ଭାରତ ର ଏହି ସ୍ଥାନରେ 12 ବର୍ଷର ପୁଅଙ୍କୁ ଭଡ଼ାରେ ନିଅନ୍ତି ମହିଳା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଣିବାକୁ ଆପଣ ମାନଙ୍କୁ ଯଦିଓ ଆଶ୍ଚର୍ଯ୍ୟ ଲାଗିବ ହେଲେ ବି ଏହି ଘଟଣା ଟି ସତ ଅଟେ । ଆଜ୍ଞ୍ୟା ହଁ ଏବେ ବଏଫ୍ରେଣ୍ଡ ଭଡା ରେ ଜାଉଛନ୍ତି । ତେବେ ବର୍ତମାନ ସମୟ ରେ ରେଂଟ ଏ ବଏଫ୍ରେଣ୍ଡ ନାମକ ଏକ ଆପ୍ଲିକେସନ ପ୍ଲେ ଷ୍ଟୋର ରେ ଛଡା ଜାଇଛି । ଏବଂ ସବୁଠୁ ବଡ କଥା ହେଲାକି ଏହି ଥିରେ କେମିତି ଡିଫରେସନ ରୁ ବଞ୍ଚିବେ ସେହି ବିଷୟ ରେ କୁହାଜାଇଛି ।

ତେବେ 29 ବର୍ଷିୟ କୌଶଲ ପ୍ରକାଶଙ୍କ କହିବା ଅନୁସାରେ ଏହି ଆପ୍ କୁ ଲୋକଙ୍କ ଡିଫରେସନ ଦୂର କରିବା ପାଇଁ କରାଜାଇଛି । ସୁଣିବାକୁ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ୍ୟ ଅଟେ । ଏବଂ ଏହି ଆପ୍ କୁ ଭାରତ ର ସବୁ ବୟଫ୍ରେଣ୍ଡ ମାନଙ୍କୁ ଯୋଗେଇ ଦିଆଯିବ । ଜାହାଫଳ ରେ ସେମାନଙ୍କ ଡିଫରେସନ ଦୂର ହୋଉପାରିବ ।

Boyfriend

ଏହା ଦ୍ୱାରା କୈଣସି ଶାରୀରିକ ସଂମ୍ପର୍କ ରଖା ଯାଇନଥାଏ । କେବଳ ଏହା ଡିଫରେସନ ଦୂର କରିବାର ଏକ ମାଧ୍ୟମ ଅଟେ । ଏବେ ଏହି ସର୍ଭିସ୍ କୁ ମୁମ୍ବାଇ ସମେତ ଚେନ୍ନାଇ ଏବଂ ଏମିତି ବହୁତ ବଡ ବଡ ସହର ମାନଙ୍କ ରେ ଏହି ସୁବିଧା ଯୋଗେଇ ଦିଆଯାଉଅଛି ।

ଏମିତି କ୍ଷେତ୍ର ରେ ବର୍ତମାନ ସମୟ ରେ ଏହି ଆପ୍ ଟି ବହୁତ ଲୋକପ୍ରିୟତା ହାସଲ କରିଥିବାର ନଜର ଆସୁଛି । ତେବେ ଆପଣ ମାନଙ୍କର ଏହି ଆପ୍ ପାଇଁ କଣ ମତ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *