ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ଅନ୍ୟତମ ଏବଂ ସଫଳତମ ଅଭିନେତ୍ରୀ ଭାବେ ପରିଚିତ ପ୍ରିୟଙ୍କା ଚୋପ୍ରା ଏବେ ନିକ୍ ଜୋନ୍ସ ଙ୍କ ସହିତ ଖୁସୀରେ ସଂସାର ଗଢିବାରେ ବ୍ୟସ୍ତ ରହିଛନ୍ତି । ଏବଂ ସେହି ପରି ବେଳେ ପ୍ରିୟଙ୍କା ଚୋପ୍ରା ଏବେ ନିଜର ସ୍ୱାମୀ ଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି ।
ବର୍ତମାନ ସମୟ ରେ ଏହି ସେଲିବ୍ରେଟି ଯୋଡି ବେସ ଚର୍ଚ୍ଚା ରେ ରହୁଥିବା ବେଳେ ଏବେ ପ୍ରିୟଙ୍କା ଚୋପ୍ରା ନିଜର ସ୍ୱାମୀ ଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ସେ ବର୍ତମାନ ନିଜର ସ୍ୱାମୀ ପାଇଁ ରାତିରେ ଶୋଇ ପାରିନାହାଁନ୍ତି । ଏହି ଦିନରେ ପ୍ରିୟଙ୍କା ଚୋପ୍ରା ନିଜର ଏକ ଇଣ୍ଟର୍ଭୁ ରେ କହିଛନ୍ତି କି ନିକ୍ ଙ୍କ ପାଇଁ ତାଙ୍କୁ ରାତି ଅନିଦ୍ରା ରହିବାକୁ ପଡୁଛି ।
ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଏମିତି ହେଉଥିବା ସେ କହିଛନ୍ତି । ସେ ଦିର୍ଘଦିନ ହେଲା ମଧୁମେୟ ରୋଗ ରେ ପୀଡିତ ରହିଛନ୍ତି । ସେ ନିଜର ସ୍ୱାସ୍ଥ୍ୟ ଅସୁବିଧା କୁ ନେଇ ସ ସଚେତନ ଅଟନ୍ତି ଯେଉଁଥିପାଇଁ ରାତିରେ ତାଙ୍କ ସୁଗାର୍ ସ୍ଥର କମ ହେଲେ ମଧ୍ୟ ସେ ଜାଣିପାରନ୍ତି।
ପ୍ରିୟଙ୍କା ଚୋପ୍ରା ଏହା ମଧ୍ୟ କହିଛନ୍ତି କି ଯେଉଁ ଦିନ ରାତିରେ ନିକ୍ ଙ୍କ ସୁଗାର ଲେବୁଲ ବଢିଯାଏ । ସେହି ଦିନ ସେ ବହୁତ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି । ସ୍ୱାମୀ ଙ୍କୁ ଏହି ପରି କଷ୍ଟ ମଧ୍ୟରେ ଦେଖି ସେ ରାତି ରେ ଅନିଦ୍ରା ହେବାକୁ ବାଧ୍ୟ ହୋଇଥାନ୍ତି ।
ପ୍ରିୟଙ୍କା ନିକଙ୍କ ସହିତ ଆମେରିକାରେ ରହୁଥିବା ବେଳେ ସେଠାରେ ସ୍ତ୍ରୀ ସ୍ୱାମୀର ଧ୍ୟାନ ରଖିବାକୁ ବାଧ୍ୟ ନୁହେଁ। କିନ୍ତୁ, ପ୍ରିୟଙ୍କା ଯେଉଁଭଳି ଭାବରେ ନିକଙ୍କର ଧ୍ୟାନ ରଖୁଛନ୍ତି ତାହାକୁ ନେଇ ଲୋକେ ତାଙ୍କୁ ବେସ୍ ପ୍ରଶଂସା କରୁଛନ୍ତି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।