40 କୋଟି ଗ୍ରାହାକ ମାନଙ୍କୁ ଲାଗିପାରେ ଝଟ୍କା ସତର୍କ କରିଛି SBI ବନ୍ଦ ହୋଇଯାଇପାରେ ଆପଣଙ୍କ ବ୍ୟାଙ୍କ୍ ସେବା ଜାଣିରଖନ୍ତୁ କଣ ରହିଛି କାରଣ ।

bank

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କର ଷ୍ଟେଡ ବ୍ୟଙ୍କ୍ ଅଫ ଇଣ୍ଡିଆ ରେ ଏକଉଣ୍ଟ ଅଛି ତେବେ ଜାଣି ରଖନ୍ତୁ ଏବେ ଏବେ କିଛି ନୂଆ ଅପଡେଟ ବିଷୟରେ । ନହେଲେ ଆପଣ ମାନଙ୍କର ଏକାଉଣ୍ଟ ବି ସବୁ ଦିନ ପାଇଁ ବନ୍ଦ ହୋଇପାରେ ଜାହାକି SBI ନିଜର 40 କୋଟି ଗ୍ରାହକ ମାନଙ୍କୁ ସତର୍କ କରେଇ ଦେଇଛି । ତେବେ କଣ ରହିଛି ସଂମ୍ପର୍ଣ୍ଣ ରିପୋର୍ଟ ଆସନ୍ତୁ ଜାଣିବା ଦେଶର ସବୁଠୁ ଅଧିକ ଟ୍ରାଞାକ୍ସନ କରୁଥିବା ବ୍ୟଙ୍କ୍ SBI ନିଜର ଗ୍ରାହକ ମାନଙ୍କୁ ଆଲର୍ଟ ମଧ୍ୟ ଜାରି କରିଛି ।

ତେବେ ବ୍ୟଙ୍କ୍ ନିଜର 40 କୋଟି ଗ୍ରାହକ ମାନଙ୍କୁ ସତର୍କ କରେଇ ଦେଇଛି 2022 ମାର୍ଚ୍ଚ 31 ତାରିଖ ପୂର୍ବରୁ ଆଧାର ସହିତ ନିଜର ପାନ କୁ ସଂଯୋଗ କରିବାକୁ ପଡିବ । ଏବଂ ଏହା ସହିତ ଏହାକୁ ତୁରନ୍ତ ବ୍ୟଙ୍କ୍ ଏକାଉଣ୍ଟ ସହିତ ଲିଙ୍କ୍ କରିବାକୁ ପଡିବ । ନହଲେ ସମୟ ସୀମା ପୂର୍ବରୁ ଏମିତି ନକରିଲେ ଗ୍ରାହାକ ଙ୍କ ସେବା ବନ୍ଧ କରିବାକୁ ସୂଚନା ଦେଇଛନ୍ତି SBI ।

sbi bank

ଏହି ନେଇ SBI ନିଜେ ଟୁଇଟ୍ କରି ଜଣେଇଛି । ପ୍ରଥମେ ଇନକମ୍ ଟ୍ୟାକ୍ସର ୱେସାଇଟକୁ ଯାଆନ୍ତୁ( WWW.incometaxindiaefiling.gov.in/home) ସାଇଟର ବାମ ପଟେ ଆପଣଙ୍କୁ Link Aadhaar ର ବିକଳ୍ପ ଦେଖାଯିବ, ଏହା ଉପରେ କ୍ଲିକ କରନ୍ତୁ । ଏହାପରେ ଏକ ନୂଆ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁPAN, AADHAAR ଆଧାରରେ ଆପଣଙ୍କ ନାଁ ଭରିବାକୁ ପଡିବ ।

ତେବେ ଆପଣ ମାନେ ଏମିତି ଜରିଆରେ ନିଜର ଆଧାର କୁ ପାନ ସହିତ ସଂଯୋଗ କରି ପାରିବେ । ସେହିପରି ଯଦି ଆପଣ ମାନେ ନିଜର ଆଧାର କୁ ପାନ ସହିତ ଲିଙ୍କ୍ କରିବା ପାଇଁ ଚାହୁଁଥିବେ ତେବେ ମୋବାଇଲର ମେସେଜ୍ ବକ୍ସକୁ ଯାଇ ଟାଇପ କରନ୍ତୁ- UIDPAN<12-digit Aadhaar><10-digit PAN> ଏହି ମେସେଜକୁ 56767, 56161 ପଠାଇଦିଅନ୍ତୁ ବାସ୍ ଏତିକିରେ ଫାନ ସହ ଆଧାର ଲିଙ୍କ ହୋଇଗଲା, ଯାହାକୁ ଆପଣ ବ୍ୟାଙ୍କ ଆକାଉଣ୍ଟରେ ଅପଡେଟ କରିଦେଇପାରିବେ । ଏଥିପାଇଁ ପୂର୍ବରୁ 2021 ସେପ୍ଟେମ୍ବର 30 ତାରିଖ ଧାର୍ଯ୍ୟ କରାଜାଇଥିବା ବେଳେ 2022 ମାର୍ଚ୍ଚ ଶେଷ ତାରିଖ ଯାଏ ଏହାକୁ ଆପଡେଟ କରିବାର ଶେଷ ତାରିଖ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *