ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ଫିଲ୍ମ ବା ସିରିଏଲ ନିଶ୍ଚିତ ଭାବେ ଦେଖୁ ଥିବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି କେଉଁ କେଉଁ ଅଭିନେତ୍ରୀ ମାନେ ଅଭିନୟ ଜଗତ ରୁ ଭଲ ପାଇ ବିବାହ କରିଛନ୍ତି ବୋଲି ତେବେ ବନ୍ଧୁଗଣ ଏହି ବିଷୟ ରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନଶ୍ଟିତ ଜାଣି ପାରିବେ ।
ତେବେ ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମ ନମ୍ବର ରେ ଆସୁଛନ୍ତି ତୁସାର ଏବଂ ମାହୀ ସେମିତି ରେ ଏହି ଦୁହିଁଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ ଏମାନେ ଅଭିନୟ ଜଗତ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।
ଏହା ପରେ ଦୁଇ ରେ ଆସୁଛନ୍ତି ମଣ୍ଟୁ ଏବଂ ଆନିସା ସେମିତି ରେ ଆପଣ ମାନେ ମଣ୍ଟୁ ଏବଂ ଆନିସା ଙ୍କୁ ବହୁତ ସାରା ସିରିଏଲ ମାନଙ୍କ ଦେଖି ଥିବେ ଆପଣ ମାନେ ତାଙ୍କର ଅଭିନୟ କୁ ବି ପସନ୍ଦ କରୁ ଥିବେ ସେମିତି ରେ ଏମାନେ ବି ଏହି ସିରିଏଲ ରୁ ହିଁ ଭଲ ପାଇ ବିବାହ କରିଛନ୍ତି ।
ଏହା ପରେ ତିନି ରେ ଆସୁଛନ୍ତି ରାଜୁ ଏବଂ ଭୈରବୀ ଏମାନେ ତୁ ମୋ ଜିବନ ସାଥି ସିରିଏଲ ରୁ ଭଲ ପାଇ ବିବାହ କରି ଥିବା ବେଳେ ଏମାନଙ୍କୁ ଆପଣ ମାନେ ବହୁତ ଆଲବମ୍ ମାନଙ୍କ ରେ ବି ଦେଖି ଥିବେ , ଏହା ପରେ ଚାରି ରେ ଆସୁଛନ୍ତି ଅନୁଭବ ଏବଂ ବର୍ଷା ଏମାାନେ ବି ଫିଲ୍ମ ସୁଟିଂ ସେଟ୍ ରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ ,
ସେହି ପରି ବନ୍ଧୁଗଣ ଆପଣ ମାନେ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଙ୍କୁ ଜାଣି ଥିବେ ସେମାନେ ବି ଫିଲ୍ମ ଟେଟ୍ ରୁ ଭଲ ପାଇ ବିବାହ କରି ଥିବା ବେଳେ ତାଙ୍କର ପୁଅ ମାନେ ବାବୁସାନ ମହାନ୍ତି ଏବଂ ତାଙ୍କର ପତ୍ନୀ ତୃପ୍ତି ବି ଭଲ ପାଇ ବିବାହ କରିଛନ୍ତି ।
ସେହି ପରି ଆପଣ ମାନେ ରୁଦ୍ର ଏବଂ ଜିନା ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ଏମାନେ ବି ଏହି ଦିନ ରେ ଏକ ସ୍ୱୟଂ ବର ମାଧ୍ୟମ ରେ ବିବାହ କରି ଥିବା ବେଳେ ପ୍ରଥମ ରୁ ଏମାନେ ଭଲ ପାଇ ବିବାହ କରିଛନ୍ତି । ତେବେ ଆପଣ ମାନଙ୍କୁ ଏହି ସବୁ ଯୋଡି ମାନଙ୍କ ମଧ୍ୟ ରେ କେଉଁ ଯୋଡି ବେସୀ ପସନ୍ଦ କମେଣ୍ଟ କରିବେ ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।