ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଗୁନ ଗୁନ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଏବଂ ଲୋକପ୍ରିୟ ଏଙ୍କର ଗୁନ ଗୁନ ଙ୍କ ବାହାଘର ହୋଇ ସାରିଛ । ଆଜି ତାଙ୍କର ବିବାହ ସଂମ୍ପର୍ଣ୍ଣ ହୋଇଛି । ଜାହାକ ଏକ ଭିଡ଼ିଓ ଏବଂ କିଛି ଫୋଟ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଛନ୍ତି ।
ବହୁତ ଦିନରୁ ଗୁନ ଗୁନ ଙ୍କ ବିବାହ କୁ ନେଇ ଫେନ୍ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ସାଜି ସାରିଥିବା ଏହି ଅଭିନେତ୍ରୀ ଜଣଙ୍କ ବର୍ତମାନ ସମୟ ରେ ବିବାହ କରିସାରିଛନ୍ତି । ତେବେ ଓଡିଆ ଆଲବମ୍ ଦୁନିଆଁ ରୁ ନିଜର କେରିଅର ସ୍ଥାପନା କରିଥିବା ଏହି ଅଭିନେତ୍ରୀ ଜଣଙ୍କ ବହୁତ ସିନେମା ଆଦିରେ କାର୍ଯ୍ୟ ମଧ୍ୟ କରିଛନ୍ତି ।
ବିଗତ ଦିନ ମାନଙ୍କରେ ସେ ଆଉ ଫିଲ୍ମ ଏବଂ ସିିରିଏଲ ରେ ନଜର ଆସୁନଥିଲେ ମଧ୍ୟ ବହୁତ ସମୟ ରେ ରିଆଲିଟି ସୋ ମାନଙ୍କରେ ଏଙ୍କରିଂ କରୁଥିବାର ଦେଖିବା ପାଇଁ ମିଳନ୍ତି । ଜାହା ପାଇଁ ସାରା ଓଡିଶା ରେ ସେ ନିଜର ଏକ ନାମ ବି ବନେଇ ପାରିଛନ୍ତି । ବିବାହ ବିଷୟ ରେ କହିବା ଗଲେ ସେ ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।
ଏଥିସହିତ ତାଙ୍କର ବିବାହରେ ଓଲିଉଡ ର ବି ବହୁତ ସେଲିବ୍ରେଚି ମାନେ ଯୋଗ ଦେଇଥିବାର ଦେଖିବା ପାଇଁ ମିଳିଛନ୍ତି । ଜାହାର ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଆପଣ ମାନଙ୍କୁ ଗୁନ ଗୁନ ଙ୍କ ଏଙ୍କରିଂ ଏବଂ ଅଭିନୟ କେମିତି ଲାଗେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।