ଆମ ଶରୀର ରେ କିଡ୍ନୀ ଖରାପ ହେବା ପୁର୍ବରୁ ମିଳିଥାଏ ଏହି ସଂକେତ ଆଗରୁ ଯଦି ଜାଣିବେନି ତ ମୃତ୍ୟୁ ନିଶ୍ଚିତ

kidneys

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତି ରେ ଯେପରି କି ଆପଣ ମାନେ ଜାଣି ଥିବେ କି କିଡ୍ନୀ ମନୁଶ୍ୟ ଦେଶ ର ଏକ ମହତ୍ବ ପୂର୍ଣ୍ଣ ଅଙ୍ଗ ଭାବେ ଜଣା ଯାଏ । ତେବେ ଏମିତି ବେଳେ ଆମେ ମାନେ ଆଜିର ବ୍ୟସ୍ତତା ଭରା ଜିବନ ରେ ସବୁ ବେଳେ ଆମ ଦେହ ର ସଠୀକ୍ ଭାବେ ଯତ୍ନ ନେଇ ପାରୁ ନାହୁଁ । ଓ ଏଥି ସହିତ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଆଜିର ଜିବନ ରେ ଖାଉ ଥିବା ଫାଷ୍ଟ ଫୁଡ ଓ ମଦ୍ୟ ପାନ ଯୋଗୁଁ ଆମ ର ଏହି କିଡ୍ନୀ ବହୁତ ଖରାପ ହୋଇଥାଏ ।

କିନ୍ତୁ ଆମେ ଏହି ଖରାପ ହେବାର ସଂଙ୍କେତ ପାଇ ନଥାଉ କିନ୍ତୁ ଏମିତି ବେଳେ ଯଦି ଆପଣ ମାନେ ସଠିକ୍ ସମୟ ରେ ଏହି କିଡ୍ନୀ ଜନିତ ରୋଗ କୁ ଧରିୁବା ଓ ଏହାର ଉପାଚାର କରି ନପାରିଲେ ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ପସ୍ତେଇବା ପାଇଁ ପଡିବ । ଖାସ୍ ଏଇଥି ପାଇଁ ଆମେ ଆଜି ଏହି ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବା ପାଇଁ ଆସିଛି ତଥା ଏହାର ସଂଙ୍କେତ ଗୁଡ଼ୁକ ଆମେ ଦେବା ପାଇଁ ବି ଚାହିଁବୁ ।

kidneys

ତେବେ ଆସନ୍ତୁ ଜାଣି ନେବା କି କିଡ୍ନୀ ଖରାପ ହେବା ପୂର୍ବରୁ ଆମକୁ କେମିତି କେମିତି ସଂଙ୍କେତ ମିଳି ଥାଏ । ସେମିତି ରେ ପ୍ରଥମେ ଆପଣ ମାନଙ୍କ ଗୋଡ ହାତ ସୁସ୍କ ହେବା ସହିତ ସୁଖି ଜାଇଥାଏ । ଯଦି ଆପଣ ମାନଙ୍କ କିଡ୍ନୀ ଖରାପ୍ ହେଉଛି ତେବେ ଆପଣ ମାନଙ୍କ ବ୍ଲଡ୍ ରେ ଇୟୁରିଆର ମାତ୍ରା ବହୁତ ଅଧିକ ହୋଇ ଥାଏ । ଆପଣ ମାନଙ୍କୁ ଖାଦ୍ୟ ର ସ୍ୱାଦ ସଠିକ୍ ଭାବେ ଜଣା ପଡେ ନାହିଁ । ଯଦି ଆପଣ ମାନଙ୍କ ପିଠି ର ତଳ ଭାଗ ରୁ ପେନ୍ ହୋଇ ଗୋଡ ପର୍ଯ୍ୟନ୍ତ ଯାଉ ଥାଏ । ତେବେ ଜାଣିୁ ନିଅନ୍ତୁ ଆପଣ ମାନଙ୍କୁ କିଡ୍ନୀ ୟନିତ ରୋଗ ହେଉଛି ।

ଫେଣ ସହିତ ମୂତ୍ର ହେବା । ଯେଉଁ ଲୋକ ମାନେ କିଡ୍ନୀ ର ସମସ୍ଯା ରେ ରହି ଥାନ୍ତି ସେମାନଙ୍କ କିଡ୍ନୀ ଖରାପ ହେବା ପୂର୍ବରୁ ଫେଣ ସହିତ ମୂତ୍ର ହେବାରେ ଲାଗିଥାଏ । ମୂତ୍ର ରେ ଗନ୍ଧ ଉଠିବା ।କିଡ୍ନୀ ର ସମସ୍ଯା ର ଆଉ ଗୋଟିଏ ଅବସ୍ଥା ହେଲା ମୂତ୍ର ରେ ଗନ୍ଧ ଉଠିବା ଯଦି ଆପଣଙ୍କ ମୂତ୍ର ରେ ଗ୍ୟାସ୍ ଉଠୁ ଥାଏ ତେବେ ଜାଣି ନିଅନ୍ତୁ କି ଆପଣ ଜଣେ କିଡ୍ନୀ ସମସ୍ଯା ର ରୋଗୀ ।

Kidney

ପରିଶ୍ରା କରିବା ସମୟ ରେ କଷ୍ଟ ଅନୁଭବ କରିବା । କିଡ୍ନୀ ର ସମସ୍ଯା ର ଆଉ ଗୋଟିଏ ସମସ୍ଯା ରେ ଲୋକ ମାନେ ଏଥି ପାଇଂ ବି ପଡି ଥାନ୍ତି ପିଲ ବେଳ ର ଅବସ୍ଥା ଯୋଗୁଁ ବି ଆପଣ ମାନେ ଏହି ସମସ୍ଯା ରେ ପଡି ପାରନ୍ତି ତଥା କହିବା ପାଇଁ ଚାହିଁବୁ କି ପରିଶ୍ରା କରିବା ସମୟ ରେ କଷ୍ଟ ଅନୁଭବ ସେଥି ପାଇଁ ହଇଁ କରି ଥାନ୍ତି ।

ତଥା ନିଶ୍ବାସ ନେବାରେ କଷ୍ଟ ହେବା, ଏକାଗ୍ରତା ର କମତି ହେବା,ସବୁ ସମୟ ରେ ଥଣ୍ଡା ର ଅନୁଭବ କରିବା ,ଭୋକ କମ ଲାଗିବା , ଏମିତି ବେଳେ ସେମାନେ ଜାଣି ନେବା ଦରକାର କି ସେମାନେ ବର୍ତମାନ ସମୟ ରେ ଗୋଟିଏ କିଡ୍ନୀ ସମସ୍ଯା ରେ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *