ଏହି କାମ କରି ଦିଅନ୍ତୁ । ନହେଲେ ବନ୍ଦ ହୋଇଯିବ ବ୍ୟାଙ୍କ ଖାତା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ସମସ୍ତ ଙ୍କ ପାଖରେ ପାନକାର୍ଡ ରହିଥିବ ଆଉ ଆଧାର କାର୍ଡ ବି ଥିବ କିନ୍ତୁ ଏହି ପାନକାର୍ଡ କୁ ଆଧାର ସହିତ ଲିଙ୍କ୍ କରେଇବା ନିହାତି ଜରୁରୀ ଅଟେ । ଆଉ ଏହାକୁ ସରକାର ବି ଘୋଷଣା କରିଛନ୍ତି ଜଲ୍ଦି କରେଇ ନିଅନ୍ତୁ । ନହେଲେ ଆପଣ ମାନଙ୍କୁ ଏବେ ଜୋରିମାନା ଦେବା ସହିତ ଆପଣ ମାନଙ୍କ ସମସ୍ତ ବ୍ୟଙ୍କ୍ ଏକାଉଣ୍ଟ ବି ବନ୍ଧ ହୋଇପାରେ ।

ହେଲେ କଥା ଉଠୁଛି ଆପଣ ମାନଙ୍କର ଏହି ପାନକାର୍ଡ ଆଧାର ସହିତ ଲଙ୍କ୍ ହୋଇଛି କି ନାହିଁ ଆପଣ ମାନେ କେମିତି ଜାଣିବେ ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ ଜଣେଇବୁ । ତେବେ ଆପଣ ମାନଙ୍କୁ ଚେକ୍ କରିବା ପାଇଁ ହେଲେ ଆପଣ ମାନଙ୍କୁ ବ୍ରାଉଜର ରେ ଏକ ୱେବସାଇଟ ଖୋଲିବା ପାଇଁ ପଡିବ । ଏହା ପାଇଁ ଆପଣ ମାନଙ୍କୁ income tax ଲେଖି ବ୍ରାଉଜର ରେ ସର୍ଚ୍ଚ କରିବାକୁ ହେବ ।

ପରେ incometax.gov.in କୁ ଯିବାକୁ ହେବ ଏବଂ ପରେ ତଳେ ଲେଖା ହୋଇଛି କି Link Aadhaar ଯେଉଁଠାରେ ପାନକୁ ଆଧାର ସହିତ ଲିଙ୍କ୍ କରିପାରିବେ । ହେଲେ ଜାଣିବା ପାଇଁ କି ଆପଣଙ୍କର ଲିଙ୍କ୍ ହୋଇଛି କି ନାହିଁ ଆପଣ ମାନଙ୍କୁ Link Aadhaar Status ରେ ଯିବାକୁ ପଡିବ ।

card

ଏବଂ ସେଠାରେ ଆପଣ ମାନଙ୍କୁ ନିଜର ପାନ ଏବଂ ଆଧାର ନମ୍ବର ଦେଇ ଚେକ୍ କରିବାକୁ ପଡିବ । ଯଦି ହୋଇ ନାହିଁ । ତେବେ ଆପଣ ମାନେ Link Aadhaar କୁ ଯିବେ ଏବଂ ସେଠାରେ ନିଜର ଡିଟେଲ୍ସ ଫିଲ୍ କରି ଆଧାର ସହିତ ପାନ କୁ ଲିଙ୍କ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *