SBI ରେ ଆକାଉଣ୍ଟ ଥିଲେ ନିଶ୍ଚୟ ଜାଣି ରଖନ୍ତୁ । ନ ହେଲେ ଉଠେଇ ପାରିବେନି ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କର ଷ୍ଟେଟବ୍ୟାଙ୍କ ଅଫ ଅଣ୍ଡିଆ ରେ ଏକାଉଣ୍ଟ ରହିଛି ତେବେ ଆପଣ ମାନେ ବି ଏହିଥୁରୁ ATM ରେ ଟଙ୍କା ଉଠାଉଛନ୍ତି । ତାହାଲେ ଜାଣି ରଖନ୍ତୁ ଆପଣ ମାନଙ୍କ ପାଇଁ ଆଉ କିଛି ନୂଆ ନିୟମ ଆସି ଜାଇଛି । ATM ଟଙ୍କା ଉଠାଣ କୁ ନେଇ ଯଦି ଆପଣ ମାନେ ଏମିତି ନ କରନ୍ତି ତେବେ ଆପଣ ମାନେ ବି ଆଉ ଟଙ୍କା ଉଠେଇ ପାରିବେ ନାହିଁ ।

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପ଼ଡେଟ ଜାଣିବା କଣ ରହିଛି ATM ସମନ୍ଧିୟ ନୂଆ ନିୟମ । ଦେଶର ସର୍ବବୃହତ ବ୍ୟାଙ୍କ୍ ଷ୍ଟେଟବ୍ୟାଙ୍କ ଅଫ ଅଣ୍ଡିଆ ପକ୍ଷ ରୁ କ୍ୟାସ ଟ୍ରାଞାକ୍ସନ କୁ ନେଇ ନୂଆ ନୂଆ ନିୟମ ଲାଗୁ ହୋଇଛି । ଯେଉଁ ମାନେ 10 ହଜାର ଟଙ୍କାରୁ ଅଧିକ ଟଙ୍କା ATM ରୁ ବାହାର କରୁଥିବେ । ଏବେ ସେମାନଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର ଆସିଛି । ଏଣିକି ଆପଣ ମାନେ ଏହି ପରିମାଣ ଠାରୁ ଅଧିକ ଅର୍ଥ ବାହାର କରିବେ ତେବେ ସେହିଥି ପାଇଁ OTP ସାହାରା ନେବାକୁ ପଡିବ ।

sbi bank

OTP ଏକ ସୁରକ୍ଷିତ ଅଫସନ ଏବଂ ସେହିଥିରେ ଫ୍ରଡ୍ ର ଭୟ ନଥିବାରୁ SBI ଏମିତି ତରିକା ଆପଣେଇଛି । ତେବେ ଦିନକୁ ଦିନ ବ୍ୟାଙ୍କ୍ ଫ୍ରଡ ମାମଲା ବଢୁଥିବାରୁ ଏହାକୁ ଦୃଷ୍ଟି ରେ ରଖି ବ୍ୟଙ୍କ୍ ପକ୍ଷ ରୁ ଏହି ପଦକ୍ଷେପ ନିଆଜାଇଛି । ବିଭିନ୍ନ ସମୟ ରେ ଗ୍ରାହାକ ଙ୍କ ସୁବିଧା ପାଇଁ SBI ନିଜର ନୂଆ ନୂଆ ପ୍ଲାନ ମଧ୍ୟ ଘୋଷଣା କରିଥାଏ । ତେବେ ଏହି ନିୟମ ଲାଗୁ ହେବା ପରେ OTP ନିଜର ପଞୀକୃତ ମୋବାଇଲ କୁ ଆସିବ ।

ଉକ୍ତ OTP କୁ ଉପଯୋଗ କରି ଆପଣ ମାନେ ଉକ୍ତ ATM ରୁ ଟଙ୍କା ଉଠେଇ ପାରିବେ । ଗତ 2020 ର ବ୍ୟଙ୍କ୍ ପକ୍ଷରୁ OTP ଆଧାରିତ ସୁବିଧା ଆରମ୍ଭ କରାଜାଇଥିଲା । ତେବେ SBI ର ଗ୍ରାହାକ ଯଦି ଅନ୍ୟ ATM ରୁ ଅର୍ଥ ଉଠେଇବେ ସେହି କ୍ଷେତ୍ର ରେ ବି ଏହି ନିୟମ ଲାଗୁ ରହିବ ନାହିଁ । ନେସନାଲ ଫାଇନାନ୍ସ ସୁଇଚ ଲାଗୁ ହେବା ପରେ ଗ୍ରାହାକ ମାନେ ଅନ୍ୟ ATM ରୁ ଟଙ୍କା ଉଠେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *