ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ କୋରନା ର ନୂଆ ଭେରିଆଣ଼୍ଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି । ସେହି ଦେଶରୁ ଯେଉଁ ମାନେ ଆସିବେ ସେମାନଙ୍କର ବିମାନ ବନ୍ଦର ରେ କୋଭିଡ ଟେଷ୍ଟ କରାଯିବ । ଯଦି ପଜେଟିଭ ଆସିବେ ତେବେ ସେମାନଙ୍କ ସାମ୍ପୁଲ ଏବଂ ଜେନିଂ ସିକ୍ୟୁଏନ୍ସ ପାଇଁ ପଠାଯିବ ।
ବର୍ତମାନ ସମୟ ରେ ବିଦେଶ ଫେରନ୍ତା ଉପରେ ରହିଛି ନଜର । ସେମାନେ 10 ଦିନ ସଂଙ୍ଗରୋଧ ରେ ରହିବେ। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନିରଞନ ମିଶ୍ର ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଆହୁୀ ମଧ୍ୟ କହିଛନ୍ତି କି କୋରନା ର ନୂଆ ଭେରିଆଣ୍ଟ ପାଇଁ ଖୁବ ଶୀଘ୍ର ଆଡଭାଇଜରି ଜାରି କରିବେ ରାଜ୍ୟସରକାର । ସମସ୍ତ ଜିଲ୍ଲାପାଳ, ସିଡ଼ିଏମଓ ଓ ମୁନସିପାଲିଟି କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି। ଏବେ ସ୍କୁଲ କଲେଜ ଏବଂ ହଷ୍ଟେଲ ଉପରେ କଡା କଡି ଭାବେ ନଜର ରଖିବା ପାଇଁ ନିର୍ଦ୍ଧେଶକ ଦିଆଜାଇଛି । ତେବେ ଏବେ ଫୋକସ ରେ ତିନି “ଟି” ଟେଷ୍ଟିଙ୍ଗ , ଟ୍ରାକିଂ , ଟ୍ରିଟମେଣ୍ଟ ଏବଂ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ କୁହାଜାଇଛି । ସ୍କୁଲ , କଲେଜ ଏବଂ ହଷ୍ଟେଲ ରେ ସ୍ୱତନ୍ତ୍ର ସଂଙ୍ଗରୋଧକ କେନ୍ଦ୍ର କରିବା ପାଇଁ କୁହାଜାଇଛି ।
ତେବେ ଯଦି ସ୍ତିତି ବିଗିଡେ ତେବେ ଓଡିଶା ସହିତ ସାରା ଦେଶ ପୁଣି ଲକଡାଉନ ସ୍ତିତିକୁ ଫେରି ପାରେ ବୋଲି ଆକଳନ କରା ଜାଉଛି । ତେବେ ଭାରତରେ ନୁଆ ଭ୍ୟାରିୟଣ୍ଟ ଏବେ ଯାଏ ଦେଖା ଦେଇ ନଥିଲେ ମଧ୍ୟ ବିଦେଶ ଫେରନ୍ତା ତଥା ବିବାହ ସିଜିନ ରେ ଜନ ଗହିଳି ଏହି ପରିସ୍ତିତିକୁ ଜଟିଳ କରିପାରେ ବୋଲି ଆକଳନ କରା ଜାଉଆଛି ।
ଭାରତରେ କରୋନାର ଭୟାବହତା କାରଣରୁ ପୁଣି ଥରେ ଲକଡାଉନ ହୋଇପାରେ ବୋଲି ଲୋକମାନେ ଆଶଙ୍କା ଜାଗ୍ରତ କରୁଛନ୍ତି। ତେବେ ଏହାକୁ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ଲକଡାଉନ ଲାଗୁ କରିବା ଭଳି ସ୍ଥିତି ଜାଗ୍ରତ ହୋଇନାହିଁ। ଯଦି ଦରକାର ପଡେ , ତେବେ ପୁଣି ଥରେ ଏହା ଘୋଷଣା କରା ଜିବ । ତେବେ ଏବେ ଯାଏ ଏହା ସ୍ପଷ୍ଟ ହୋଇନି କି ଲକ ଡାଉନ ଘୋଷଣା ହେବ କି ନାହିଁ ।
ଏହି ଭଳି ଖବର ପ୍ରତିଦୁନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।