ଆଉ ରାସନ ମିଳିବ ନାହିଁ କରୋନା ସାର୍ଟିଫିକେଟ ନଥିଲେ | ଆସିଲା ବଡ ଖବର

Certificate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୋରନା ଭେକ୍ସିନ୍ ନେବା ପରେ ଆପଣ ମାନଙ୍କୁ ଏକ ସାର୍ଟିଫିକେଟ ମିଳୁଛି । ଆଉ ଯଦି ଏହି ସାର୍ଟିଫିକେଟ ଆପଣ ମାନଙ୍କ ପାଖରେ ନଥିବ ତେବେ ଏଣିକି ଆପଣ ମାନଙ୍କୁ ମିଳିବ ନାହିଁ ରାସନ ଜାହାକି ରାସନ କାର୍ଡ ରହିଥିବା ଲୋକ ମାନେ ଜାଣିରଖନ୍ତୁ ଏବେ କିଛି ନୂଆ ରିପୋର୍ଟ ଆସିଛି । ନହେଲେ ଆପଣ ମାନଙ୍କୁ ବି ହଇରାଣ ହେବା ପାଇଁ ପଡିପାରେ । ଏବଂ ଆପଣ ମାନଙ୍କୁ ବି ମିଳିବ ନାହିଁ ରାସନ ତେବେ ଆମେ ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ।

Corona certificate

ତେବେ ବନ୍ଧୁଗଣ ଦେଶରେ କୋରନା ଟୀକାକରଣ ବ୍ୟବସ୍ଥା କୁ ବୃଦ୍ଧି କରିବା ପାଇଁ ଏବେ ସରକା ଙ୍କ ନୂଆ ନିୟମ ଜାରି ହୋଇଛି । କୋଭିଡ୍ ଟୀକା କରଣ ନେଇ ବିଭିନ୍ନ ରାଜ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଜାଇଛି । କିଛି ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ , ଆଧାର କାର୍ଡ, ପାସପୋର୍ଟ ତିଆରି କରିବା ପାଇଁ କୋରନା ଟୀକାକରଣ କୁ ବାଧ୍ୟତା ମୂଳକ ବୋଲି କରାଜାଇଛି ।

ତେବେ ବର୍ତମାନ ସମୟ ରେ ରାସନ କାର୍ଡରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଏଣିକି କୋଭିଡ ସାର୍ଟିଫିକେଟ ଦେଖେଇବା ପରେ ଆପଣ ମାନଙ୍କୁ ରାସନ ସାମଗ୍ରୀ ମିଳି ପାରିବ । ତେବେ ଏହି ନୂଆ ବ୍ୟବସ୍ଥା ଉତ୍ତର ପ୍ରଦେଶରେ ଲାଗୁ କରାଜାଇଥିବା ଜଣା ପଡିଛି । ଏହା ବୁତ ଜଲ୍ଦି ଆମ ଓଡିଶାରେ ମଧ୍ୟ ଲାଗୁ ହେବ ବୋଲି ଏମିତି କିଛି ସୂଚନା ରହିଛି । କିଛି ଦିନ ପୂର୍ବରୁ ଦିଲ୍ଲୀରେ RTO ରେ DL ଆପ୍ଲାୟ କରିବା ପାଇଁ ବି ଭେକ୍ସିନ ସାର୍ଟିଫିକେଟ କୁ ବାଧ୍ୟତା ମୂଳକ କରାଜାଇଥିଲା ।

Ration card

ଏବେ ରାସନ କ୍ଷେତ୍ର ରେ ଏହି ନୂଆ ନିୟମ ଲାଗୁକରାଜାଇଥିବାର ଦେଖିବା ପାଇଁ ମିଳିଛି । ତେବେ ଟୀକା କରଣ କୁ ତ୍ୱରାନିତ୍ୱ କରିବା ଲକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଜାଇଛି । ତେବେ ରାସନ ନେବାକୁ ହେଲେ ପ୍ରତ୍ୟୋକ ପରିବାରର ଜଣଙ୍କୁ ଟୀକା ନେଇଥିବା ଜରୁରୀ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *