ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଧରା ହେଲା ରଙ୍ଗିଲା ଅଟୋବାଲା ପୂରା ସିନେମା ଷ୍ଟାଇଲ ରେ ତିନି ଜଣ ସ୍ତ୍ରୀ ଙ୍କୁ ସମ୍ଭାଳୁଥିଲା ରସିକ ନାଗର ଏବେ ପୋଲିସ କବ୍ଜା ରେ ଏବଂ ଅଭିଯୁକ୍ତ ଙ୍କ ନାମ ହେଲା ଅଲୋକ ଜେନା ଏବଂ ତାଙ୍କ ବିରୋଧ ରେ ଅଭିଯୋଗ ଆଣିଛନ୍ତି ନିଜେ ପ୍ରଥମ , ଦ୍ୱତୀୟ ସ୍ତ୍ରୀ । ପୋଲିସ୍ ଏବେ ମାମଲା ରଜୁ କରିବା ପରେ ପଚରା ଉଚୁରା କରୁଛି ।
ମିଳିଥିବା ସୂଚନା ଅନୁସାରେ ଆଲୋକ ଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ଅଟେ । 2006 ମସିହା ରେ ସେ ଜଣେ ଯୁବତୀ ଙ୍କୁ ରିତିନୀତି ଅନୁଯାୟୀ ବିବାହ କରିଥିଲେ । କିଛି ବର୍ଷ ଯାଏ ସେମାନଙ୍କ ବୈବାହିକ ସଂମ୍ପର୍କ ଠିକ୍ ଠାକ୍ ଥିଲା । ଏବଂ ପରେ ସେମାନଙ୍କର ଦୁଇଟି ପୁଅ ମଧ୍ୟ ରହିଛନ୍ତି । କୈଣସି କାରଣ ରୁ ପତି ପତ୍ନୀ ଝଗଡା କରିଥିଲେ । ସେହିଥି ପାଇଁ ଆଲୋକ ଘର ଛାଡି ଭୁବନେଶ୍ୱର ଚାଲି ଆସିଥିଲେ ।
ଏଠାରେ ସେ ଅଟୋଚଳେଇ ପେଟପୋଷଣ କରୁଥିଲେ ଏବଂ ପରେ ବ୍ୟଙ୍କ୍ ସଂସ୍ପର୍ଶ ରେ ଆସିଥିଲେ । ଉଭୟ ପକ୍ଷ ପରିବାର ଅନୁମତି କ୍ରମେ ସେମାନେ ପୁଣି ଥରେ 2017 ରେ ବିବାହ କରିଥିଲେ । ଏହି ସମୟ ରେ ଆଲୋକ ବିବାହିତା ଥିବା ଜଣେଇ ଥିଲେ ହିଁ ସ୍ତ୍ରୀ ଠାରୁ ଡିଭର୍ସ ନେଇଥିବା କହିଥିଲେ ।
ସେ ଆଉ ଜଣେ ଯୁବତୀଙ୍କ ସହିତ ସାଲିଆ ସାହିରେ ରହୁଥିବା ଜାଣି ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଥାନାରେ ଏତଲା ଦେଇଥିଲେ। କେବଳ ଏତିକି ନୁହେଁ ଆଲୋକ ସେମାନଙ୍କ ଠାରୁ ଚଲାକ କରି ବିପୁଳ ପରିମାଣର ଅର୍ଥ ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।