ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତାହାଲେ ବର୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶନୀ ଏବଂ ଏକ ଛୋଟ ପିଲାର ଫୋଟ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯିଏକି ବର୍ଷା ଙ୍କ ଝିଆରି ବୋଲି ଜଣା ପଡିଛି ହେଲେ ବର୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ଝିଅ ରୂପେ ମାନିନେଇଛନ୍ତି ବୋଲି ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।
ଏବେ ବର୍ଷା ନିଜର ଝିଆରୀ ମାନେ ମେହେକ୍ ଙ୍କୁ ନିଜର ଝିଅ ଭାବେ ସମ୍ବଧନ କରନ୍ତି । ତେବେ ବର୍ଷା ପ୍ରିୟଦର୍ଶନୀ ନିଜର ଝିଆରୀ ଙ୍କ ଜନ୍ମ ଦିନରେ ଆଜି ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ କିଛି ଫୋଟ ପୋଷ୍ଟ କରିଥିଲେ । ଯେଉଁଥିରେ ବର୍ଷା ପ୍ରିୟଦର୍ଶନୀ ନିଜର ଝିଆରୀ ଙ୍କୁ ଧରିଛନ୍ତି ଏବଂ ତାଙ୍କ ସହିତ ମେହେକ ଙ୍କର ଛୋଟ ବେଳର ଫୋଟ ରହିଛି । ଯେଉଁଫୋଟ ଗୁଡିକ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ପ୍ରଚୁର ପରିମାଣ ରେ ଭାଇରଲ ହେବାରେ ଲାଗିଛି ।
ଏହାକୁ ଦେଖି ବର୍ଷା ଙ୍କ ଫେନ୍ ମାନେ କହୁଛନ୍ତି ଏହା କାଳେ ବର୍ଷା ଙ୍କ ଝିଅ ବୋଲି ଯିଏକି ତାଙ୍କର ପରିବାର ଲୋକଙ୍କ ସହିତ ରହୁଥିବାର ନଜର ଆସୁଛନ୍ତି । ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ସେ ଅଧିକ ସମୟ ବିତାଉଥିବାର ନଜର ଆସିଛନ୍ତି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ବର୍ଷା ପ୍ରିୟଦର୍ଶନୀ ଙ୍କ ବଡ ଭଉଣୀ ଙ୍କ ଝିଅ ହେଲା ମେହେକ ଆପଣ ମାନଙ୍କୁ ବର୍ଷା ସହିତ ମେହେକ କେମିତି ଲାଗୁଛନ୍ତି କମେଣ୍ଟ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।