ଝିଅମାନେ ନିଜ ପାର୍ଟନରଙ୍କ ଠାରୁ କଣ ଚାଁହାନ୍ତି ଦେଖନ୍ତୁ

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ ମାନେ ନିଜର ପାର୍ଟନର ଙ୍କ ଠାରୁ କଣ ଚାହାଁନ୍ତି ଆସନ୍ତୁ ଜାଣିନେବା । ବନ୍ଧୁଗଣ ପ୍ରେମ ସମସ୍ତ ଙ୍କ ପାଇଁ ପବିତ୍ର ଏବଂ ସାତ୍ୱିକ ହୋଇଥାଏ । ଯେତେ ବେଳେ ପୁଅ ଝିଅ ଉଭୟ ପ୍ରେମ ରେ ପଡନ୍ତି ସେତେ ବେଳେ ସେମାନଙ୍କ ଉପଯୁକ୍ତ ପାର୍ଟନର ଙ୍କୁ ସେମାନଙ୍କ ମଧ୍ୟରେ ଦେଖନ୍ତି । ଏବଂ ପ୍ରେମ ସଂମ୍ପର୍କ ପ୍ରଥମେ ଆରମ୍ଭ ହୁଏ ବନ୍ଧୁତ୍ୱରୁ ଆଉ ତା ପରେ ଦୁହେଁ ଦୁହିଁଙ୍କୁ ବୁଝି ପାରିଲେ ଦୁହିଁଙ୍କ ମଧ୍ୟରେ ବିଶ୍ୱାସ ଗଢିଉଠେ ସେତେ ବେଳେ ପ୍ରେମ ହେବାକୁ ବେଶୀ ସମୟ ଲାଗେ ନାହିଁ ।

ସାଧାରଣତଃ ପ୍ରେମ ସଂମ୍ପର୍କ ମୂ୍ଲ୍ୟବାନ ହୋଇଥାଏ । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ପ୍ରେମ ରେ ସବୁଠୁ ଅଧିକ ଝିଅ ମାନେ କଣ ଚାହାଁନ୍ତି ଜାଣନ୍ତି କି । ଏବଂ କେଉଁ କାରଣ ପାଇଁ ପ୍ରେମ ସବୁ ଦିନ ପାଇଁ ସଦୃଢ କରିହୁଏ । ତାହା ଆଜି ଆମେ ଏଠାରେ ଜଣେଇବୁ ।

love

ତେବେ ପ୍ରଥମେ ହେଲା ବିଶ୍ୱାସ ଝିଅ ମାନେ ସବୁ ବେଳେ ଚାହାଁନ୍ତି କି ତାଙ୍କ ପାର୍ଟନର ତାଙ୍କୁ ସବୁଠୁ ଅଧିକ ବିଶ୍ୱାସ କରୁ । ତାଙ୍କ କଥାର ଇଜ୍ଜତ ରଖୁ ଏବଂ ତାଙ୍କୁ କେବେ ବି ଅନ୍ୟ କଥାରେ ପଡି ସଂନ୍ଧେହ ନକରୁ ।

ଦୁଇ ରେ ହେଲା ଯତ୍ନ ଝିଅ ମାନେ ଚାହାଁନ୍ତି କି ଏମିତି କେହି ସେମାନଙ୍କ ଜିବନରେ ଆସନ୍ତୁ ଯିଏକି ବହୁତ ଯତ୍ନ ନିଅନ୍ତୁ । ଏବଂ ତାଙ୍କର ସବୁ ପରିସ୍ଥିତିରେ ତାଙ୍କ ସହିତ ହାତ ମିଶେଇ ଚାଲନ୍ତୁ ।

ତିନିରେ ହେଲା ବାରମ୍ବାର ମନେ ପକେଇବା ଝିଅ ମାନେ ଚାହାଁନ୍ତି କି ସେମାନଙ୍କ ଜିବନ ସାଥି ସେମାନଙ୍କୁ ବାରମ୍ବାର ମନେ ପକାଉ । ଏବଂ ସେମାନଙ୍କ ଅନୁଭବ କୁ ନିଜ ପାଖେ ପରିଲକ୍ଷିତ କରନ୍ତୁ । ସେହି ପରି ବିଶ୍ୱାସ ଦେଇ ବିଶ୍ୱାସ ରଖିବା ବି ଝିଅ ମାନେ ନିଜର ପାର୍ଟନର ଙ୍କ ଠାରୁ ଚାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *