ୍ୟବହାର କରିବା ଉଚିତ ଏହାକୁ କେଶରେ କିମ୍ବା ମୁହଁର ଦାଗ ବା ଚିହ୍ନ ପାଇଁ ମଧ୍ୟ ଲଗାଇ ପାରିବେ , କେଶରେ ଲଗାଇବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହୋଇଥାଏ ତା ସହିତ କେଶର ଧଳାରଙ୍ଗକୁ ମଧ୍ୟ କଳା କରିଥାଏ ,

ଏହା ଆମକୁ କେନସର୍ ରୋଗରୁ ମଧ୍ୟ ବଞ୍ଚାଇଥାଏ , ତେବେ ଭୂଶୁଙ୍ଗା ପତ୍ରକୁ ଆଣି ଏହାକୁ ଭଲଭାବେ ପାଣିରେ ଧୋଇବା ଦେବା , ଧୋଇବା ପରେ ଗୋଟିଏ ଗ୍ଲାସ ପାଣି ଗୋଟିଏ ଜାରରେ ଥିବା ପୂରା ଭ୍ରୃସୁଙ୍ଗା ପତ୍ରକୁ ନେଇ ଗୋଟିଏ ଜାଗାରେ ଢାଳି ପାଣି ସଵୁଜ ନ ହେବା ଯାଏଁ ଗରମ କରିବା , ଭୂଶୁଙ୍ଗା ପତ୍ରରେ ବହୁତ ପ୍ରକାରର ପୋଷାକ ତତ୍ତ୍ୱ ଭିଟାମିନ଼, ଆଇରନ ଆଦି ମିଳିଥାଏ , ତେବେ ହୋଇସାରିଥିଵା ଉପଚାରକୁ ମୁଣ୍ଡରେ ଥିବା କେଶରେ ଲଗାଇବା ଦ୍ୱାରା କେଶର ମୂଳ ମଜବୁତ ହେବ ଯାହାକି କେଶର ଝଡ଼ିବା ବନ୍ଦ କରିଥାଏ ଏବଂ ଏହା ଦ୍ବାରା କେଶ ଲମ୍ବା, କଳା ଓ ମଜବୁତ ହେବ ,

Beetle leaves

ଏହି ଉପଚାର କେଶରେ ଥିବା ସବୁ ଅସୁବିଧାରୁ ରକ୍ଷା କରିଥାଏ , ଏହି ଉପଚାରକୁ କୈାଣସି ଏକ ଜାର ବା ବୋଟଲରେ ରଖି କେଶର ମୂଳ ବା କେଶର ପୂରା ଅଂଶରେ ଲଗାଇବା ଦ୍ୱାରା କେଶର ମୂଳ ମଜବୁତ ଓ ଧଳା କେଶ କଳା ହୋଇଥାଏ , ଏହି ଭୂଶୁଙ୍ଗା ପତ୍ରରେ ଭିଟାକେରୋଵିନ ଥିବାରୁ ଏହା କେଶକୁ ସବୁବେଳେ ପାଇଁ କଳା କରିଥାଏ , ଆପଣ ମଧ୍ୟ ଚାହିଁବେ ଏହାର ହେୟାରପ୍ୟାକ ସହଜରେ ବନାଇ ପାରିବେ ଏହି ପତ୍ରକୁ ଆଣି ଏହାକୁ ଭଲଭାବେ ପାଣିରେ ଧୋଇବା ଦେବା ପରେ ଗ୍ରାଇଣ୍ଡରରେ ଭଲଭାବରେ ମିକ୍ସ କରି ଏଥିରେ ଅଳ୍ପ ଦ‌ହି ମିଶ୍ରଣ କରି ଓ ଏହି ମିଶ୍ରଣକୁ କେଶରେ ଏକ ଘଣ୍ଟା ଯାଏଁ ଲଗାଇ ରଖିବା ଦ୍ୱାରା କେଶର ମୂଳ ମଜବୁତ ହେବ ସହିତ କେଶର ଧଳାରଙ୍ଗକୁ ମଧ୍ୟ କଳା କରିଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *