ଡିସେମ୍ବର 4 ତାରିଖରେ ଶେଷ ଗ୍ରହଣ ଲାଗିବା ପାଇଁ ଯାଉଛି । କିଛି ଦିନ ତଳେ ମାନେ 19 ନଭେମ୍ବର କୁ ଚନ୍ଦ୍ରଗ୍ରହଣ ଲାଗିଥିବା ବେଳେ ଡିସେମ୍ବର 4 ରେ ହେବାକୁ ଥିବା ଗ୍ରହଣ ପରେ ମଙ୍ଗଳ ଗ୍ରହ ନିଜର ରାଶି ପରିବର୍ତନ କରିବେ । ଏହି ସମୟ ରେ ରାହୁ ଏବଂ କେତୁ ବକ୍ରିୟ ସ୍ଥିତି ରେ ରହିବେ । ଏହି ସମୟ ରେ ତୁଳା ରେ ମଙ୍ଗଳ ରହିବ । ଚନ୍ଦ୍ରମା , ବୁଧ ଏବଂ ସୂର୍ଯ୍ୟ ଧନୁ ରାଶିରେ ରହିବେ । ମକର ଏବଂ କୁମ୍ଭ ରାଶିରେ ଶନିରହିବେ । ଏମିତି ରେ କିଛି ରାଶି ପାଇଁ ଶୁଭ ରହିବ କିିଛି ରାଶି ଏହି ଥର ମାଲାମାଲ ହେବାପାଇଁ ଯାଉଛନ୍ତି । ଏହି ଗ୍ରହଣ ଉପଛାୟା ଗ୍ରହଣ ହୋଇଥିବାରୁ ଏହାର ପ୍ରଭାବ ସବୁ ରାଶି ଉପରେ ପଡିବ ନାହିଁ ।
ସୂତକ କାଳ ମନାଯିବ ନାହିଁ କିନ୍ତୁ ପୂଜା ପାଠ କରି ପାରିବେ ନାହିଁ । ତେବେ ଏହି ଗ୍ରହଣ 4 ଡିସେମ୍ବର ସକାଳ 10 ଟା ବାଜି 59 ମିନିଟ୍ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 3 ଟା ବାଜି 8 ମିନିଟ୍ ପର୍ଯ୍ୟନ୍ତ ରହିବ । ହେଲେ ସୂତକ ସମୟ ପୂର୍ବଦିନ ରାତି 10.59 ମନିଟ ରୁ ଆରମ୍ଭ ହେବ । ପ୍ରଥମେ ରହିଛି ମେଷ ରାଶି ,ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ମାସ ଟି ବହୁତ ଭଲ ଖବର ନେଇ କରି ଆସୁଛି ,ଆପଣ ମାନଙ୍କ ପରିବାର ରେ ଯେକୈଣସି ବି ସମସ୍ୟା ରହୁ ଥିଲା । ସେହି ସବୁ ଆଗାମୀ ସମୟ ରେ ଦୂର ହେବ ।
ବେଳେ ଏହି ବର୍ଷ ରେ ପ୍ରେମ ସଂମ୍ପର୍କ ପାଇଁ ବହୁତ ଭଲ ଅଛି, କିନ୍ତୁ ନିଜ ସନ୍ତାନ କିମ୍ବା ଶିକ୍ଷାକୁ ନେଇକରି ଚିନ୍ତିତ ରହିପାରନ୍ତି । ଜୀବନସାଥୀଙ୍କ ସହ ସଂମ୍ପର୍କକୁ ନେଇ ଭାବୁକ ହୋଇପାରନ୍ତି ବୃଷ ରାଶି ଯଦି ଆମେ ଏଠାରେ ବୃଷ ରାଶି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ କହିବା ତେବେ ଏହି ମାସ ଟି ଆପଣ ମାନଙ୍କ ପାଇଁ ବହୁତ ଲ ରହିଛି, ଆପଣ ମାନଙ୍କୁ ଆପଣ ମାନଙ୍କ ଭାଗ୍ୟ ର ସଂମ୍ପର୍ଣ୍ଣ ସହଯୋଗ ମିଳିବ ,ବ୍ୟବସାୟ ହେଉ କି ଚାଷ କ୍ଷେତ୍ର ରେ ଆପଣ ମାନଙ୍କୁ ସବୁ କ୍ଷେତ୍ର ରେ ସଫଳତା ଦେଖିବା ପାଇଁ ମିଳିବ । ଏହା ଛଡା ଆପଣ ମାନଙ୍କ ନବ ବର୍ଷ ଟିବହୁତ ଉଜ୍ୱଳ ରହିବ ।
ମିଥୁନ ରାଶି ,ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ସୁଖ ସଂମୃଦ୍ଦି ରେ ପରି ପୂର୍ଣ୍ଣ ହେବେ । କର୍ମ କ୍ଷେତ୍ର ରେ ଆପଣ ମାନେ ସଫଳତା ହେବା ସହିତ । ମାସ ଟି ବହୁତ ଭଳ ରହିବ, ଆପଣଙ୍କର ପୂର୍ବ ବର୍ଷ ରୁ ଅଟକିଥିବା କାମ ପୁରା ହେବ ।ସଉଦାବାଜୀ ବହୁତ ସଫଳତା ଦେବ ବିଦେଶ୍ ଯିବାର ପ୍ରୟାସରେ ଓ ଧାର୍ମିକ କାର୍ଯ୍ୟରେ ସଫଲତା ପାଇବେ , ଜୀବନସାଥୀଙ୍କ ସହ ସଂମ୍ପର୍କକୁ ନେଇ ଭାବୁକ ହୋଇପାରନ୍ତି । କେଉଁ ଅଜ୍ଞାତ ଭୟରୁ ଚିନ୍ତିତ ହୋଇପାରନ୍ତି
କର୍କଟ ରାଶି ,ଆପଣ ମାନଙ୍କ ମାସ ଟି ବହୁତ ଭଲ ରହିଛି ଆପଣ ମାନେ ଯେମିି ଚାହିଁବେ ସେମିତି ହିଁ ମାସ କୁ କଟେଇ ପାରିବେ । ଏହି ମାସ ରେ ଆପଣ ମାନେ ବିଭିନ୍ନ ପ୍ରକାରର ଉନ୍ନତି ଦେଖିବା ପାଇଁ ପାଇବ , ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ। କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ। ଲମ୍ବା ଯାତ୍ରାର ଯୋଗ ଅଛି ,
ସିହଂ ରାଶି ଏହି ବର୍ଷ ଟି ଆପଣ ମାନଙ୍କ ପାଇଁ ବହୁତ ଭଲ ସମୟ ଏବଂ କର୍ମ କ୍ଷେତ୍ର ରେ ବହୁତ ଗୁଡ଼ିଏ ଉନ୍ନତି ନେଇ କରି ଆସୁଛି, ଆପଣ ମାନଙ୍କ କେରିଅର ରେ ବହୁତ ଉନ୍ନତି କରିବେ । ଏହି ମାସ ରେ ଆପଣ ମାନଙ୍କ ପାଇଁ ବିବାହ ରେ ଯୋଗ ଖୋଲୁ ଅଛି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେ , ସ୍ୱାସ୍ଥ୍ୟ ଭଲ ରହିବ। ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ
କନ୍ୟା ରାଶି ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ବର୍ଷ ରେ ସଫଳତା ହାସଲ କରିବେ, ଉନ୍ନତି ହେବ , ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ। କାର୍ଯ୍ୟଭାର ବଢ଼ିପାରେ। ସ୍ଵାସ୍ଥ୍ୟ ମାମଲାରେ ଶାରୀରିକ ଆଳସ୍ୟ ସହିତ ଅଳ୍ପ ଅସୁସ୍ଥତା ଅନୁଭବ ହେବ
ତୁଳା ରାଶି । କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ ଏହି ମାସରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇ ପାରିବ ନାହିଁ । ଏହି ବର୍ଷ ରେ ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରି ପାରିବେ। ଦୂର ସ୍ଥିତ ସ୍ନେହୀଜନ କିମ୍ବା ମିତ୍ର ମାନଙ୍କର ଶୁଭ ସମାଚାର ମିଳିବ ଏହି ବର୍ଷ ରେ। ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ
କୁମ୍ଭ ରାଶି । ମିତ୍ରମାନଙ୍କ ଏବଂ ସ୍ନେହୀ ଜନ ମାନଙ୍କର ସହିତ ସାକ୍ଷାତ କରିବେ। ସାଙ୍ଗ ମାନଙ୍କ ଠାରୁ ଲାଭ ହେବ। ଶୁଭ କାର୍ଯ୍ୟର ଆରମ୍ଭ କରିବା ପାଇଁ ଏହି ବର୍ଷ ଟି ଅନୁକୂଳ ଅଟେ କାର୍ଯ୍ୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିଙ୍କ ସାଥି ହେବାରେ ଆପଣ ଆନନ୍ଦିତ ରହିବେ। ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧିର ସମ୍ଭାବନା ଅଛି।
ମୀନ ରାଶି ଏହି ବର୍ଷ ଟି ବହୁତ ଭଲ ରହିଛି ଆପଣ ମାନେ ଏହି ମାସ ରେ ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ। ମାନସିକ ସୁସ୍ଥତା କମ ରହିବ। କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ନଚେତ୍ ଆପଣ ଙ୍କ ପାଇଁ ବର୍ଷ ଟି ବହୁତ ଶୁଭ
ବିଚ୍ଛା ରାଶି ,ଏହି ବର୍ଷ ଟି ଟିକିଏ ଅଲଗା ପ୍ରକାରର ରହିଛି । ଏହି ବର୍ଷ ରେ ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବ ଯେ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛରେ ଆପଣଙ୍କର ଖରାପ କରୁଛନ୍ତି । ବାହରକୁ ବୁଲିବାକୁ ଏବଂ ମନୋରଞ୍ଜନ ପ୍ରବୃତ୍ତି ପାଇଁ ସମୟ କଟାଇବେ। ପରିଜନ ଏବଂ ମିତ୍ରମାନଙ୍କର ମଧ୍ୟ ଏହି ପ୍ରବୃତ୍ତିରେ ସମାବେଶ କରିବେ, ଯାହା କି ତାଙ୍କୁ ନେଇ ମଧ୍ୟ ବର୍ଷ ଟି ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପୂରା ବର୍ଷ ପ୍ରଫୁଲ୍ଲିତ ରହିବେ। ଆପଣଙ୍କ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ ,
ଧନୁ ରାଶି । ଆପଣ କେତେକ ପରିସୀମା ପର୍ଯ୍ୟନ୍ତ ଏକ ଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ତେଣୁ ଆପଣ ମାନେ ଏହି ବର୍ଷ ରେ ଟିକିଏ ସାବଧାନ ରହିବେ । ଶାରୀରିକ ଏବଂ ମାନସିକ ସୁସ୍ଥତା ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ ,
ମକର ରାଶି , ଏହି ରାଶି ର ବ୍ୟକ୍ତି ମାନଙ୍କୁ କହିବୁ କି ବର୍ଷ ଟି ବହୁତ ଭଲ ରହିଛି ତଥା କିଛି ସ୍ଥାନ ରେ ଭୁଲ ହୋଇ ପାରେ । ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ତେଣୁ ଏହି ବର୍ଷ ରେ କମ୍ ଦୟା କରନ୍ତୁ ,ପାରିବାରିକ ସଦସ୍ୟମାନଙ୍କ ସହିତ ସୁଖ ଶାନ୍ତିରେ ଦିନ କଟିବ। ତାଙ୍କର ସହଯୋଗ ମିଳିବ
ମୀନ ରାଶି । ସ୍ତ୍ରୀ ମିତ୍ରମାନଙ୍କର ବିଶେଷ ସହାୟତା ପ୍ରାପ୍ତ କରି ପାରିବେ। ଦୂରସ୍ଥ ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସଂପର୍କ କିମ୍ବା ସଂଦେଶ ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ। ଏହି ବର୍ଷ ରେ ଯେଉଁ ମାନେ ବିବାହ ହୋଇ ନାହାଁନ୍ତି ସେମାନଙ୍କ ଯୋଗ ଫିଟିବା ପାଇଁ ଜାଉଛି ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।