4 December, ସୂର୍ଯ୍ୟ ପରାଗ 4ଟି ରାଶି ହେବେ କୋ-ଟି-ପ-ତି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2020 ର ସୂର୍ଯ୍ୟ ପରାଗ କେତେ ପ୍ରଭାବଶାଳୀ ଥିଲା ଏହାତ ଆମେ ମାନେ ଜାଣନ୍ତି । ଏବଂ 2021 ପ୍ରଥମ ସୂର୍ଯ୍ୟ ପରାଗ 10 ଜୁନ୍ କୁ ରହିଥିବା ବେଳେ ଡିସେମ୍ବର 4 ତାରିଖରେ ଶେଷ ଗ୍ରହଣ ଲାଗିବା ପାଇଁ ଯାଉଛି । କିଛି ଦିନ ତଳେ ମାନେ 19 ନଭେମ୍ବର କୁ ଚନ୍ଦ୍ରଗ୍ରହଣ ଲାଗିଥିବା ବେଳେ ଡିସେମ୍ବର 4 ରେ ହେବାକୁ ଥିବା ଗ୍ରହଣ ପରେ ମଙ୍ଗଳ ଗ୍ରହ ନିଜର ରାଶି ପରିବର୍ତନ କରିବେ । ଏହି ସମୟ ରେ ରାହୁ ଏବଂ କେତୁ ବକ୍ରିୟ ସ୍ଥିତି ରେ ରହିବେ ।

ଏହି ସମୟ ରେ ତୁଳା ରେ ମଙ୍ଗଳ ରହିବ । ଚନ୍ଦ୍ରମା , ବୁଧ ଏବଂ ସୂର୍ଯ୍ୟ ଧନୁ ରାଶିରେ ରହିବେ । ମକର ଏବଂ କୁମ୍ଭ ରାଶିରେ ଶନିରହିବେ । ଏମିତି ରେ କିଛି ରାଶି ପାଇଁ ଶୁଭ ରହିବ କିିଛି ରାଶି ଏହି ଥର ମାଲାମାଲ ହେବାପାଇଁ ଯାଉଛନ୍ତି । ଏହି ଗ୍ରହଣ ଉପଛାୟା ଗ୍ରହଣ ହୋଇଥିବାରୁ ଏହାର ପ୍ରଭାବ ସବୁ ରାଶି ଉପରେ ପଡିବ ନାହିଁ । ସୂତକ କାଳ ମନାଯିବ ନାହିଁ କିନ୍ତୁ ପୂଜା ପାଠ କରି ପାରିବେ ନାହିଁ ।

Sun pollen

ତେବେ ଏହି ଗ୍ରହଣ 4 ଡିସେମ୍ବର ସକାଳ 10 ଟା ବାଜି 59 ମିନିଟ୍ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 3 ଟା ବାଜି 8 ମିନିଟ୍ ପର୍ଯ୍ୟନ୍ତ ରହିବ । ହେଲେ ସୂତକ ସମୟ ପୂର୍ବଦିନ ରାତି 10.59 ମନିଟ ରୁ ଆରମ୍ଭ ହେବ । ତେବେ ଏହି ଗ୍ରହଣ ରେ 6 ଗୋଟି ରାଶି ହେବେ କୋଟିପତି ଆସନ୍ତୁ ସେମାନଙ୍କ ବିଷୟ ରେ ଜାଣିନେବା । ପ୍ରଥମେ ରହିଛି ମିଥୁନ ରାଶି ଏହି ରାଶି ଉପରେ ସୂର୍ଯ୍ୟ ପରାଗ ବହୁତ ଭଲ ରେ କିଟବ ଏବଂ ଏହି ଦିନ ରେ ଏମାନଙ୍କୁ କୈଣସି ଏକ ନୂତନ ବାଟ ର ସୁଭାରମ୍ଭ ହେବ ।

ଏହା ପରେ ରହିଛି କର୍କଟ ରାଶି । ଏହି ରାଶି ର ଜାତକ ରେ ସୂର୍ଯ୍ୟ ପରାଗ ତୃତୀୟ ଭାଗ ରେ ପଡୁଛି । ଜାହା କିଛି ପରିମାଣ ରେ ଏମାନଙ୍କୁ ସାକାରାତ୍ମକ ପରିଣାମ ଦେଇ ପାରେ । ଏହି ସାକାରାତ୍ମକ ପରିଣାମ ବଢେଇବା ପାଇଁ ଓଁ ଦୁମ୍ ଦୂର୍ଗାୟ ମନଃ ଜପ କରିବା ପାଇଁ ପଡିବ । କନ୍ୟା ରାଶି । ଏହି ସୂର୍ଯ୍ୟ ପରାଗ ଆପଣ ମାନଙ୍କ ଭାଗ୍ୟ କୁ ପ୍ରଭାବିତ କରିବ । ତେବେ ଆପଣ ମାନେ ଏହାର ପ୍ରଭାବ କମେଇବା ପାଇଁ ନଜର ଇଷ୍ଟ ଦେବ ଙ୍କୁ ପୂଜା କରନ୍ତୁ ।

rasi

କୁମ୍ଭ ରାଶି । ଏହି ରାଶି ଉପରେ ସୂର୍ଯ୍ୟ ପରାଗ ର ପ୍ରଭାବ ବହୁତ ଅଶୁଭ ପଡିବ । ତେବେ ଆପଣ ମାନେ ସୂର୍ଯ୍ୟ ପରାଗ ଆରମ୍ଭ ହେବା ପୂର୍ବ ରୁ ହିଁ ଗଣେଷ ଙ୍କୁ ସିନ୍ଧୁର ଅର୍ପଣ କରିବା ପାଇଁ ପଡିବ । ତୁଳା ରାଶି ର ଲୋକ ମନଙ୍କ ପାଇଁ ପଞ୍ଚମ ଭାଗ ରେ ଲାଗି ରହି ଥିବା ବେଳେ ଏମାନଙ୍କ ପାଇଁ ଏହା ଶୁଭ ରହିବ । କନ୍ୟା ରାଶି । ଏହା ସୂର୍ଯ୍ୟ ପରାଗ ର ଷଷ୍ଠ ଭାଗ ରେ ରହିବ । ଆପଣଙ୍କ ପାଇଁ ସୂର୍ଯ୍ୟ ପରାଗ ବହୁତ ମାମଲା ରେ ଶୁଭ ପରିଣାମ ଦେବ ।

ସେହି ପରି ତୁଳା ରାଶି ର ସୂର୍ଯ୍ୟ ପରାଗ ସପ୍ତମ ଭାଗ ରେ ଲାଗିବ । ଜାହା ସେମାନଙ୍କ ବୈବାହିକ ଜିବନ ରେ ପ୍ରତିକୂଳ ପ୍ରଭାବ ପକେଇବ । ତେବେ ଏହି ସମୟ ରେ ଓଁ ନମଃ ଭଗବତେ ବାସୁ ଦେବାୟ ନମଃ ଜପ କରନ୍ତୁ ଶୁଭ ଫଳ ମିଳିବ । ବିଛା ରାଶି ଏହି ରାଶି ଉପରେ ସୂର୍ଯ୍ୟ ପରାଗ ର ପ୍ରଭାବ ବହୁତ ଶୁଭ ପଡିବ । ଏହି ରାଶି ର ଜାତକ ରେ ସୂର୍ଯ୍ୟ ପରାଗ ତୃତୀୟ ଭାଗ ରେ ପଡୁଛି । ଜାହା କିଛି ପରିମାଣ ରେ ଏମାନଙ୍କୁ ସାକାରାତ୍ମକ ପରିଣାମ ଦେଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *