ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଜର ବଢୁ ଥିବା ଓଜନ ପାଇଁ ଚିନ୍ତିତ ରହିଛନ୍ତି ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ରମେଡି ନେଇ କରି ଆସିଛୁ ଆପଣ ମାନଙ୍କ ଓଜନ କୁ କମ୍ କରିବା ପାଇଁ କୈଣସି ବର ଦାନ ଠାରୁ କମ୍ ନୁହେଁଁ ,କେବଳ କିଛି ଘୋରଇ ଜିନିଷ ସହାୟତା ରେ ଆମେ ଏହି ଜିନିଷ କୁ ବନେଇବା ,ଅନେକ ଲୋକ ମାନେ ଜିମ୍ ରେ ଝାଳ ବୁହାନ୍ତି ହେଲେ ସେମାନଙ୍କୁ କୈଣସି ଫାଇଦା ମିଳେ ନାହିଁ ହେଲେ ଆମେ ଆଜି ଆପଣ ମାନଙ୍କୁ ଏମମିତି କିଛି ନୁସ୍ଖା ବେନଇ କରି ଦେଖେଇବୁ ଯାହା ଆପଣ ମାନଙ୍କର ଏହି ମୋଟା ପଣ କୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଦେବ ।
ତେବେ ଆସନ୍ତୁ ଜାଣି ନେବା ତେବେ ବନ୍ଧୁଗଣ ଏହା ପାଇଁ ଆପଣଙ୍କୁ ପ୍ରଥମେ ପିମ୍ପଳି ଆବଶ୍ୟକ ପଡିବ ଏହି ଥିରେ ଏମିତି କିଛି ତତ୍ୱ ରହିଛି ଯାହା ଆପଣ ମାନଙ୍କର ଚର୍ବି କୁ କମେଇବା ପାଇଁ ବହୁତ ଅଧିକ ଭଲ ସାବ୍ୟସ୍ତ ହୋଇ ଥାଏ ଏହା ଶରୀର ଆଳସ୍ୟ ଏବଂ ଆମର ଡାଇଜେଷ୍ଟିବ୍ ସିଷ୍ଟମ୍ କୁ ଭଲ ରଖେ ଏହାର ବ୍ୟବହାର ରେ ଆପଣ ମାନଙ୍କ କବଜ ଆଖି ସମନ୍ଧିତ ସମସ୍ୟା ଏବଂ ସ୍କିନ୍ ସମନ୍ଧିୟ ସମସ୍ୟା କୁ ଏହା ସଂମ୍ପର୍ଣ୍ଣ ଭାବେ ଦୂର କରେ ,
ସେହି ପରି ଆପଣ ମାନଙ୍କ ଚର୍ବି ଅଂଶ କୁ ଦୂର କରିବା ପାଇଁ ଆପଣ ମାନେ ଏହି ପିମ୍ପଳି ର ସେବନ କରି ପାରିବେ ଏବଂ ପରେ ଆପଣ ମାନଙ୍କୁ ମହୁ ଆବଶ୍ୟକ ପଡିବ ପ୍ରଥମେ ଆପଣ ମାନେ 20 ଗ୍ରାମ୍ ପିମ୍ଫଳି ନିଅନ୍ତୁ ଏବଂ ପରେ ଏବଂ ପରେ ଏକ ଚାମଚ ମହୁ ରେ ଭଲ ଭାବେ ମିକ୍ସ କରନ୍ତୁ ,
ଏହାକୁ ଆପଣ ମାନଙ୍କୁ ବାସୀ ମୁହଁ ରେ ବ୍ରସ୍ କରିବା ପୂର୍ବ ରୁ ଦୁଇରୁ ତିନି ଗ୍ଲାସ୍ ଉସମ ପାଣି ରେ ଏହାର ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ପେଟ୍ ବହୁତ ଜଲ୍ଦି ଘଟିି ଯିବ ଏବଂ ଆପଣ ମାନେ ମାତ୍ର 15 ଦିନର ସେବନ ରେ ନିଶ୍ଚିତ ଭାବେ 10 କେଜି ରୁ ଅଧିକ ପରିମାଣ ରେ ୱେଟ୍ ଆପଣ ମାନେ ଲିଜ୍ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।