ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆମେ ଆଜି କଞ୍ଚା ଏବଂ ପାଚିଲା ବେଲ ର ଔଷଧୀୟ ଗୁଣ ବିଷୟ ରେ ଜାଣିବା ପ୍ରଥମେ ବେଲ ଚେର ବାଟି ଲେପ ଦେଲେ ସ୍ତନ ହରା ଯେଉଁଟାକୁ ଗାଁ ଗହଳ ରେ ସ୍ଥନ ହରା ବୋଲି କୁହା ଯାଏ ତାହା ଭଲ ହୋଇ ଥାଏ , କଅଁଳ ବେଲ ପତ୍ର ଏବଂ ଗୋଲମରିଚ ସହିତ ସେବନ କରିଲେ ମଳବଦ୍ଧତା ବା ଅର୍ଶ ଭଲ ହୋଇ ଥାଏ ଡାଇରିଆ , ପେଟ ବ୍ୟଥା , ଅଜିର୍ଣ୍ଣ ଭଳି ସମସ୍ୟା ହେଲେ ବେଲ ସୁଣ୍ଠା ଏବଂ ସୁଣ୍ଠୀ ସମାନ ଭାବେ ମିଶେଇ ପୁରୁଣା ଗୁଡ ସହିତ ଏହି ଚୂର୍ଣ୍ଣ ମିଶେଇ କରି ଦିନ କୁ ଦୁଇ ଚାମଚ ଦୁଇ ଥର ଖାଇଲେ ଚାରି ରୁ ପାଞ୍ଚ ଦିନ ମଧ୍ୟ ରେ ଏହା ସଠିକ୍ ହୋଇ ଥାଏ ।
ବେଲ ପତ୍ର ,ବାସଙ୍ଗ ପତ୍ର , ନିମ୍ବ ପତ୍ର , ବେଗୁନିଆ ପତ୍ର ସମଭାଗ ଏବଂ ହଳଦୀ 10 ଖଣ୍ଡ ହରିଡା 10 ଟି ସଂଗିବ୍ଧ ଲବଣ ସହିତ ଏକତ୍ର ବାଟି ଲଗେଇଲେ କୁଣ୍ଡିଆ ଭଲ ହୋଇ ଥାଏ । ମଧୁମେୟ ରୋଗ ଆରମ୍ଭ ବା ଅଳ୍ପ ବୟସ ରେ ମଧୁମେୟ ରୋଗ ହୋଇ ଥିଲେ 4 ଚାମଚ ବେଲ ପତ୍ର ରସ ଏବଂ ଅଧା ଚାମଚ ମହୁ ଦୁଇ ଥ ଲେଖାଏ ଖାଲି ପଟରେ ଖାଇବା ପାଇଁ ଦିଆ ଗଲେ ଦୁଇ ରୁ ଚାରି ସପ୍ତାହ ମଧ୍ୟ ରେ ମୂତ୍ର ଦେଇ ସର୍କରା ବାହାରି ଜାଇ ଥାଏ ,
ସେହି ପରି ଆଖି ଧରିବା ଲେଞେରା ହେବା ବା ଆଖି ରୁ ପାଣି ଗଡିଲେ , ବେଲ ପତ୍ର କୁ ଉଷମ କରି ଘଣ୍ଟାଏ ଦୁଇ ଘଣ୍ଟା ପାଇଁ ବାନ୍ଧି ଦେଲେ ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଭଲ ହୋଇଥାଏ । ଝାଡା ଏବଂ ବାନ୍ତି ହେଲେ ବେଲ ଫୁଲ କୁ ପାଣି ରେ ବାଟି ଦୁଇ ରୁ ଚାରି ଚାମଚ ବାଟି ଦିନ କୁ ଦୁଇ ଥର ପିଇଲେ ରୋଗ ଶିଘ୍ର ଆରୋଗ୍ୟ ହୋଇ ଥାଏ , ପାକସ୍ଥଳୀ ରୋଗ ପାଇଁ ବେଲ କଶୀ ସହିତ ଚାରି ରୁ ପାଞ୍ଚ ଗ୍ରାମ୍ ଗୋଲମରିଚ ମିଶେଇ ଖାଇଲେ ପାକସ୍ଥଳୀ ରୋଗ ରୁ ମୁକ୍ତି ମିଳେ ,
ବେଲ ଚେର କୁ ସୁଖେଇ ପାଣି ଭେଦି ଦେଲେ ତାର ଉପର ଚେର କୁ ପାଣି ରୁ ବାହାର କରି ସେବନ କରିଲେ ଥଣ୍ଡା ଏବଂ କାଶ ପରି ସମସ୍ୟା ଦୂର ହୋଇ ଥାଏ । ପାଚିଲା ବେଲ ର ମଞୀ କୁ ବାହାର କରି ଘଣା ରେ ଘ଼ଡି ବେଲ ତେଲ ବାହାର କରି ତ୍ରୀଫଳା ଗୁଣ୍ଡ ସହିତ ମିଶେଇ ଦିନ କୁ ଦୁଇ ଥର ସେବନ କରିଲେ ବାଟ ଏବଂ ପେଟ ଜନିତ ରୋଗ ଭଲ ହୋଇ ଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।