ଶେଷରେ ସରିଲା ଅପେକ୍ଷା ଶେଷରେ ଏକାଠି ହେବେ ଆପଣଙ୍କ ପ୍ରିୟ ଯୋଡି ।

brasha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବହୁତ ବଡ ଖୁସୀ ର ଖବର କି ସେଷ ରେ ଏକାଠି ହେଲେ ଅନୁଭବ ଏବଂ ବର୍ଷା । ଏବଂ ବହୁତ ଶିଘ୍ର ବାପା ମାଆ ମାନେ ହିନି ମୁନ୍ ପାଇଁ ବି ପ୍ଲାନିଂ କରି ପାରନ୍ତି ଏହି ଦିଗ୍ଗଜ ଯୋଡି । ତେବେ ବନ୍ଧୁଗଣ କଣ ରହିଛି ଏହି ସଂମ୍ପର୍କିତ ଖବର ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ତେବେ ବନ୍ଧୁଗଣ ତା ପୂର୍ବ ରୁ ଆପଣ ମାନେ ଆମର ପୋଷ୍ଟ କୁ ଗୋଟିଏ ଲାଇକ୍ କରି ଦେବେ ।

ସେମିତି ରେ ଆପଣ ମାନେ ଏହି କଥା ବିଷୟ ରେ ସୁଣି ଥିବେ କି ବର୍ତମାନ ମୟ ରେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ତିକ୍ତତା ଲାଗି ରହିଛି । ଏହି ମଧ୍ୟ ରେ ଦୁହେଁ ଦୁହିଁଙ୍କ ବିପକ୍ଷ ରେ ଅଭିଯୋଗ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି କୋର୍ଟ ରେ । ବର୍ଷା ଙ୍କ ଅଭିଯୋଗ ବିଷୟ ରେ ଯଦି କହିବା ସେ କହିଛନ୍ତି କି ଅନୁଭବ ମହାନ୍ତି ପ୍ରତି ଦିନ ରାତି ରେ ମଦ ପିଇ କରି ଶାରୀରିକ ଏବଂ ମାନଶୀକ ନିର୍ଜାତନା ଦେଉ ଥିଲେ ବୋଲି ।

brasha

ହେଲେ ଯଦି ସେ ଏହାର ବିରୋଧ କରନ୍ତି ତେବେ ଅନୁଭବ ମହାନ୍ତି ତାଙ୍କୁ ଘରୁ ବାହାର କରି ଦେବେ ବୋଲି ଧମକ୍ ଦେଇ ଥିଲେ । ଏବଂ ପରେ ଅନୁଭବ କହିଛନ୍ତି କି ବର୍ଷା ତାଙ୍କ ପରିବାର କୁ ମାରି ଦେବା ପାଇଁ ଚେଷ୍ଟା କରି ଥିଲେ, ଅନୁଭବ ଙ୍କ କହିବା କଥା ଅନୁସାରେ ବର୍ଷା ପ୍ରିୟଦର୍ଷନୀ ତାଙ୍କ ବାପା ମାଆ ଙ୍କ ଠାରୁ ତାଙ୍କୁ ଅଲଗା କରିବା ପାଇଁ ଚାହାଁନ୍ତି ।

ସେମିତି ରେ ଏହି ଘଟଣା ରେ ଗତ ଅକ୍ଟୋବର 16 ତାରିଖ ଦିନ ବିଚାର ପତି ହୃଷୀକେଶ ରାୟ ଙ୍କ ଉକ୍ତ ସୁଣାଣିରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ମଧ୍ୟସ୍ଥତ କେନ୍ଦ୍ର ଜରିଆରେ ବୁଝାମଣା କରାଯିବ ସେହି ବିଷୟ ରେ ସୂଚନା ଦେଇଥିଲେ । ଏହି ଘଟଣା ର ବୁଝାମଣା ନିମନ୍ତେ 18 ତାରିଖରେ ମଧ୍ୟସ୍ଥିତ କରାଯିବ । ସୁପ୍ରିମକୋର୍ଟ ମଧ୍ୟସ୍ଥିତା ଟିମ୍ ଏହି ନିସ୍ପତି ନେଇଛନ୍ତି ।

anubhav

ଏହି ନିସ୍ପତି ଅପରାହ୍ନ 3 ଟା ବେଳେ ଭିଡିଓ କୋନଫ୍ରେନ୍ସିଂ ମାଧ୍ୟମରେ କରାଯିବ । ପୂର୍ବରୁ ଅନୁଭବ ଏବଂ ଓକିଲୋ ଅଶ୍ୱନୀ କୁମାର ଦୁବେ ଓ ବର୍ଷା ପ୍ରିୟଦର୍ଶନୀ ଓକିଲୋ ଙ୍କ ସହିତ ବୁଝାମଣା କରି ନଭେମ୍ବର 15 ତାରିଖ ମଧ୍ୟସ୍ଥିତା କରିବାକୁ ଠିକ୍ କରିଥିଲେ ହେଲେ ପରବର୍ତି ସମୟ ରେ ଏହାକୁ 18 ତୀରିଖ କୁ ଘୂଞ୍ଚି ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *