୪ ଡିସେମ୍ବରକୁ ଓଡିଶାରେ ଭୀଷଣ ବାତ୍ୟା । ଏହି ଜିଲ୍ଲା ଭାଷିଯିବ

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡା ଏବଂ ନିକଟସ୍ଥ ଆଣ୍ଡାମାନ ସାଗର ରେ ଗୋଲ୍ଫ ଅଫ ଥାଇଲାଣ୍ଡ ରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗର ରେ ପହଁଚିବ । ଏହା ପରେ ଏହା ଧିରେ ଧିରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗର ରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏହାର ନିକଟସ୍ଥ କେନ୍ଦ୍ରିୟ ବଙ୍ଗୋପସାଗର ରେ ଡିଫରେସନ ର ରୂପ ନେବ ।

rain

ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ର ଚିଫ୍ ମୃତ୍ୟୁଞୟ ମହାପାତ୍ର ଙ୍କ ସୂଚନା ଅନୁସାରେ ଡିସେମ୍ବର 4 କୁ ଓଡିଶା ଏବଂ ଏହାର ନିକସ୍ଥ ଉତ୍ତର ଆନ୍ଧ୍ରପ୍ରଦେଶ ନିକଟରେ ପହଁଚିବ । ଏହା ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ଏବଂ ନିକଟସ୍ଥ ଦୀପ ଓ ଏହାର ନିକଟସ୍ଥ ପୂର୍ବ କେନ୍ଧ୍ରିୟ ବଙ୍ଗୋପସାଗର ରେ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅସାନ୍ତ ରହିବ । ଆଜି ପବନର ବେଗ 40 ରୁ 50 କିଲୋମିଟର ରହିପାରେ ଏବଂ ଆସନ୍ତା କାଲି ଏହା ବଢି ଘଣ୍ଟା ପ୍ରତି 45 ରୁ 55 କିଲୋମିଟର ଟପିବ ।

ସେହି ପରି 2 ତାରିଖ ବେଳକୁ ପବନର ବେଗ 55 ରୁ 60 ମଧ୍ୟ ଛୁଇଁ ପାରେ । ଧିରେ ଧିରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି 4 ତାରିଖ ବେଳକୁ ଯେତବେଳେ ଏହା ପହଁଚିବ ସେହି ସମୟ ରେ ପବନର ବେଗ ଆହୁରୀ ବଡିବ ।

Heavy rain

ଏହା ସହିତ ଶ୍ରୀ ମହାପାତ୍ର ଙ୍କ କହିବା ଅନୁସାରେ ଏବେ ଯେଉଁମାନେ ବିଲରେ ଧାନ ଅମଳ କରିନାହାଁନ୍ତି ସେମାନଙ୍କୁ ବହୁତ ଜଲ୍ଦି ଧାନ ଅମଳ କରିନେବା ଉଚିତ୍ ଏବଂ ଏହାକୁ ଏକ ନିରାପଦ ସ୍ଥାନରେ ରଖିବା ଉଚିତ୍ । ଏବଂ ବାତ୍ୟା ସତର୍କ ସୂଚନା ଅନୁସାରେ ପଦକ୍ଷେପ ଗ୍ରହଣ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *