ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଭାଇରଲ ହେବାରେ ଲାଗିଛି କି ବର୍ତମାନ ସମୟ ରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅସୀମା ପଣ୍ଡା । ତେବେ ଏହାକୁ ନେଇ ସୋସିଆଲ ମିଡିଆ ରେ ମୁହଁ ଖୋଲିଛନ୍ତି ଅସିମା ପଣ୍ଡା । ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟକୁ ଶେଷ ଯାଏ ପଢନ୍ତୁ ।
ତେବେ ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଗାୟିକା ଅସିମା ପଣ୍ଡା ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତେବେ ତାଙ୍କ କଣ୍ଠରୁ ଆପଣ ମାନେ ବହୁତ ସାରା ଗୀତ ଗୁଡିକ ବି ସୁଣିଥିବେ । ତେବେ ବର୍ତମାନ ସମୟ ରେ ଅସିମା ପଣ୍ଡା ଗୁରୁବାର ମାଣବସା ଲକ୍ଷ୍ମୀ ପୁରାଣ ପଢୁଥିବା ବେଳେ ଏକ ଭିଡ଼ିଓ କରୁଥିବାର ଦେଖିବା ପାଇଁ ମିଳିଥିଲେ । ଜାହା ଆଗାମୀ ଦିନ ମାନଙ୍କରେ ଟିଭି ରେ ପ୍ରସାରିତ ହେବ ।
ହେଲେ ଏହାକୁ ନେଇ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । କି ଆଗାମୀ ଦିନ ମାନଙ୍କରେ ଅସିମା ପଣ୍ଡା ଦ୍ୱିତିୟ ବିବାହ କରିବାକୁ ଯାଉଛନ୍ତି। ହେଲେ ପ୍ରକୃତ ରେ କହିବା ପାଇଁ ଗଲେ ଅସିମା ପଣ୍ଡା ଦ୍ୱିତିୟ ବିବାହ କରିନାହାଁନ୍ତି ।
ତେବେ 2017 ମସିହାରେ ଅସିମା ପଣ୍ଡା ମାନସ ଙ୍କୁ ବିବାହ କରିଲେ କିନ୍ତୁ କୈଣସି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏମାନେ ପରସ୍ପର ଠାରୁ ବର୍ତମାନ ସମୟ ରେ ଅଲଗା ହୋଇସାରିଛନ୍ତି । ଅସିମା ପଣ୍ଡା ଏବେ ଏକୁଟିଆ ନିଜର ଫେମିଲି ଙ୍କ ସହିତ ରହୁଛନ୍ତି । ତେବେ ଆପଣ ମାନଙ୍କୁ ଅସିମା ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।