ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ କାଳିଆ ଯୋଜନା ବିଷୟ ରେ ନିହାତି ଭାବେ ଜାଣିଥିବେ ଜାହାକି ଏହି ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ପଇସା ମଧ୍ୟ ଆସିଥାଏ । ହେଲେ ଯଦି ଆପଣ ମାନଙ୍କୁ ଏହିଥିରେ ପଇସା ଆସୁନାହିଁ ଆପଣ ମାନଙ୍କ ନାମ ରହିଛି ବା ପଇସା ପେଣ୍ଡିଙ୍ଗ୍ ରେ ରହିଛି । ତେବେ ଆପଣ ମାନଙ୍କୁ ଡିସେମ୍ବର 4 ପୂର୍ବରୁ କିଛି କାମ କରିନେବା ଜରୁରୀ ଅଟେ ।
ତେବେ ଆମେ ଏଠାରେ ଆପଣ ମାନଙ୍କୁ ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ଜଣେଇବୁ । ତେବେ ଆପଣ ମାନେ ଯେତେବେଳେ କାଳିଆ ଯୋଜନା ର ଯେଉଁ ୱେବସାଇଟ ରହିଛି kalia.odisha.gov.in ରେ ଯିବାକୁ ପଡିବ ପରେ ଆପଣ ମାନେ OnlineGrievance ଦେଖିବା ପାଇଁ ପାଇବେ ଯେଉଁଠାରେ ଆପଣ ମାନଙ୍କୁ ଲେଖା ସୋ କରିବ କି ଏହା 4/12/2021 ରେ ବନ୍ଧ ହୋଇଯିବ।
ଏହା ପରେ ଚାହିଁଲେ ବି ମଧ୍ୟ ଆପଣ ମାନେ କରିପାରିବେ ନାହିଁ । ଏହା ପୂର୍ବରୁ ଆପଣ ମାନଙ୍କର କୈଣସି ଅସୁବିଧା ରହିଥିଲେ ଆପଣ ମାନେ ନିଶ୍ଚିତ ଭାବେ କରିପାରିବେ । ତେବେ ଆପଣ ମାନଙ୍କର କିଛି ବି ସେମିତି ଅସୁବିଧା ରହିଥିଲେ ଆପଣ ମାନେ 1. Filing a grievance
2. New Application ଫର୍ମ ଫିଲପ୍ କରିପାରିବେ ।
ଏହିଥିରେ କରିବା ପାଇଁ ଆପଣ ମାନଙ୍କୁ Photocopy of Passbook ଦରକାର ପଡିବ । ତେବେ ଏହା ସହିତ ଆପଣ ମାନଙ୍କର ଏଡିସନାଲ ଡକ୍ୟୁମେଣ୍ଟ କଣ ଯଦି ଆପଣ ମାନେ ସ୍ମଲ ଏବଂ ମାର୍ଜନାଲ ଫାର୍ମାର ଅଟନ୍ତି Photocopy of Land Record 3. For a Landless Laborer ଏହା ସହିତ ଲେବର ମାନଙ୍କ ପାଇଁ ବି ଏଠାରେ ଜରୁରୀ ପଡିବ ।
ହେଲେ ଆପଣ ମାନେ ଏଠାରେ ଭୂମିହୀନ ହୋଇଥିଲେ ଆପଣ ମାନଙ୍କୁ MGNREGA Card ଜରୁରୀ ପଡିବ । ଏବଂ ପରେ ଏହି ଜିନିଷ ଟି ଆପଣ ମାନଙ୍କୁ କରିବା ପରେ ପ୍ରସିଡ ରେ କ୍ଲିକ୍ କରିବାକୁ ପଡିବ । ଏବଂ ପରେ ନିଜର ଆଧାର ନଂ ଏବଂ ରାସନ କାର୍ଡ ଦେଇକରି ସୋ କରି ଆପଣ ମାନେ ଚେକ୍ କରିପାରିବେ । ଜାହାବି ଆପଣ ମାନଙ୍କର ଡକ୍ୟୁମେଣ୍ଟ ଭୁଲ ରହିଥିବ ଆପଣ ମାନେ ଆପଲୋର୍ଡ କରିପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।